Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚଷମା ଜରିଆରେ ଏକକାଳୀନ 6ଟି କମ୍ପ୍ୟୁଟର ସ୍କ୍ରିନ୍‌ରେ କରିପାରିବେ କାମ, ଜାଣନ୍ତୁ କିପରି
ଆଜିର ଖବର

ଚଷମା ଜରିଆରେ ଏକକାଳୀନ 6ଟି କମ୍ପ୍ୟୁଟର ସ୍କ୍ରିନ୍‌ରେ କରିପାରିବେ କାମ, ଜାଣନ୍ତୁ କିପରି

September 10, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

କେରଳ : ଅଫିସ୍‌ରେ ହେଉ ଅଥବା ଘରେ କାମ କରିବା ବେଳେ ସ୍ମାର୍ଟଫୋନ୍‌ ନହେଲେ ଲାପଟପ୍‌ କିମ୍ବା କମ୍ପ୍ୟୁଟର ସ୍କ୍ରିନ୍‌କୁ ଅନାଇ କାମ କରିବାକୁ ପଡୁଛି । ଏଥିପାଇଁ ଆମକୁ ଗୋଟିଏ ଜାଗାରେ ଘଣ୍ଟା ଘଣ୍ଟା ଧରି ବାନ୍ଧି ହୋଇ ବସିବାକୁ ପଡୁଛି। ଏବେ କିନ୍ତୁ ଏହି ଗୋଟିଏ ଜାଗାରେ ଆଉ ବାନ୍ଧି ହୋଇ ନ  ବସି ମୁକ୍ତ ଭାବେ କାମ କରିପାରିବେ । ଆଜ୍ଞା ହଁ, କେରଳର ଏର୍ଣ୍ଣାକୁଲମ୍‌ସ୍ଥିତ ଏକ ଷ୍ଟାର୍ଟଅପ୍‌ ନିମୋ ପ୍ଲାନେଟ୍‌ ପକ୍ଷରୁ ଏକ ସ୍ମାର୍ଟ ଚଷମା ପ୍ରସ୍ତୁତ କରାଯାଇଛି, ଯାହାକୁ ପିନ୍ଧି ଜଣେ ଯେକୌଣସି ସ୍ଥାନରେ କମ୍ପ୍ୟୁଟର କିମ୍ବା ଲ୍ୟାପଟପ ନଥାଇ ବି ସହଜରେ କାମ କରିପାରିବେ ।

ଏହି ଷ୍ଟାର୍ଟଅପର ପ୍ରତିଷ୍ଠାତା ରୋହିଲଦେବ ନଟ୍ଟୁଲିଙ୍ଗର ତିନି ବର୍ଷ କାଳ ଲାଗି ‘ନିମୋ’ ନାମକ ଏକ ବିଶେଷ ପ୍ରକାର ଚଷମା ପ୍ରସ୍ତୁତ କରିଛନ୍ତି ଯାହା କାମ କରିବାର ପାରମ୍ପରିକ ଶୈଳୀ ବଦଳାଇ ଦେଇ ଭର୍ଚୁଆଲ ଦୁନିଆକୁ ନେଇଯାଇଥାଏ । ଯେଉଁଠି ଜଣେ ଏକାଧିକ କମ୍ପ୍ୟୁଟର ସ୍କ୍ରିନ୍‌ ଏବଂ ସ୍ଥିର ଡେସ୍କଟପ ଥିବା ଅଫିସରେ କାର୍ଯ୍ୟ କରିବାର ଅନୁଭବ ପାଇବେ। ଏହାକୁ ପିନ୍ଧି ଜଣେ ଏକକାଳୀନ 6ଟି କମ୍ପ୍ୟୁଟର ସ୍କ୍ରିନ୍‌ରେ କାମ କରିପାରିବେ । ପ୍ରତ୍ୟେକ ଭର୍ଚୁଆଲ ସ୍କ୍ରିନ୍‌ 60 ଇଞ୍ଚ ପର୍ଯ୍ୟନ୍ତ ଚଉଡା ହୋଇଥିବା ବେଳେ ତିନିମିଟର ଲେଖାଏଁ ଦୂରତାରେ ରହିଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

NEET ପ୍ରତିବାଦ: ଛାତ୍ରଛାତ୍ରୀମାନଙ୍କ ବିରୋଧରେ ମାମଲା ପ୍ରତ୍ୟାହାର କଲେ ବିହାର ସରକାର

July 28, 2026

ପିଜି ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶିତ

July 28, 2026

ରାଜ୍ୟରେ ଆଉ ୫୦୦ଟି EV ଚାର୍ଜିଂ ଷ୍ଟେସନ ସ୍ଥାପନ କରିବାକୁ ଲକ୍ଷ୍ୟ

July 28, 2026

ରାଶିଫଳ: ଜୁଲାଇ ୨୮ ତାରିଖ ମଙ୍ଗଳବାରରେ ଏହି ଆଠଟି ରାଶି ରୁହନ୍ତୁ ସାବଧାନ

July 28, 2026
Latest News

NEET ପ୍ରତିବାଦ: ଛାତ୍ରଛାତ୍ରୀମାନଙ୍କ ବିରୋଧରେ ମାମଲା ପ୍ରତ୍ୟାହାର କଲେ ବିହାର ସରକାର

July 28, 2026

ପିଜି ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶିତ

July 28, 2026

ରାଜ୍ୟରେ ଆଉ ୫୦୦ଟି EV ଚାର୍ଜିଂ ଷ୍ଟେସନ ସ୍ଥାପନ କରିବାକୁ ଲକ୍ଷ୍ୟ

July 28, 2026

ରାଶିଫଳ: ଜୁଲାଇ ୨୮ ତାରିଖ ମଙ୍ଗଳବାରରେ ଏହି ଆଠଟି ରାଶି ରୁହନ୍ତୁ ସାବଧାନ

July 28, 2026

ବଙ୍ଗୋପସାଗରରେ ଗଭୀର ଅବପାତ, ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ କଲେ ରାଜସ୍ବ ମନ୍ତ୍ରୀ

July 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.