Skip to the content
Menu
ହୋମ
ବିଶେଷ ଖବର
ନିର୍ବାଚନ ଖବର
ରାଜ୍ୟ ଖବର
ଜାତୀୟ ଖବର
ଆଞ୍ଚଳିକ
ସଂସ୍କୃତି
ବ୍ୟବସାୟ
ମନୋରଂଜନ
ଧର୍ମ
ବଜେଟ ୨୦୨୪
More
ଅନ୍ତରାଷ୍ଟ୍ରୀୟ
ଜୀବନ ଶୈଳୀ
ଖେଳ
Download App
The Samikhsya Odia
ENG
Friday, Mar 28, 2025 | Last Update : 9:18 AM IST
ହୋମ
ବିଶେଷ ଖବର
ନିର୍ବାଚନ ଖବର
ରାଜ୍ୟ ଖବର
ଜାତୀୟ ଖବର
ଆଞ୍ଚଳିକ
ସଂସ୍କୃତି
ବ୍ୟବସାୟ
ମନୋରଂଜନ
ଧର୍ମ
ବଜେଟ ୨୦୨୪
More
ଅନ୍ତରାଷ୍ଟ୍ରୀୟ
ଜୀବନ ଶୈଳୀ
ଖେଳ
ଆଜିର ଖବର
ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଲା କେକେଆର
Samikhsya Bureau
Published:
Mar 24, 2019, 5:00 pm IST
ଚଳିତ ଆଇପିଏଲରେ ରବିବାର ଦୁଇଟି ହାଇଭୋଲଟେଜ ମ୍ୟାଚ ଖେଳାଯିବ। ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଦିବସର ପ୍ରଥମ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚରେ କେକେଆର ଅଧିନାୟକ ଦୀନେଶ କାର୍ତ୍ତିକ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ହାଇଦ୍ରାବାଦର ନିୟମିତ ଅଧିନାୟକ କେନ ଓ୍ବିଲିୟମସନ ଆହତ ଥିବାରୁ ଭୁବନେଶ୍ବର କୁମାର ପ୍ରଥମଥର ନେତୃତ୍ବ ନେଇଛନ୍ତି। ଡେଭିଡ ଓ୍ବାର୍ଣ୍ଣର ଆଇପିଏଲ ଦ୍ବାରା କ୍ରିକେଟକୁ ଫେରିଛନ୍ତି। ବଲ ଟ୍ୟାମ୍ପରିଂ ଅଭିଯୋଗରେ ବର୍ଷକ ପାଇଁ ବାସନ୍ଦ ହୋଇଥିବା ଓ୍ବାର୍ଣ୍ଣରଙ୍କ ଦଣ୍ଡୋଦେଶ ଚଳିତମାସ ଶେଷଭାଗରେ ଶେଷ ହେବ। ଏହା ପରେ ସେ ଅନ୍ତର୍ଜାତୀୟ କ୍ରିକେଟକୁ ମଧ୍ୟ ପ୍ରତ୍ୟାବର୍ତ୍ତନ କରିପାରିବେ। ହାଇଦ୍ରାବାଦ (ଚୂଡ଼ାନ୍ତ ଏକାଦଶ): ଡେଭିଡ ଓ୍ବାର୍ଣ୍ଣର, ଜନି ବାୟାରଷ୍ଟୋ (ଓ୍ବିକେଟକିପର), ମନିଷ ପାଣ୍ଡେ, ଦୀପକ ହୁଡା, ସାକିବ ଅଲ ହାସନ, ବିଜୟ ଶଙ୍କର, ୟୁସୁଫ ପଠାନ, ରଶିଦ ଖାନ, ଭୁବନେଶ୍ବର କୁମାର (ଅଧିନାୟକ), ସିଦ୍ଧାର୍ଥ କୌଲ, ସନ୍ଦୀପ ଶର୍ମା। କେକେଆର (ଚୂଡ଼ାନ୍ତ ଏକାଦଶ): କ୍ରିସ ଲିନ, ସୁନୀଲ ନରିନ, ରବିନ ଉଥାପ୍ପା, ଶୁଭମାନ ଗିଲ, ନୀତୀଶ ରାଣା, ଦିନେଶ କାର୍ତ୍ତିକ (ଅଧିନାୟକ), ଆନ୍ଦ୍ରେ ରସେଲ, ପୀୟୂଷ ଚାଓ୍ବଲା, କୁଲଦୀପ ଯାଦବ, ଲୋକି ଫର୍ଗୁସନ, ପ୍ରସିଦ୍ଧ କ୍ରିଷ୍ଣା।
Tags:
field
,
kkr
,
thesamikhsya
,
toss won
Related posts
ଜିଓକୁ ଭାରତ ସରକାରଙ୍କ ‘ଜାତୀୟ ବୌଦ୍ଧିକ ସମ୍ପଦ ପୁରସ୍କାର’ ପ୍ରଦାନ
CSK ବିରୋଧରେ କମାଲ କରିଛି ବିରାଟ କୋହଲିଙ୍କ ବ୍ୟାଟ୍, ଏହି ସଂଖ୍ୟା ଆଶ୍ଚର୍ଯ୍ୟଜନକ
ଯାଜପୁର-କେନ୍ଦୁଝରରୁ ଧାମରା ବନ୍ଦର ମଧ୍ୟରେ ନୂଆ ବ୍ରଡ୍ ଗେଜ୍ ରେଳ ଲାଇନ ନିର୍ମାଣ କାର୍ଯ୍ୟ ସମୀକ୍ଷା
ସରକାରୀ ଦମନ ବିରୁଦ୍ଧରେ ସମ୍ମିଳିତ ପ୍ରତିରୋଧ କରାଯିବ: ବାମପନ୍ଥୀ ଦଳ
ଭାରତରେ ବିକଶିତ ଜାପାନ ପ୍ଲସ୍ ବ୍ୟବସ୍ଥା ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ
ଆଜି ମାର୍ଚ୍ଚ ୨୮ ତାରିଖ ଶୁକ୍ରବାରରେ ଏହି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ
ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଓଡିଶାରେ କେତେକ ପ୍ରକଳ୍ପ ପାଇଁ ପ୍ରସ୍ତାବ ଦେଲେ GMDCLtd ର ପରିଚାଳନା ନିର୍ଦ୍ଦେଶକ
ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କୁ ନିଜ କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଦେଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ
ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ କ୍ଷେତ୍ରସ୍ତରୀୟ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ
ଭାରତର ପରବର୍ତ୍ତୀ ପିଢ଼ିର ଭିଏଫଏକ୍ସ କଳାକାରମାନଙ୍କୁ ପ୍ରସ୍ତୁତ କରିବା ପାଇଁ WAFX ସେମିନାର ସିରିଜ୍ ଆରମ୍ଭ
ବାଣପୁର କୋର୍ଟ ପରିସରରେ ହାତାହାତି ହେଲେ ସ୍ୱାମୀ, ସ୍ତ୍ରୀ: ମାମଲା ରୁଜୁ କଲା ପୋଲିସ
ଏଣିକି ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ସାମିଲ୍ ହେବେ ନବମ, ଦଶମ ଶ୍ରେଣୀ ପିଲା: ଗଣଶିକ୍ଷା ବିଭାଗ