Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜେପିରେ ମିଶିଲେ ନାରାୟଣ ରାଓ
ଆଜିର ଖବର

ବିଜେପିରେ ମିଶିଲେ ନାରାୟଣ ରାଓ

March 20, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ପାରଳାଖେମୁଣ୍ଡିର ବିଜେଡ଼ିର ପୂବର୍ତନ ବିଧାୟକ ନାରାୟଣ ରାଓ ଆାଜି  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ଗତକାଲି ବିଜେଡିରୁ ଇସ୍ତଫା ପ୍ରଦାନ କରିଥିଲେ ନାରାୟଣ। ପାରଳାଖେମୁଣ୍ଡି ବିଧାନସଭା ଆସନ ପାଇଁ ବିଜେଡ଼ି ତରଫରୁ ଶ୍ରୀମତୀ କଲ୍ୟାଣୀ ଗଜପତିଙ୍କୁ ଚୟନ କରାଯାଇଛି। ଶ୍ରୀମତୀ କଲ୍ୟାଣୀ କିଛିଦିନ ତଳେ ବିଜେଡ଼ିରେ ଯୋଗଦେଇଥିଲେ। ତେବେ ନୂଆକରି ଯୋଗ ଦେଉଥିବା ନେତାଙ୍କୁ ଦଳ ଟିକେଟ ଦେଇ ପୁରୁଣା ଲୋକ ତଥା ଦଳ ପାଇଁ ପରିଶ୍ରମ କରୁଥିବା ନେତାଙ୍କୁ ଅଣଦେଖା କରାଯାଉଛି କହି ନାରାୟଣ ଅଭିଯୋଗ ଆଣିବା ସହିତ ଇସ୍ତଫା ପ୍ରଦାନ କରିଥିଲେ।

 

 

 

 

BJP joins thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ମସ୍କୋ ଡ୍ରୋନ୍ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ମାମଲା: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ

May 19, 2026

ଚିଲିକାରୁ ବେଆଇନ ଘେରି ଉଚ୍ଛେଦ

May 19, 2026

ଡକାୟତି ଯୋଜନା ପଣ୍ଡ: ଦୁଇ ନାବାଳକ ସହ ୩ ଯୁବକ କୋର୍ଟ ଚାଲାଣ

May 19, 2026

ବାଲିଅନ୍ତା ଭିଡ଼ ହିଂସା ଘଟଣାର ପୁନରାବୃତ୍ତି : ସାମନାକୁ ଆସିଲା ଆଉ ଏକ ସଂଘବଦ୍ଧ ଆକ୍ରମଣର ଦୃଶ୍ୟ

May 19, 2026
Latest News

ମସ୍କୋ ଡ୍ରୋନ୍ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ମାମଲା: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ

May 19, 2026

ଚିଲିକାରୁ ବେଆଇନ ଘେରି ଉଚ୍ଛେଦ

May 19, 2026

ଡକାୟତି ଯୋଜନା ପଣ୍ଡ: ଦୁଇ ନାବାଳକ ସହ ୩ ଯୁବକ କୋର୍ଟ ଚାଲାଣ

May 19, 2026

ବାଲିଅନ୍ତା ଭିଡ଼ ହିଂସା ଘଟଣାର ପୁନରାବୃତ୍ତି : ସାମନାକୁ ଆସିଲା ଆଉ ଏକ ସଂଘବଦ୍ଧ ଆକ୍ରମଣର ଦୃଶ୍ୟ

May 19, 2026

ମସଜିଦରେ ଗୁଳିମାଡ଼ : ୫ ମୃତ

May 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.