Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରାଣିଗ୍ରାହୀଙ୍କୁ କରୋନା
ଆଜିର ଖବର

ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରାଣିଗ୍ରାହୀଙ୍କୁ କରୋନା

September 7, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର : ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । କରୋନା ସଂକ୍ରମିତ ନେଇ ଶ୍ରୀ ପାଣିଗ୍ରାହୀ ଟ୍ୱିଟ କରି ସୂଚନା ଦେଇଛନ୍ତି ।  ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଆଇସୋଲେସନରେ ରହିବାକୁ ଶ୍ରୀ ପାଣିଗ୍ରାହୀ ପରାମର୍ଶ ଦେଇଛନ୍ତି ।

ପ୍ରକାଶ ଯେ, ରାଜ୍ୟରେ କରୋନା ସ୍ଥିତି ଗମ୍ଭୀର ରହିଛି । ଏବେ ଦିନକୁ 3000ରୁ ଉର୍ଦ୍ଦ୍ବ ସଂକ୍ରମିତ ବାହାରୁଛନ୍ତି। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ୟ୍ୟନ୍ତ, ଏମିତିକି ଡାକ୍ତର, ପୁଲିସ, ଯବାନଙ୍କୁ ମଧ୍ୟ କରୋନା ଛାଡ଼ି ନାହିଁ । ପୂର୍ବରୁ କୃଷିମନ୍ତ୍ରୀ ଅରୁଣ ସାହୁ, ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ସମେତ ବହୁ ନେତା, ବିଧାୟକ ଓ ସାଂସଦମାନେ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ସାୟନୀ ଘୋଷଙ୍କୁ ଯୁବ ସଭାପତି ପଦରୁ ହଟାଇଲା ଟିଏମସି, ଅର୍ଣ୍ଣବ ବାନାର୍ଜୀଙ୍କୁ ନୂଆ ଦାୟିତ୍ୱ

June 14, 2026

କୋଇଲା ଖଣିରେ ଶ୍ୱାସରୁଦ୍ଧ ହୋଇ ୪ ଶ୍ରମିକଙ୍କ ମୃତ୍ୟୁ

June 14, 2026

ଇରାନ-ଆମେରିକା ଚୁକ୍ତି ନେଇ ବଡ଼ ଅପଡେଟ୍: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହେବ ବୋଲି ଟ୍ରମ୍ପଙ୍କ ଦାବି

June 14, 2026

ତୃଣମୂଳରେ ବଡ଼ ରାଜନୈତିକ ଭୂକମ୍ପ! ୨୦ ସାଂସଦଙ୍କ ନୂଆ ଚାଲ୍ ନେଇ ବଢ଼ିଲା ରାଜନୈତିକ ଚର୍ଚ୍ଚା

June 13, 2026
Latest News

ସାୟନୀ ଘୋଷଙ୍କୁ ଯୁବ ସଭାପତି ପଦରୁ ହଟାଇଲା ଟିଏମସି, ଅର୍ଣ୍ଣବ ବାନାର୍ଜୀଙ୍କୁ ନୂଆ ଦାୟିତ୍ୱ

June 14, 2026

କୋଇଲା ଖଣିରେ ଶ୍ୱାସରୁଦ୍ଧ ହୋଇ ୪ ଶ୍ରମିକଙ୍କ ମୃତ୍ୟୁ

June 14, 2026

ଇରାନ-ଆମେରିକା ଚୁକ୍ତି ନେଇ ବଡ଼ ଅପଡେଟ୍: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହେବ ବୋଲି ଟ୍ରମ୍ପଙ୍କ ଦାବି

June 14, 2026

ସମ୍ପର୍କର ଦେଶରେ ସମ୍ପର୍କହୀନତା! ନିଃସଙ୍ଗତା ରିପୋର୍ଟ ଉଠାଇଲା ବଡ଼ ପ୍ରଶ୍ନ

June 13, 2026

ତୃଣମୂଳରେ ବଡ଼ ରାଜନୈତିକ ଭୂକମ୍ପ! ୨୦ ସାଂସଦଙ୍କ ନୂଆ ଚାଲ୍ ନେଇ ବଢ଼ିଲା ରାଜନୈତିକ ଚର୍ଚ୍ଚା

June 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.