Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୋଦିଙ୍କୁ  ହାର୍ଦିକଙ୍କ ଟାର୍ଗେଟ୍‌ : ଚୌକିଦାର ବନାମ ବେରୋଜଗାର
ଆଜିର ଖବର

ମୋଦିଙ୍କୁ  ହାର୍ଦିକଙ୍କ ଟାର୍ଗେଟ୍‌ : ଚୌକିଦାର ବନାମ ବେରୋଜଗାର

March 19, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
hardik targets modi on twitter.
hardik targets modi on twitter.

ପଟିଦାର ଆନ୍ଦୋଳନରୁ କଂଗ୍ରେସ ନେତା ବନିଥିବା ହାର୍ଦିକ ପଟେଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମାେଦିଙ୍କୁ ସୋସିଆଲ ମିଡିଆ ଟ୍ବିଟ୍ଟର ଜରିଆରେ ଆକ୍ରମଣ କରିଛନ୍ତି। ପ୍ରଧାନମନ୍ତ୍ରୀ ମାେଦି ନିଜ ନାମ ଆଗେର ଚୌକିଦାର ଲଗାଇଥିବା ବେଳେ ସମାଲୋଚନା କରିବା ନିମେନ୍ତ ହାର୍ଦିକ ନିଜ ନାମ ପୂର୍ବରୁ ବେରୋଜଗାର ଲଗାଇଛନ୍ତି। ହାର୍ଦିକଙ୍କ ଏହି ପଦକ୍ଷେପକୁ ଟ୍ବିଟ୍ଟରରେ ଅନେକ ଲୋକ ସମର୍ଥନ କରିଛନ୍ତି ମଧ୍ୟ। ଏହା ପରେ ଅନେକ ଲୋକ ହାର୍ଦିକଙ୍କ ସମର୍ଥନରେ ନିଜ ନାମ ପୂର୍ବରୁ ବେରୋଜଗାର ଲଗାଇଛନ୍ତି। ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦି ନିଜ ନାମ ପୂର୍ବରୁ ଚୌକିଦାର ଲଗାଇବା ପରେ ସମର୍ଥନରେ ଅନେକ ବିଜେପି ନେତା ନିଜ ନାମ ପୂର୍ବରୁ ଚୌକିଦାର ବ୍ୟବହାର କରିଥିଲେ। ରାହୁଲ ଗାନ୍ଧୀଙ୍କ ଚୌକିଦାର ଚୋର ମନ୍ତବ୍ୟ ଉପରେ ମୋଦି ଏହି ଅଭିଯାନ ଆରମ୍ଭ କରିଥିଲେ ଯାହାକି ଅନେକାଂଶରେ ସଫଳ ମଧ୍ୟ ହାେଇଥିଲା। ମାତ୍ର ପଟେଲଙ୍କ ଟ୍ବିଟ୍‌ ପରେ ମୋଦିଙ୍କ ‘ମୁଁ ବି ଚୌକିଦାର’ ଯୋଜନା ବିଜେପି ନିମନ୍ତେ ବୁମେରାଂ ସାବ୍ୟସ୍ତ ହେବା ନେଇ ଟ୍ବିଟ୍ଟରରେ ମତପ୍ରକାଶ ପାଉଛି।

 

 

hardikpatel Modi targets thesamikhsya tweeter
Share. Facebook Twitter LinkedIn Email WhatsApp Copy Link

Related Posts

ଖରାଦିନେ ଗର୍ଭବତୀ ମହିଳା କିପରି ଯତ୍ନ ନେବେ

April 29, 2026

ରାଶିଫଳ: ଆଜି ଏପ୍ରିଲ ୨୯ ତାରିଖ ବୁଧବାରରେ ଚାରୋଟି ରାଶି ପାଇଁ ରହିଛି ବେଶ୍ ଖୁସି ଖବର

April 29, 2026

ଚ଼ିଲିକା ପୁସ୍ତକ ମେଳାର ଉଦଯାପନୀ ଉତ୍ସବ: ଯୋଗଦେଲେ ଆଇନ ମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ

April 28, 2026

ବସ୍ ଟ୍ରକ ମୁହାଁମୁହିଁ ଧକ୍କା : ୨ ମୃତ

April 28, 2026
Latest News

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ :’ଦିଦି’ ବ୍ରାଣ୍ଡ ପାଇଁ ଏକ ପରୀକ୍ଷା

April 29, 2026

ଖରାଦିନେ ଗର୍ଭବତୀ ମହିଳା କିପରି ଯତ୍ନ ନେବେ

April 29, 2026

ରାଶିଫଳ: ଆଜି ଏପ୍ରିଲ ୨୯ ତାରିଖ ବୁଧବାରରେ ଚାରୋଟି ରାଶି ପାଇଁ ରହିଛି ବେଶ୍ ଖୁସି ଖବର

April 29, 2026

ଚ଼ିଲିକା ପୁସ୍ତକ ମେଳାର ଉଦଯାପନୀ ଉତ୍ସବ: ଯୋଗଦେଲେ ଆଇନ ମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ

April 28, 2026

ବସ୍ ଟ୍ରକ ମୁହାଁମୁହିଁ ଧକ୍କା : ୨ ମୃତ

April 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.