
ଭୁବନେଶ୍ୱର: ଭୁବନେଶ୍ବରରେ ଏନଆଇଏ ଟିମ୍ । ରାଜଧାନୀ ଭୁବନେଶ୍ୱରରେ ନେସନାଲ ଇନଭେଷ୍ଟିଗେସନ ଏଜେନ୍ସି ଟିମ(ଏନଆଇଏ)ଜଣକୁ ଉଠାଇ ନେଇଥିବା ଜଣାଯାଇଛି । କୌଣସି ଏକ ଲିଙ୍କରେ ଏନଆଇଏ ଜଣକୁ ଉଠାଇ ନେଇ ଏକ ଅଜ୍ଞାତ ସ୍ଥାନରେ ପଚରାଉଚୁରା କରୁଛି । କେଉଁ ଲିଙ୍କରେ ଏନଆଇଏ ସମ୍ପୃକ୍ତ ବ୍ୟକ୍ତିକୁ ଉଠାଇ ନେଇଛି ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ତେବେ ସନ୍ଦିଗ୍ଧ ଆତଙ୍କୀ ଲିଙ୍କ୍ରେ ଉଠାଇ ନେଇଥିବାର ସନ୍ଦେହ କରାଯାଉଛି ।
Tags: bhubaneswar, nia