Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ବାବ୍‌ ରିପୋର୍ଟ ନ ଦେଖିଲେ ହସ୍ପିଟାଲ ଯିବୁ ନାହିଁ ବୋଲି କହି ଅଡି ବସିଲେ ଲୋକେ
ଆଜିର ଖବର

ସ୍ବାବ୍‌ ରିପୋର୍ଟ ନ ଦେଖିଲେ ହସ୍ପିଟାଲ ଯିବୁ ନାହିଁ ବୋଲି କହି ଅଡି ବସିଲେ ଲୋକେ

July 26, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ପୁରୀ : ସରକାରୀ କୋଭିଡ୍‌ ଟେଷ୍ଟ ରିପୋର୍ଟରେ ଅନିୟମିତତା ହେଉଥିବାର ଅଭିଯୋଗ ଆସୁଛି । ଭୁବନେଶ୍ବରସ୍ଥିତ ଖଣ୍ଡଗିରି ଅଞ୍ଚଳରୁ ଏପରି ଏକ ଖବର ସାମ୍ନାକୁ ଆସିବା ପରେ ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାରୁ ମଧ୍ୟ ଏହିପରି ଏକ ଖବର ଶୁଣିବାକୁ ମିଳିଛି । ନିକଟରେ ବାଣପୁର ଅଞ୍ଚଳରେ ମଧ୍ୟ କରୋନା ରିପୋର୍ଟରେ ଭୁଲ୍‌ଭାଲ୍‌ ତଥ୍ୟ ରହୁଥିବାର ଖବର ପ୍ରକାଶ ପାଇଥିଲା । ସେହିପରି ଆଜି ପୁରୀ ଅଞ୍ଚଳରୁ କରୋନା ରିପୋର୍ଟକୁ ନେଇ ସାଧାରଣ ଲୋକେ ବିରୋଧ କରିବା ସହିତ ସ୍ବାବ୍‌ ନମୁନା ଦେଖାଇବାକୁ ଦାବି ଜଣାଇଛନ୍ତି ।

ସ୍ବାବ୍‌ ରିପୋର୍ଟ ନ ଦେଖିଲେ, ହସ୍ପିଟାଲ ଯିବୁନି ବୋଲି ଲୋକେ ଅଡି ବସିଛନ୍ତି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ପୁରୀ ପେଣ୍ଟକଟା ଠାରେ । ପୁରୀ ପେଣ୍ଠକଟା ଲୋକଙ୍କ ଏନେଇ ଦାବି ପରେ ପ୍ରଶାସନ ସହ ଆଲୋଚନା ଚାଲିଛି । ଲକ୍ଷଣ ନଥିବା ଲୋକଙ୍କୁ ପଜିଟିଭ୍‌ କହି ଉଠାଇ ନିଆଯାଉଥିବାର ଅଭିଯୋଗ କରିଛନ୍ତି ଏହି ଅଞ୍ଚଳବାସୀ । ରିପୋର୍ଟ ନ ଦେଖାଇଲେ ଆଉ କାହାକୁ ପ୍ରଶାସନ ସହ ନ ଛାଡିବାକୁ ଚେତାବନୀ ଦେଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ରେକର୍ଡ ସମୟରେ ୨ ହଜାର କୋଟିର ଯାତ୍ରୀ ରାଜସ୍ୱ ଆୟ କଲା ପୂର୍ବତଟ ରେଳପଥ 

January 28, 2026

ଦୁର୍ଘଟଣା ଥିଲା ନା ଷଡ଼ଯନ୍ତ୍ର?: ପୁତୁରାଙ୍କ ମୃତ୍ୟୁ ପରେ ଶରଦ ପାୱାରଙ୍କ ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା

January 28, 2026

ଟି-୨୦ ବିଶ୍ୱକପ୍ ପୂର୍ବରୁ ସୂର୍ଯ୍ୟକୁମାର ଯାଦବଙ୍କ ରାଙ୍କିଙ୍ଗରେ ବଡ ଉନ୍ନତି: ଅଭିଷେକ ଶର୍ମାଙ୍କୁ କ୍ଷତି

January 28, 2026

ବଜେଟ୍ ଅଧିବେଶନରେ ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

January 28, 2026
Latest News

ରେକର୍ଡ ସମୟରେ ୨ ହଜାର କୋଟିର ଯାତ୍ରୀ ରାଜସ୍ୱ ଆୟ କଲା ପୂର୍ବତଟ ରେଳପଥ 

January 28, 2026

ଭାରତ-ଇୟୁ ବାଣିଜ୍ୟ ଚୁକ୍ତିନାମା: ଭାରତକୁ ୨୦୪୭ ସୁଦ୍ଧା ସଶକ୍ତ କରିବ ‘ମଦର ଅଫ ଅଲ୍ ଡିଲ୍ସ’

January 28, 2026

ଦୁର୍ଘଟଣା ଥିଲା ନା ଷଡ଼ଯନ୍ତ୍ର?: ପୁତୁରାଙ୍କ ମୃତ୍ୟୁ ପରେ ଶରଦ ପାୱାରଙ୍କ ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା

January 28, 2026

ଭାରତ-ୟୁରୋପୀୟ ସଂଘ ବ୍ୟବସାୟ ଫୋରମକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

January 28, 2026

ଟି-୨୦ ବିଶ୍ୱକପ୍ ପୂର୍ବରୁ ସୂର୍ଯ୍ୟକୁମାର ଯାଦବଙ୍କ ରାଙ୍କିଙ୍ଗରେ ବଡ ଉନ୍ନତି: ଅଭିଷେକ ଶର୍ମାଙ୍କୁ କ୍ଷତି

January 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.