Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଫିସ୍‌ ସିଲ୍‌ ହେବା ପରେ ଅପରାଜିତାଙ୍କ ପ୍ରତିକ୍ରିୟା : କେବେ ସିଲ୍‌ ହେବ ବିଜେଡି ପାର୍ଟି ଅଫିସ୍‌
ଆଜିର ଖବର

ଅଫିସ୍‌ ସିଲ୍‌ ହେବା ପରେ ଅପରାଜିତାଙ୍କ ପ୍ରତିକ୍ରିୟା : କେବେ ସିଲ୍‌ ହେବ ବିଜେଡି ପାର୍ଟି ଅଫିସ୍‌

October 10, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ସାଂସଦ ଅପରାଜିତାଙ୍କ ଅଫିସ୍‌ ସିଲ୍‌ ହେବା ପରେ ଅପରାଜିତା ଏନେଇ ପ୍ରତିକ୍ରିୟା ରଖିଛନ୍ତି । ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ବିଜେଡି ପାର୍ଟି ଅଫିସ୍‌ କେବେ ସିଲ୍‌ ହେବ ସେନେଇ ପ୍ରଶ୍ନ କରିଛନ୍ତି । ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖିବେ ବୋଲି କହିଛନ୍ତି । ନିୟମ ଭାଙ୍ଗୁଥିବା ବିଜେଡି ନେତାଙ୍କ କେବେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି । ସରକାର 15 ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁବୋଲି କହିଛନ୍ତି ଅପରାଜିତା । ଅଫିସ୍‌ ସିଲ୍‌ ହେବା ପରେ ଅଫିସ୍‌ସାମ୍ନାରେ ବାହାରେ ବସି ପ୍ରେସ୍‌ମିଯ୍‌ କରିଛନ୍ତି ଅପରାଜିତା । ଏହି ଅବସରରେ 17ଟି ଫଟୋ ଏବଂ ଗୋଟିଏ ଭିଡିଓ ଦେଖାଇଛନ୍ତି ଅପରାଜିତା । ବିଜେଡି ଅଫିସ୍‌, ମହାରଥୀଙ୍କ ଶେଷକୃତ୍ୟ ଗହଳିର ଫଟୋ ଦେଖାଇଛନ୍ତି । ମହାରଥୀଙ୍କ ଶେଷ ଦର୍ଶନଙ୍କ ଯାଇଥିବା ମନ୍ତ୍ରୀ ସମୀର ଦାଶ ମାସ୍କ ପିନ୍ଧିନଥିଲେ । ସେହିପରି ତିର୍ତ୍ତୋଲ ବିଜେଡି ମିଟିଂରେ ନେତାଙ୍କ ସହ ତିନିଶହ ଲୋକ ମାସ୍କ ପିନ୍ଧିନଥିଲେ ବୋଲି କହିଛନ୍ତି ଅପରାଜିତା । ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ତେବେ  ଆକ୍ରୋଶ ମୂଳକ ମନୋଭାବ ରଖାନଯାଉ ବୋଲି କହିଛନ୍ତି ଅପରାଜିତା ।  7ମାସରେ 2/3ଟି ଭର୍ଚୁଆଲ ମିଟିଂ କରି ଶାସନ ଚାଲିପାରିବ ନାହିଁ । ଲୋକଙ୍କ ପାଇଁ ସବୁବେଳେ କାମ କରିବାକୁ ଇଚ୍ଛା ରଖିଛି ତେଣୁ କୌଣସି ବାଧା ବିକାଶ କାମକୁ ଅଟକାଇପାରିବ ନାହିଁ ବୋଲି କହିଛନ୍ତି ଅପରାଜିତା । ଜନ୍ମଦିନରେ ଜଣେ ମହିଳାଙ୍କ ଅନୁରୋଧରେ 2 ମିନିଟ୍‌ ପାଇଁ ମାସ୍କ ଖସାଇଥିଲେ ବୋଲି କହିଛନ୍ତି ଅପରାଜିତା ।ପ୍ରଧାନମନ୍ତ୍ରୀ ତାଙ୍କ ଆଦର୍ଶ,  କଦାପି କୋଭିଡ୍‌ ଆଇନ ଭଙ୍ଗ କରିବାର ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି ଅପରାଜିତା ।

