Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ବାଧୀନତା ଦିବସ ଅବସରରେ ଗୁଗୁଲର ସ୍ବତନ୍ତ୍ର‌ ଡୁଡୁଲ୍‌ରେ ଭାରତୀୟ ସଂସ୍କୃତି , କଳା ଓ ସଙ୍ଗୀତ
ଆଜିର ଖବର

ସ୍ବାଧୀନତା ଦିବସ ଅବସରରେ ଗୁଗୁଲର ସ୍ବତନ୍ତ୍ର‌ ଡୁଡୁଲ୍‌ରେ ଭାରତୀୟ ସଂସ୍କୃତି , କଳା ଓ ସଙ୍ଗୀତ

August 15, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଆଜି ଦେଶବ୍ୟାପୀ ପାଳିତ ହେଉଛି 74ତମ ସ୍ବାଧୀନତା ଦିବସ । ଏହି ଅବସରରେ ଗୁଗୁଲ୍‌ ପ୍ରତ୍ୟେକ ବର୍ଷ ପରି ମଧ୍ୟ ଚଳିତ ବର୍ଷ ସ୍ବତନ୍ତ୍ର ଡୁଡୁଲ୍‌ ଜରିଆରେ ସ୍ବାଧୀନତା ଦିବସର ଶୁଭେଚ୍ଛା ପ୍ରଦାନ କରିଛି । ଗୁଗୁଲ୍‌ ସ୍ବାଧୀନତା ଦିବସ ଉପଲକ୍ଷେ ଆଜି ସ୍ବତନ୍ତ୍ର ଡୁଡୁଲ୍‌ ପ୍ରସ୍ତୁତି କରିଛି ।

ଗୁଗୁଲ୍‌ ଏହି ଡୁଡୁ୍‌ଲ୍‌ରେ ଭାରତର ସଂସ୍କୃତି, କଳା  ଓ ସଙ୍ଗୀତକୁ ଦର୍ଶାଇଛି । ଡୁଡୁଲ୍‌ରେ ଶେହନାଇ, ତୂରୀ, ଢୋଲ, ବୀଣା ଓ ସାରଙ୍ଗୀ ବଜାଉଥିବାର ଦେଖାଯାଇଛି । ଚଳିତ ଡୁଡୁଲ୍‌ ମୁମ୍ବାର ଗେଷ୍ଟ ଆର୍ଟିଷ୍ଟ୍‌ ସଚିନ୍‌ ଘନେକରଙ୍କୁ ନେଇ ପ୍ରସ୍ତୁତ କରିଛି । ଏହି ଡୁଡୁଲ୍‌ରେ କ୍ଲିକ୍‌ କଲେ ଭାରତର ସ୍ବାଧୀନତା ଦିବସର ସର୍ଚ୍ଚ ପେଜ୍‌ ଓପନ୍‌ ହେଉଛି ।

କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ଧର ଲାଲକିଲ୍ଲାରେ ସ୍ବାଧୀନତା ଦିବସରେ ସାମାଜିକ ଦୂରତ୍ବକୁ ବିଶେଷ ଧ୍ୟାନ ଦିଆଯାଇଥିଲା । ଚଳିତ ବର୍ଷ ମାତ୍ର 5 ହଜାର ଲୋକଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଗାନ୍ଧିମାର୍ଗରେ ଲଘୁଚାପ ବର୍ଷା ଓ ଚାଇଁ ଚାଇଁ ଖରାରେ ଶିକ୍ଷକ ସମାଜ: ସମନ୍ୱୟ ସମିତି

August 25, 2026

ବିସ୍ତୃତ ରାଶିଫଳ: ଅଗଷ୍ଟ ୨୫ ରେ ଏହି ଛଅଟି ରାଶିର ବ୍ୟକ୍ତି ରୁହନ୍ତୁ ସାବଧାନ

August 25, 2026

ଏନ୍‌ଆଇସିୟୁରେ ଅଗ୍ନିକାଣ୍ଡ: ୩ ଶିଶୁ ମୃତ

August 24, 2026

ବଡ଼ ମାଓ ଡମ୍ପ୍‌ ଠାବ: ମାଟି ତଳୁ ମିଳିଲା ୨୩ ବନ୍ଧୁକ, ୪୯୨ ଗୁଳି

August 24, 2026
Latest News

ଗାନ୍ଧିମାର୍ଗରେ ଲଘୁଚାପ ବର୍ଷା ଓ ଚାଇଁ ଚାଇଁ ଖରାରେ ଶିକ୍ଷକ ସମାଜ: ସମନ୍ୱୟ ସମିତି

August 25, 2026

ବିସ୍ତୃତ ରାଶିଫଳ: ଅଗଷ୍ଟ ୨୫ ରେ ଏହି ଛଅଟି ରାଶିର ବ୍ୟକ୍ତି ରୁହନ୍ତୁ ସାବଧାନ

August 25, 2026

ଏନ୍‌ଆଇସିୟୁରେ ଅଗ୍ନିକାଣ୍ଡ: ୩ ଶିଶୁ ମୃତ

August 24, 2026

ବଡ଼ ମାଓ ଡମ୍ପ୍‌ ଠାବ: ମାଟି ତଳୁ ମିଳିଲା ୨୩ ବନ୍ଧୁକ, ୪୯୨ ଗୁଳି

August 24, 2026

ଚାଷ କାମ ସାରି ଫେରୁଥିବାବେଳେ ଅଘଟଣ: ବିଦ୍ୟୁତ୍ ଆଘାତରେ ୨ ଚାଷୀ ମୃତ

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.