Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏମ୍‌ଜେ ଆକବରଙ୍କୁ କଡ଼ା ସମାଲୋଚନା କଲେ ଅଭିନେତ୍ରୀ ରେଣୁକା
ଆଜିର ଖବର

ଏମ୍‌ଜେ ଆକବରଙ୍କୁ କଡ଼ା ସମାଲୋଚନା କଲେ ଅଭିନେତ୍ରୀ ରେଣୁକା

March 17, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସାଧାରଣ ନିର୍ବାଚନ ପୂର୍ବରୁ ସମସ୍ତ ରାଜନୈତିକ ଦଳମାନଙ୍କର ସୋସିଆଲ୍‌ ମିଡ଼ିଆରେ କ୍ୟାମ୍ପେନ୍‌ ଏବେ ଜୋର୍‌ସୋର୍‌ରେ ଚାଲିଛି।  ଆଜି ବିଜେପି ତରଫରୁ ‘ମୁଁ ବି ଚୌକିଦାର’ର ଟ୍ବିଟ୍‌ରରେ ନାମ ପରିବର୍ତ୍ତନ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବିଜେପିର ବହୁ ବରିଷ୍ଠ ନେତା ଟୁଇଟର୍‌ ଆକାଉଣ୍ଟରେ ନିଜ ନାମ ପୂର୍ବରୁ ଚୌକିଦାର ଲଗାଇଛନ୍ତି। ଏହି କ୍ରମରେ ବିଜେପିର ନେତା ଏମ୍‌ଜେ ଆକବର୍‌ ମଧ୍ୟ ଏହି କ୍ୟାମ୍ପେନ୍‌ରେ ସାମିଲ୍‌ ହୋଇ ଟୁଇଟ୍‌ କରିଛନ୍ତି। ତାଙ୍କର ଏହି ଟୁଇଟ୍‌କୁ ଜବାବ୍‌ ଦେଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ରେଣୁକା ସାହାଣେ। ଏମ୍‌ଜି ଅକବର୍‌ ଚୌକିଦାର ଟ୍ୟାଗ୍‌ ଲଗାଇ ଟୁଇଟ୍‌ କହିଛନ୍ତି, ‘ମୁଁ ବି ଚୌକିଦାର’ କ୍ୟାମ୍ପେନ୍‌ରେ ଯୋଗ ଦେଇ ଗର୍ବ ଅନୁଭବ କରୁଛି। ଭାରତର ଜଣେ ନାଗରିକ ହୋଇଥିବାରୁ ଭାରତକୁ ପ୍ରେମ କରେ, ମୁଁ ଭ୍ରଷ୍ଟାଚାର, ଗରିବ ଓ ଆତଙ୍କବାଦକୁ ହଟାଇବା ଦିଗରେ ପୂରା ଜୋର୍‌ ଲଗାଇବି ଓ ଏକ ନୂଆ ଭାରତ ନିର୍ମାଣରେ ସାହାଯ୍ୟ କରିବ, ଯାହା ସୁରକ୍ଷିତ, ଶକ୍ତ ଓ ସମୃଦ୍ଧ ରହିବ ବୋଲି ଟୁଇଟ୍‌ କରିଛନ୍ତି। ଏହି ଟୁଇଟ୍‌ର ଜବାବ୍‌ରେ ଅଭିନେତ୍ରୀ ରେଣୁକା। ସେ ତାଙ୍କ ଟୁଇଟ୍‌ରେ ଯଦି ଆପଣ ଚୌକିଦାର ହେବେ, ତା’ହେଲେ ଦେଶର କୌଣସି ମହିଳା ସୁରକ୍ଷିତ ରହିବେ ନାହିଁ  କହିବା ସହିତ ‘ ନିଲ୍ଲଜର ସୀମା’ ଓ ଇଣ୍ଡିଆ ମି ଠୁ ବୋଲି ଟ୍ୟାଗ୍‌ କରିଛନ୍ତି। ବିଜେପି ନେତା ଏମ୍‌ଜେ ଆକବର୍‌ଙ୍କ ନାମରେ ମିଠୁ ଅଭିଯୋଗ ଆସିବା ପରେ ସେ ବିଦେଶ ରାଜ୍ୟମନ୍ତ୍ରୀରୁ ଇସ୍ତଫା ଦେଇଛନ୍ତି। ଆକବରଙ୍କ ଉପରେ ପାଖାପାଖି ୨୦ଜଣ ମହିଳା ସାମ୍ବାଦିକ ଯୌନଶୋଷଣର ଅଭିଯୋଗ କରିଥିଲେ।

chowkidar thesamikhsya tweet
Share. Facebook Twitter LinkedIn Email WhatsApp Copy Link

Related Posts

ପଞ୍ଚାୟତ-ପୌର ନିର୍ବାଚନ ଭୋଟର ତାଲିକା ପ୍ରସ୍ତୁତି, ଅକ୍ଟୋବର ୨୬ରୁ ସର୍ଭେ

September 11, 2026

ଉତ୍କଳ ବିଶ୍ୱବିଦ୍ୟାଳୟ ସମାଜଶାସ୍ତ୍ର ବିଭାଗର ପ୍ରବେଶୋତ୍ସବ ଅନୁଷ୍ଠିତ

September 11, 2026

ଟଙ୍କା ଫେରସ୍ତ ହେବା ସତ୍ତ୍ୱେ ବିଜୟ ମାଲ୍ୟାଙ୍କ ମାମଲା ବନ୍ଦ ହେବ ନାହିଁ?: କୋର୍ଟରେ ଇଡି ର ଗୁହାରୀ

September 11, 2026

ଭିତରକନିକାରେ ଶେଷ ହେଲା ଦେଶୀୟ ପକ୍ଷୀ ଗଣନା: ୧ ଲକ୍ଷ ୩୨ ହଜାର ୨୭୯ ପକ୍ଷୀ ଚିହ୍ନଟ

September 11, 2026
Latest News

ପଞ୍ଚାୟତ-ପୌର ନିର୍ବାଚନ ଭୋଟର ତାଲିକା ପ୍ରସ୍ତୁତି, ଅକ୍ଟୋବର ୨୬ରୁ ସର୍ଭେ

September 11, 2026

ଉତ୍କଳ ବିଶ୍ୱବିଦ୍ୟାଳୟ ସମାଜଶାସ୍ତ୍ର ବିଭାଗର ପ୍ରବେଶୋତ୍ସବ ଅନୁଷ୍ଠିତ

September 11, 2026

ବ୍ରିକ୍ସ ସମ୍ମିଳନୀ ଅବସରରେ ଷୋଡ଼ଶ ରୁଷ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

September 11, 2026

ଟଙ୍କା ଫେରସ୍ତ ହେବା ସତ୍ତ୍ୱେ ବିଜୟ ମାଲ୍ୟାଙ୍କ ମାମଲା ବନ୍ଦ ହେବ ନାହିଁ?: କୋର୍ଟରେ ଇଡି ର ଗୁହାରୀ

September 11, 2026

ଭିତରକନିକାରେ ଶେଷ ହେଲା ଦେଶୀୟ ପକ୍ଷୀ ଗଣନା: ୧ ଲକ୍ଷ ୩୨ ହଜାର ୨୭୯ ପକ୍ଷୀ ଚିହ୍ନଟ

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.