ସୂଚନାଯୋଗ୍ୟ, ସାଂସଦ ଅପରାଜିତାଙ୍କ ନାଁରେ କୋଭିଡ୍‌ ଯୋଦ୍ଧା ଅଭିଯୋଗ ଆଣିବା ପରେ ତାଙ୍କ ଅଫିସ୍‌କୁ ବିଏମ୍‌ସ୍‌ ତରଫରୁ ସିଲ୍‌ କରାଯାଇଛି । କାର୍ଯ୍ୟାଳୟରେ କୋଭିଡ୍ ନିୟମ ଉଲଂଘନ ଜନ୍ମଦିନ ପାଳନ କରିଥିଲେ ସାଂସଦ ବୋଲି ଅଭିଯୋଗ ହୋଇଥିଲା ।

ଅପରାଜିତା ବିଜେଡି
Share. Facebook Twitter LinkedIn Email WhatsApp Copy Link

Related Posts

ନିଜ ଘରେ ପଶି ଅଷ୍ଟ୍ରେଲିଆକୁ ଧରାଶାୟୀ କଲା ଭାରତ: ୨-୧ ରେ ଜିତିଲା ଟି-୨୦ ସିରିଜ

February 21, 2026

ଶଙ୍କରାଚାର୍ଯ୍ୟଙ୍କୁ ବଡ଼ ଝଟକା: ଯୌନ ନିର୍ଯାତନା ମାମଲାରେ ଦାଖଲ ହେବ ଏଫଆଇଆର

February 21, 2026

ଏଆଇ ସମ୍ମିଳନୀ ବିବାଦ: ଚାରି ଯୁବ କଂଗ୍ରେସ କର୍ମୀଙ୍କ ଜାମିନ ଆବେଦନ ଖାରଜ

February 21, 2026

କାହ୍ନା ଚାରିଟେବୁଲ ଟ୍ରଷ୍ଟ ଓ ସକ୍ଷୀ ଅନୁଷ୍ଠାନ ପକ୍ଷରୁ ସାମୁହିକ ବିବାହ କାର୍ଯ୍ୟକ୍ରମ

February 21, 2026
Latest News

ନିଜ ଘରେ ପଶି ଅଷ୍ଟ୍ରେଲିଆକୁ ଧରାଶାୟୀ କଲା ଭାରତ: ୨-୧ ରେ ଜିତିଲା ଟି-୨୦ ସିରିଜ

February 21, 2026

ଶଙ୍କରାଚାର୍ଯ୍ୟଙ୍କୁ ବଡ଼ ଝଟକା: ଯୌନ ନିର୍ଯାତନା ମାମଲାରେ ଦାଖଲ ହେବ ଏଫଆଇଆର

February 21, 2026

ଏଆଇ ସମ୍ମିଳନୀ ବିବାଦ: ଚାରି ଯୁବ କଂଗ୍ରେସ କର୍ମୀଙ୍କ ଜାମିନ ଆବେଦନ ଖାରଜ

February 21, 2026

କାହ୍ନା ଚାରିଟେବୁଲ ଟ୍ରଷ୍ଟ ଓ ସକ୍ଷୀ ଅନୁଷ୍ଠାନ ପକ୍ଷରୁ ସାମୁହିକ ବିବାହ କାର୍ଯ୍ୟକ୍ରମ

February 21, 2026

IND vs SA ମ୍ୟାଚ୍ ପୂର୍ବରୁ ଚିନ୍ତାଜନକ ଖବର: ଅଭ୍ୟାସ ସମୟରେ ଆହତ ହେଲେ ଭାରତୀୟ ବୋଲର

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.