Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି କେନ୍ଦୁଝରରୁ ୫୦ ପଜିଟିଭ୍‌ : ଜାଣନ୍ତୁ କେଉଁଠାରୁ କେତେ ରହିଛନ୍ତି ଆକ୍ରାନ୍ତ
ଆଜିର ଖବର

ଆଜି କେନ୍ଦୁଝରରୁ ୫୦ ପଜିଟିଭ୍‌ : ଜାଣନ୍ତୁ କେଉଁଠାରୁ କେତେ ରହିଛନ୍ତି ଆକ୍ରାନ୍ତ

August 29, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ପ୍ରମୋଦ କୁମାର ମାହାକୁଡ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରୁ ୫୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ୪୭ ଜଣ ସ୍ଥାନୀୟ ଆକ୍ରାନ୍ତ ଥିବା ବେଳେ ୩ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଟୁଇଟ କରି କୁହାଯାଇଛି ।

ଆଜି ଚିହ୍ନଟ ହୋଇଥିବା ସ୍ଥାନୀୟ ସଂକ୍ରମଣରୁ ଆକ୍ରାନ୍ତ ୪୭ ଜଣଙ୍କ ମଧ୍ୟରେ ଅନନ୍ଦପୁର ବ୍ଲକର ମନହୋରପୁର ପଞ୍ଚାୟତରୁ ଜଣେ , ଘଟଗାଁ ବ୍ଲକ ପାଟିଲୋ ପଞ୍ଚାୟତ ରୁ ୬ ଜଣ , ହାଟଡ଼ିହି ବ୍ଲକ ଢେଙ୍କା ପଞ୍ଚାୟତ ରୁ ସର୍ବାଧିକ ୨୪ ଜଣ, ଅକରୁଆ ଓ ସୁଲଣ ପଞ୍ଚାୟତରୁ ଜଣେ ଲେଖାଏଁ, ଝୁମ୍ପୁରା ବ୍ଲକ କୁଟୁଗାଁ ପଞ୍ଚାୟତ ରୁ ଜଣେ, ଯୋଡ଼ା ମ୍ୟୁନିସିପାଲଟି ୧୦ ନମ୍ବର ଏବଂ ୧୧ ନମ୍ବର ୱାର୍ଡ ରୁ ଜଣେ ଲେଖାଏଁ, କେନ୍ଦୁଝର ମ୍ୟୁନିସିପାଲଟି ୧୫ ୱାର୍ଡ ରୁ ଜଣେ । କେନ୍ଦୁଝର ସଦର ବ୍ଲକ ପର୍ଜନପୁର ଓ ଶଂକୀର ପଞ୍ଚାୟତ ରୁ ଦୁଇ ଜଣ ଲେଖାଏଁ , ତେଲକୋଇ ବ୍ଲକ ଦୁବଲାପାଳ ପଞ୍ଚାୟତ ରୁ ୨ ଜଣ, ତେଲକୋଇ ପଞ୍ଚାୟତ ରୁ ୪ ଜଣ, ଏମାନେ ସମସ୍ତେ ପୂର୍ବରୁ କରୋନା ରୋଗୀ ସଂସ୍ପର୍ଶ ରେ ଆସିଥିବା କୁହାଯାଇଛି ।

ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥବା ୩ ଜଣଙ୍କ ମଧ୍ୟରୁ ପାଟଣା ବ୍ଲକ ମୁରୁସୁଆଁ ପଞ୍ଚାୟତର ଜଣେ , ବାଂଶପାଳ ବ୍ଲକ ତରମାକାନ୍ତ ରୁ ୨ ଜଣ । ଶନିବାର ଚିହ୍ନଟ ୫୦ ଜଣଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୬୫ ରେ ପହଞ୍ଚିଥିବା ବେଳେ ୧୩୩୪ ଜଣ ସୁସ୍ଥ ହୋଇ ଫେରିଛନ୍ତି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଶ୍ରୀ ରାମ ବାଣିଜ୍ୟ କଲେଜର ଶତବାର୍ଷିକୀ ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ

September 5, 2026

ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି-୩ର ଉତ୍ତର ପ୍ରଦେଶ ଗସ୍ତ

September 5, 2026

ଆଜିଠାରୁ ‘ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍’ ଆଥଲେଟ୍: ଉଦଘାଟନ କଲେ ଗୃହମନ୍ତ୍ରୀ

September 5, 2026

ରେଢ଼ାଖୋଲରେ ନାବାଳିକାକୁ ଦୁଷ୍କର୍ମ: ଅଭିଯୁକ୍ତ ଯୁବକଙ୍କୁ କୋର୍ଟ ଚାଲାଣ

September 5, 2026
Latest News

ଛୋଟ ଉଚ୍ଚତା ଆଉ ହେବନି ବାଧା, ଏହି କାର୍‌ରେ ଡ୍ରାଇଭିଂ ହେବ ଆରାମଦାୟକ

September 5, 2026

QRରୁ KYC ଯାଏଁ: ଛୋଟ ଦୋକାନୀଙ୍କୁ ନେଇ RBIର କଡ଼ା ନିୟମ

September 5, 2026

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା, ୮ ଇଞ୍ଜିନିୟରିଂ ଛାତ୍ର ମୃତ

September 5, 2026

ଆଜି ଶ୍ରୀ ରାମ ବାଣିଜ୍ୟ କଲେଜର ଶତବାର୍ଷିକୀ ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ

September 5, 2026

ନେପାଳ ପ୍ରଳୟଙ୍କରୀ ବନ୍ୟା: ଏବେବି ନିଖୋଜ ୨୭୫ ଭାରତୀୟ

September 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.