Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଗ୍ରାରେ ୫୬ ଟି ନୂଆ କରୋନା ଆକ୍ରାନ୍ତ ସହିତ ତାଜ ସହରରେ ବାଜିଲା ଆଲାର୍ମ ଘଣ୍ଟି
ଆଜିର ଖବର

ଆଗ୍ରାରେ ୫୬ ଟି ନୂଆ କରୋନା ଆକ୍ରାନ୍ତ ସହିତ ତାଜ ସହରରେ ବାଜିଲା ଆଲାର୍ମ ଘଣ୍ଟି

August 30, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଆଗ୍ରା, ଗତ ୨୪ ଘଣ୍ଟା ମଧ୍ୟରେ ଆଗ୍ରାରେ କୋଭିଡ୍ -୧୯ ର ୫୬ ଟି ନୂଆ ମାମଲା ଆସିଛି। ସେଠାରେ ୫୫ ଘଣ୍ଟିଆ ୱିକେଣ୍ଡ୍ ଲକଡାଉନ୍ ଜାରି ରହିଥିଲେ ମଧ୍ୟ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଏହି ପ୍ରସିଦ୍ଧ ସହରର ପାଇଁ ଏହା ଏକ ବିପଦପୂର୍ଣ୍ଣ ବୋଲି କୁହାଯାଉଛି।

ମାମଲାଗୁଡ଼ିକର ବୃଦ୍ଧି ଯୋଗୁଁ ଆସନ୍ତା ସୋମବାର ସକାଳେ ଶେଷ ହେବାକୁ ଥିବା ୱିକେଣ୍ଡ ଲକଡାଉନକୁ ଜିଲ୍ଲା ପ୍ରଶାସନ କଡାକଡି ଭାବେ କାର‌୍ୟ୍ୟକାରୀ କରୁଛନ୍ତି। ଅଧିକାରୀମାନେ ଲୋକମାନଙ୍କୁ ନିବେଦନ କରିଛନ୍ତି ଯେ ବିନା କାମରେ ବାହାରକୁ ନ ଯାଆନ୍ତୁ ଏବଂ ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିବା ଦିଗରେ ନିର୍ଦ୍ଦେଶାବଳି ପାଳନ କରନ୍ତୁ।

ଯେଉଁମାନେ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରିଛନ୍ତି ସେମାନଙ୍କୁ ଜୋରିମାନା କରାଯିବ ବୋଲି ଜିଲ୍ଲା ମାଜିଷ୍ଟ୍ରେଟ୍ ପି ଏନ ସିଂ ଚେତାବନୀ ଦେଇଛନ୍ତି। ସରକାରୀ କାର‌୍ୟ୍ୟାଳୟ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ସେଥିପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କାମ ସମୟ ଏବଂ କର୍ମଚାରୀ ହ୍ରାସ ପାଇଁ ସୁପାରିଶ କରିଛି।

ଏହି ସମୟରେ, ସେପ୍ଟେମ୍ବର ୧୫ ରୁ ତାଜମହଲ ଏବଂ ଆଗ୍ରା ଦୁର୍ଗ ଖୋଲିବାକୁ ଜିଲ୍ଲା କର୍ତ୍ତୃପକ୍ଷ ଅନୁମତି ଦେବେ ବୋଲି ସୂଚନା ମିଳିଛି କାରଣ ସେପ୍ଟେମ୍ବର ୧ ରୁ ଅନଲକ୍ ୪ ପାଇଁ ନୂତନ ନିର୍ଦ୍ଦେଶାବଳୀ କାଯ୍ୟକାରୀ ହେବ।

ଆଗ୍ରା ଜିଲ୍ଲାର କୋଭିଡ -୧୯ ମୋଟ ଆକ୍ରାନ୍ତ ସଂଖ୍ୟା ହେଉଛି ୨୭୭୨ ଏବଂ ୧୦୭ ଜଣଙ୍କର ମୃତ୍ୟୁ। ବର୍ତ୍ତମାନ ସକ୍ରିୟ ମାମଲା ସଂଖ୍ୟା ହେଉଛି ୩୬୩, ଏପର‌୍ୟ୍ୟନ୍ତ ୧,୧୨,୭୧୩ ନମୁନା ସଂଗ୍ରହ କରାଯାଇଛି, ଆରୋଗ୍ୟ ହାର ହେଉଛି ୮୩.୦୪ ପ୍ରତିଶତ।

Share. Facebook Twitter LinkedIn Email WhatsApp Copy Link

Related Posts

PM Maan Ki Baat: ବିଶ୍ବର ଯୁଦ୍ଧ ପରିସ୍ଥିତିକୁ ମୁକାବିଲା କରିବାକୁ ମନ କୀ ବାତ୍ ରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

March 29, 2026

ବିଜେପିରେ କାହିଁକି ଯୋଗ ଦେଉଛନ୍ତି କଂଗ୍ରେସ ନେତା?: କାରଣ କହିଲେ ରାହୁଲ ଗାନ୍ଧୀଙ୍କ ସହଯୋଗୀ

March 29, 2026

ଆସନ୍ତା ୩ ଯାଏଁ ଜାରି ରହିବ କାଳବୈଶାଖୀ ପ୍ରକୋପ: ଏହି ଜିଲ୍ଲାଗୁଡିକରେ ବଜ୍ରପାତ ସହ ବର୍ଷା ଆଶଙ୍କା

March 29, 2026

ଆଜି ଆଇପିଏଲ ରେ ମୁମ୍ବାଇ ଏବଂ କୋଲକାତା ମଧ୍ୟରେ ମ୍ୟାଚ୍: ଜାଣନ୍ତୁ ପ୍ଲେଇଂ ଇଲେଭେନ

March 29, 2026
Latest News

PM Maan Ki Baat: ବିଶ୍ବର ଯୁଦ୍ଧ ପରିସ୍ଥିତିକୁ ମୁକାବିଲା କରିବାକୁ ମନ କୀ ବାତ୍ ରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

March 29, 2026

ବିଜେପିରେ କାହିଁକି ଯୋଗ ଦେଉଛନ୍ତି କଂଗ୍ରେସ ନେତା?: କାରଣ କହିଲେ ରାହୁଲ ଗାନ୍ଧୀଙ୍କ ସହଯୋଗୀ

March 29, 2026

ଆସନ୍ତା ୩ ଯାଏଁ ଜାରି ରହିବ କାଳବୈଶାଖୀ ପ୍ରକୋପ: ଏହି ଜିଲ୍ଲାଗୁଡିକରେ ବଜ୍ରପାତ ସହ ବର୍ଷା ଆଶଙ୍କା

March 29, 2026

ଆଜି ଆଇପିଏଲ ରେ ମୁମ୍ବାଇ ଏବଂ କୋଲକାତା ମଧ୍ୟରେ ମ୍ୟାଚ୍: ଜାଣନ୍ତୁ ପ୍ଲେଇଂ ଇଲେଭେନ

March 29, 2026

“ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ଆଜି ୬:୩୦ରୁ ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ

March 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.