Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ବାବ୍‌ ରିପୋର୍ଟ ନ ଦେଖିଲେ ହସ୍ପିଟାଲ ଯିବୁ ନାହିଁ ବୋଲି କହି ଅଡି ବସିଲେ ଲୋକେ
ଆଜିର ଖବର

ସ୍ବାବ୍‌ ରିପୋର୍ଟ ନ ଦେଖିଲେ ହସ୍ପିଟାଲ ଯିବୁ ନାହିଁ ବୋଲି କହି ଅଡି ବସିଲେ ଲୋକେ

July 26, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ପୁରୀ : ସରକାରୀ କୋଭିଡ୍‌ ଟେଷ୍ଟ ରିପୋର୍ଟରେ ଅନିୟମିତତା ହେଉଥିବାର ଅଭିଯୋଗ ଆସୁଛି । ଭୁବନେଶ୍ବରସ୍ଥିତ ଖଣ୍ଡଗିରି ଅଞ୍ଚଳରୁ ଏପରି ଏକ ଖବର ସାମ୍ନାକୁ ଆସିବା ପରେ ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାରୁ ମଧ୍ୟ ଏହିପରି ଏକ ଖବର ଶୁଣିବାକୁ ମିଳିଛି । ନିକଟରେ ବାଣପୁର ଅଞ୍ଚଳରେ ମଧ୍ୟ କରୋନା ରିପୋର୍ଟରେ ଭୁଲ୍‌ଭାଲ୍‌ ତଥ୍ୟ ରହୁଥିବାର ଖବର ପ୍ରକାଶ ପାଇଥିଲା । ସେହିପରି ଆଜି ପୁରୀ ଅଞ୍ଚଳରୁ କରୋନା ରିପୋର୍ଟକୁ ନେଇ ସାଧାରଣ ଲୋକେ ବିରୋଧ କରିବା ସହିତ ସ୍ବାବ୍‌ ନମୁନା ଦେଖାଇବାକୁ ଦାବି ଜଣାଇଛନ୍ତି ।

ସ୍ବାବ୍‌ ରିପୋର୍ଟ ନ ଦେଖିଲେ, ହସ୍ପିଟାଲ ଯିବୁନି ବୋଲି ଲୋକେ ଅଡି ବସିଛନ୍ତି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ପୁରୀ ପେଣ୍ଟକଟା ଠାରେ । ପୁରୀ ପେଣ୍ଠକଟା ଲୋକଙ୍କ ଏନେଇ ଦାବି ପରେ ପ୍ରଶାସନ ସହ ଆଲୋଚନା ଚାଲିଛି । ଲକ୍ଷଣ ନଥିବା ଲୋକଙ୍କୁ ପଜିଟିଭ୍‌ କହି ଉଠାଇ ନିଆଯାଉଥିବାର ଅଭିଯୋଗ କରିଛନ୍ତି ଏହି ଅଞ୍ଚଳବାସୀ । ରିପୋର୍ଟ ନ ଦେଖାଇଲେ ଆଉ କାହାକୁ ପ୍ରଶାସନ ସହ ନ ଛାଡିବାକୁ ଚେତାବନୀ ଦେଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

CM-KISAN ଯୋଜନାର ପଞ୍ଚମ କିସ୍ତି ପ୍ରଦାନ : ସି.ଏମ୍ କିଷାନ କେବଳ ସହାୟତା ନୁହେଁ, ଚାଷୀଙ୍କ ପରିଶ୍ରମକୁ ଉଚିତ ସମ୍ମାନ- ମୁଖ୍ୟମନ୍ତ୍ରୀ

September 4, 2026

୧୩ତମ ବ୍ୟାଚ୍ କ୍ୟାଡେଟ୍ ସବ୍‌-ଇନ୍ସପେକ୍ଟରମାନଙ୍କ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁମନ୍ତ୍ର: ଦୁର୍ନୀତିରୁ ସମ୍ପୂର୍ଣ୍ଣ ଦୂରେଇ ରୁହନ୍ତୁ

September 4, 2026

ୟୁପିରେ ମେଣ୍ଟ ମହାଯୁଦ୍ଧ : ‘ବଡ଼ ଭାଇ’ ପାଇଁ ବଡ଼ ଲଢ଼େଇ

September 4, 2026

ଆଧୁନିକ ଏଲଏଚବି କୋଚ ସହ ଚାଲିବ ପୁରୀ-ପାଟଣା-ପୁରୀ ଏକ୍ସପ୍ରେସ୍

September 4, 2026
Latest News

CM-KISAN ଯୋଜନାର ପଞ୍ଚମ କିସ୍ତି ପ୍ରଦାନ : ସି.ଏମ୍ କିଷାନ କେବଳ ସହାୟତା ନୁହେଁ, ଚାଷୀଙ୍କ ପରିଶ୍ରମକୁ ଉଚିତ ସମ୍ମାନ- ମୁଖ୍ୟମନ୍ତ୍ରୀ

September 4, 2026

୧୩ତମ ବ୍ୟାଚ୍ କ୍ୟାଡେଟ୍ ସବ୍‌-ଇନ୍ସପେକ୍ଟରମାନଙ୍କ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁମନ୍ତ୍ର: ଦୁର୍ନୀତିରୁ ସମ୍ପୂର୍ଣ୍ଣ ଦୂରେଇ ରୁହନ୍ତୁ

September 4, 2026

‘ନାନ୍‌’ରୁ ଆରମ୍ଭ, ବିଧାନସଭାରେ ଶେଷ! ୧୭୦ ଟଙ୍କାର ବିଲ୍‌କୁ ନେଇ ବିବାଦ

September 4, 2026

ୟୁପିରେ ମେଣ୍ଟ ମହାଯୁଦ୍ଧ : ‘ବଡ଼ ଭାଇ’ ପାଇଁ ବଡ଼ ଲଢ଼େଇ

September 4, 2026

ଆଧୁନିକ ଏଲଏଚବି କୋଚ ସହ ଚାଲିବ ପୁରୀ-ପାଟଣା-ପୁରୀ ଏକ୍ସପ୍ରେସ୍

September 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.