ମହାପ୍ରଭୁଙ୍କ ତିନି ରଥ ଖୋଲାଯିବା ଓ ପୁଣି ଗଢିବା ନେଇ କମିଟି ଗଠିତ

Published: Jul 27, 2020, 3:26 pm IST

ପୁରୀ, ମହାପ୍ରଭୁଙ୍କ ତିନି ରଥ ଖୋଲାଯିବା ଓ ପୁଣି ଗଢିବା ନେଇ ଏକ କମିଟି ଗଠନ ହୋଇଛି। ଇଂଜିନିୟର, ସେବାୟତ ଓ ପରିଚାଳନା କମିଟି ସଦସ୍ୟଙ୍କୁ ନେଇ ଏହି କମିଟି ଗଠନ କରାଯାଇଛି। ରଥ ଖୋଲିବା ବେଳେ ଯେଉଁ ଅଂଶ ଭାଙ୍ଗିବ, ତାହା ଯୋଡିବା ବେଳେ ନିର୍ମାଣ ହେବ। ଭାଙ୍ଗିଥିବା ଅଂଶ ଶାଳ, ପିଆଶାଳ ଓ ଶାଗୁଆନ କାଠରେ ନିର୍ମାଣ କରାଯିବ। 25ରୁ 30 ଦିନ ମଧ୍ୟରେ ରଥ ଖୋଲା ଓ ନିର୍ମାଣ କାର୍ଯ୍ୟ ଶେଷ ହେବ। ଜଗନ୍ନାଥବଲ୍ଲଭ ପରିସରରେ ମହାପ୍ରଭୂଙ୍କ ତିନି ରଥ ରଖାଯିବ।

Related posts