Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏଣିକି ଅଯଥାରେ ପାଣି ନଷ୍ଟ କଲେ କଡା କାର୍ଯ୍ୟାନୁଷ୍ଠାନ : ଜେଲ୍‌ ଦଣ୍ଡାଦେଶ ସହ 5 ଲକ୍ଷଟଙ୍କାର ଜରିମାନା
ଆଜିର ଖବର

ଏଣିକି ଅଯଥାରେ ପାଣି ନଷ୍ଟ କଲେ କଡା କାର୍ଯ୍ୟାନୁଷ୍ଠାନ : ଜେଲ୍‌ ଦଣ୍ଡାଦେଶ ସହ 5 ଲକ୍ଷଟଙ୍କାର ଜରିମାନା

October 24, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ :  ଅଯଥା ପାଣି ନଷ୍ଟ କରୁଛନ୍ତି କି ? ଏବେଠୁ ସତର୍କ ହୋଇଯାଆନ୍ତୁ । ସେଣ୍ଟ୍ରାଲ୍‌ ଗ୍ରାଉଣ୍ଡ ଓ୍ବାଟର ଅଥୋରିଟି (ସିଜିଡବ୍ଲୁଏ)ର ନୂଆ ନିର୍ଦ୍ଦେଶ ଅନୁସାରେ ପିଇବା ପାଣିର ଦୂରୁପଯୋଗ କଲେ ମୋଟା ଅଙ୍କରର ଜରିମାନା ସହ 5 ବର୍ଷ ଜେଲ୍‌ ଦଣ୍ଡାଦେଶ ହେବ । ଏବେଠାରୁ ପିଇବା ପାଣି ବା ପୋଟେବଲ ଓ୍ବାଟରକୁ ନଷ୍ଟ କରିବା କିମ୍ବା ଅଯଥାରେ ବ୍ୟବହାରେ କଲେ ଏହାକୁ ଦଣ୍ଡନୀୟ ଅପରାଧ ବୋଲି ବିଚାର କରାଯାଇ କଡା ଦଣ୍ଡାଦେଶ ହେବ । ଏନେଇ ସିଜିଡବ୍ଳୁଏ 2020 ଅକ୍ଟୋବର 8 ରେ ସବୁ ରାଜ୍ୟକୁ ଚିଠି ଲେଖିଛନ୍ତି । ସିଜିଡବ୍ଲୁଏ ଦେଶର ସବୁ ରାଜ୍ୟ, କେନ୍ଦ୍ର ଶାସିତ ପ୍ରଦେଶକୁ ପିଇବା ପାଣି ଓ ଭୂଗର୍ଭ ଜଳର ଦୁରୁପଯୋଗ ରୋକିବା ପାଇଁ ଏକ କମିଟି ବିକଶିତ କରିବା ସହ ଏନେଇ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏବେଠାରୁ କୌଣସିବ୍ୟକ୍ତି, ସଂସ୍ଥା ଆଦି ପାନୀୟ ଜଳକୁ ଅପବ୍ୟବହାର କଲେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ । (ଏଜେନ୍ସି)

ଜରିମାନା ପାନୀୟ ଜଳ
Share. Facebook Twitter LinkedIn Email WhatsApp Copy Link

Related Posts

ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ଲାଲ ସାଗରରେ ବୁଡ଼ିଗଲା ଭାରତୀୟ ଜାହାଜ 

August 4, 2026

କ୍ରାଇମବ୍ରାଞ୍ଚରେ ଆତ୍ମସମର୍ପଣ କଲେ ଶରଣକୁଳ ଥାନାର ନିଲମ୍ବିତ ଇନ୍ସପେକ୍ଟର

August 4, 2026

ଜନ୍ମ–ମୃତ୍ୟୁ ପଞ୍ଜୀକରଣର ନିୟମ ବଦଳିଲା : ସଂଶୋଧନ ବିଲ୍‌କୁ ରାଜ୍ୟସଭାର ମଞ୍ଜୁରୀ

August 4, 2026

ରାଷ୍ଟ୍ରପତିଙ୍କୁ ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପର କଳାକୃତି ଉପହାର ପ୍ରଦାନ କଲେ ରାଜ୍ୟପାଳ

August 4, 2026
Latest News

ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ଲାଲ ସାଗରରେ ବୁଡ଼ିଗଲା ଭାରତୀୟ ଜାହାଜ 

August 4, 2026

କ୍ରାଇମବ୍ରାଞ୍ଚରେ ଆତ୍ମସମର୍ପଣ କଲେ ଶରଣକୁଳ ଥାନାର ନିଲମ୍ବିତ ଇନ୍ସପେକ୍ଟର

August 4, 2026

ଜନ୍ମ–ମୃତ୍ୟୁ ପଞ୍ଜୀକରଣର ନିୟମ ବଦଳିଲା : ସଂଶୋଧନ ବିଲ୍‌କୁ ରାଜ୍ୟସଭାର ମଞ୍ଜୁରୀ

August 4, 2026

ରାଷ୍ଟ୍ରପତିଙ୍କୁ ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପର କଳାକୃତି ଉପହାର ପ୍ରଦାନ କଲେ ରାଜ୍ୟପାଳ

August 4, 2026

BYD EV ଉପରେ ବଡ଼ ଅଫର ଉପଲବ୍ଧ: କମ ହେଲା EMI

August 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.