ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉମା ଭାରତୀଙ୍କୁ କରୋନା

Published: Sep 27, 2020, 10:34 am IST

ନୂଆଦିଲ୍ଲୀ : କରୋନାରେ ସଂକ୍ରମିତ ହୋଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ। ନିଜେ ଉମାଭାରତୀ ଏନେଇ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି । କରୋନା ପଜିଟିଭ ଚିହ୍ନଟ ହେବା ପରେ ସେ ଏବେ ସଂଗରୋଧରେ ଅଛନ୍ତି । କରୋନାରେ ସଂକ୍ରମିତ ହେବା ପରେ ବନ୍ଦେ ମାତରମ୍‌ କୁଞ୍ଜରେ ସେ ସଙ୍ଗରୋଧରେ ରହିଥିବା ନେଇ ସୂଚନା ଦେଇଛନ୍ତି ଉମା ଭାରତୀ । ଯେଉଁମାନ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ସମେସ୍ତ କରୋନା ଟେଷ୍ଟ କରାଇନେବା ସହିତ ସତର୍କତା ପାଳନ କରନ୍ତୁ ବୋଲି କହିଛନ୍ତି ଉମା ଭାରତୀ ।

Related posts