Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅକ୍ଟୋବର 15ରୁ ଖୋଲିବ ସିନେମା ହଲ୍‌ : ଏନେଇ ଏସ୍‌ଓପି ଜାରି କଲେ ସରକାର
ଆଜିର ଖବର

ଅକ୍ଟୋବର 15ରୁ ଖୋଲିବ ସିନେମା ହଲ୍‌ : ଏନେଇ ଏସ୍‌ଓପି ଜାରି କଲେ ସରକାର

October 6, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ସିନେମା ପ୍ରମାଣପତ୍ର ପାଇଁ ନୂଆ ନିର୍ଦ୍ଦେଶାବଳୀ ଜାରି
ସିନେମା ପ୍ରମାଣପତ୍ର ପାଇଁ ନୂଆ ନିର୍ଦ୍ଦେଶାବଳୀ ଜାରି

ନୂଆଦିଲ୍ଲୀ : କରୋନା ଯୋଗୁଁ ଗତ ସାତ ମାସ ଧରି ଦେଶର ସମସ୍ତ ସିନେମା ହଲ୍‌ ବନ୍ଦ ରହିଛି । ତେବେ ଅନଲକ୍‌5ରେ ସିନେମାହଲ୍‌ ଖୋଲିବାକୁ ସର୍ତ୍ତମୂଳକ ଅନୁମତି ମିଳିଛି । ଅକ୍ଟୋବର 15 ତାରିଖର କଟକଣା ମଧ୍ୟରେ ସିନେମା ହଲ୍‌ ଖୋଲିବାକୁ ନେଇ ସରକାର ଏସ୍‌ଓପି ଜାରି କରିଛନ୍ତି । ଏନେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡ୍‌କର ସୂଚନା ଦେଇଛନ୍ତି । 50 ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ୍‌ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ସାମାଜିକ ଦୂରତ୍ବକୁ ବିଶେଷ ଧ୍ୟାନ ଦିଆଯିବାକୁ କୁହାଯାଇଛି ।

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଜାରି ଏସ୍‌ଓପି ଅନୁଯାୟୀ –

ପଚାଶ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ୍‌ ଖୋଲାଯିବ ।

ପ୍ରବେଶ ପୂର୍ବରୁ ସାନିଟାଇଜ୍‌ ବ୍ୟବସ୍ଥା ରହିବ ।

ସିନେମା ହଲ୍‌ର ପ୍ରତି ସିଟ୍ର ପାଖ ଦୁଇଟି ସିଟ୍‌ଖାଲି ରହିବ ।

ସିନେମା ହଲ୍‌ ଭିତରେ ମାସ୍କ ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି ।

ହଲ୍‌ ପ୍ରବେଶ ପୂର୍ବରୁ ଥର୍ମାଲ୍‌ ସ୍କ୍ରିନିଂ ଜରୁରୀ ।

କରୋନାର ଲକ୍ଷଣ ନଥିବା ଲୋକମାନଙ୍କୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ।

ଅନଲାଇନ୍‌ ବୁକିଂକୁ ଅଗ୍ରାଧିକାର ଦିଆଯିବ

ହଲ୍‌ ଭିତରେ କେବଳ ପ୍ୟାକେଟ୍‌ ଖାଦ୍ୟ ମିଳିବ

ଇଣ୍ଟରଭାଲ୍‌ର ସମୟ ସୀମା ବୃଦ୍ଧି କରାଯିବ ।

ଓ୍ବାସ୍‌ରୁମ୍‌ଗୁଡିକୁ ପରିଷ୍କାର ପରିଚ୍ଛନ୍ନ ରଖାଯିବ ।

ଟିକେଟ କାଉଣ୍ଟର ଗହଳି କମାଇବାକୁ ଅଧିକ ସଂଖ୍ୟକ କାଉଣ୍‌ଟର ଖୋଲାଯିବ

ଶୋ’ ମଧ୍ୟରେ ବ୍ୟବଧାନକୁ ବୃଦ୍ଧି କରାଯିବ ।

ଶୋ’ ସରିବା ପରେ ସମ୍ପୂର୍ଣ୍ଣ ହଲ୍‌କୁ ସାନିଟାଇଜ୍‌ କରାଯିବ ।

ଉପରୋକ୍ତ ସମସ୍ତ ଗାଇଡଲାଇନ୍‌ ନ ମାନିଲେ ସେମାନଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶ ରହିଛି ।

sop
Share. Facebook Twitter LinkedIn Email WhatsApp Copy Link

Related Posts

“ଜ୍ଞାନେଶ କୁମାରଙ୍କୁ ଗିରଫ କରାଯିବା ଉଚିତ”: ଇସି ବିବାଦ ଉପରେ ମମତା ବାନାର୍ଜୀଙ୍କ ଦାବି

September 23, 2026

ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଓ ସହ-ପ୍ରଭାରୀ ନିଯୁକ୍ତ

September 23, 2026

ରାଜ୍ୟରାଣୀ ଏକ୍ସପ୍ରେସ୍‌ ଧକ୍କାରେ ୪ ଛାତ୍ରଙ୍କ ମୃତ୍ୟୁ, ଜଣେ ଗୁରୁତର

September 23, 2026

ମହଙ୍ଗା ହେଲା ଗୋଲ୍ଡ ଫ୍ଲେକ୍ ସିଗାରେଟ୍: ଜାଣନ୍ତୁ ନୂତନ ମୂଲ୍ୟ

September 23, 2026
Latest News

“ଜ୍ଞାନେଶ କୁମାରଙ୍କୁ ଗିରଫ କରାଯିବା ଉଚିତ”: ଇସି ବିବାଦ ଉପରେ ମମତା ବାନାର୍ଜୀଙ୍କ ଦାବି

September 23, 2026

ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଓ ସହ-ପ୍ରଭାରୀ ନିଯୁକ୍ତ

September 23, 2026

ରାଜ୍ୟରାଣୀ ଏକ୍ସପ୍ରେସ୍‌ ଧକ୍କାରେ ୪ ଛାତ୍ରଙ୍କ ମୃତ୍ୟୁ, ଜଣେ ଗୁରୁତର

September 23, 2026

ଗଭୀର ଅବପାତ ଜନିତ ବର୍ଷା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

September 23, 2026

ମହଙ୍ଗା ହେଲା ଗୋଲ୍ଡ ଫ୍ଲେକ୍ ସିଗାରେଟ୍: ଜାଣନ୍ତୁ ନୂତନ ମୂଲ୍ୟ

September 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.