Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅକ୍ଟୋବର 27 ରୁ 4 ଟି ଗ୍ରହର ଶୁଭ ସଂଯୋଗ ହେଉଥିବାରୁ 4 ଟି ରାଶି ପାଇଁ ହେବ ଲାଭଦାୟକ
ଆଜିର ଖବର

ଅକ୍ଟୋବର 27 ରୁ 4 ଟି ଗ୍ରହର ଶୁଭ ସଂଯୋଗ ହେଉଥିବାରୁ 4 ଟି ରାଶି ପାଇଁ ହେବ ଲାଭଦାୟକ

October 27, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
Horoscope. (Photo Courtesy: Pixabay)

ନୂଆଦିଲ୍ଲୀ, ଆଜି ଅର୍ଥାତ ଅକ୍ଟୋବର 27 ତାରିଖରୁ 4ଟି ଗ୍ରହର ହେବ ଶୁଭ ସଂଯୋଗ। ଫଳରେ ଚାରୋଟି ରାଶି ପାଇଁ ଏହା ବେଶ୍ ଲାଭଦାୟକ ହେବ। ଏହି ରାଶିର ବ୍ୟକ୍ତିମାନଙ୍କର ସମସ୍ତ ପ୍ରକାରର ସମସ୍ୟାର ସମାଧାନ ହେବ। ଆପଣ କରୁଥିବା କାର୍ଯ୍ୟ ଉଭୟ ସମାଜ ଏବଂ ପରିବାର ପାଇଁ ଲାଭଦାୟକ ପ୍ରମାଣିତ ହେବ। ଆପଣ ଅନ୍ୟମାନଙ୍କ ମଙ୍ଗଳ ପାଇଁ ଯେତିକି କାମ କରିବେ ଆପଣଙ୍କର ସେତିକି ଅଗ୍ରଗତି ହେବ। ଏହି ସମୟରେ ଆପଣ ଆର୍ଥିକ ଲାଭ ହାସଲ କରିବେ।

ପିଲାମାନଙ୍କ ସହିତ ସମୟ ବିତାଇବାରେ ସୁଖ ପାଇବ। ଆପଣ ପରିବାର ସହିତ ଏକ ଦୀର୍ଘ ଯାତ୍ରା ମଧ୍ୟ କରିପାରିବାର ସମ୍ଭାବନା ରହିଛି। ଆପଣ କିଛି ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିପାରିବେ, ଯେଉଁମାନେ ଆପଣଙ୍କ ପାଇଁ ବହୁତ ସାହାଯ୍ୟ କରିବାକୁ ଯାଉଛନ୍ତି। ଆପଣ ପରିବାର ସଦସ୍ୟଙ୍କ ସହିତ ଏକ ଧାର୍ମିକ ସ୍ଥାନ ପରିଦର୍ଶନ କରନ୍ତୁ, ଶୁଭଫଳ ମିଳିବ। ଏହି 4 ଟି ରାଶିର ହେଉଛି ମୀନ, କୁମ୍ଭ, ମେଷ, କନ୍ୟା।

 

ରାଶିଫଳ
Share. Facebook Twitter LinkedIn Email WhatsApp Copy Link

Related Posts

ମହିଳାଙ୍କ ଡିଜିଟାଲ୍ ଅନ୍ତର୍ଭୁକ୍ତିକରଣ ପାଇଁ ରିଲାଏନ୍ସ ଫାଉଣ୍ଡେସନର ୨୦୦ କୋଟିର ପ୍ରୟାସ ଆରମ୍ଭ

May 7, 2026

ବିଶାଖାପାଟଣା ଏବଂ ଏସଏମଭିଟି ବେଙ୍ଗାଲୁରୁ ମଧ୍ୟରେ ସାପ୍ତାହିକ ଏକ୍ସପ୍ରେସ ଟ୍ରେନ

May 7, 2026

ଆଜି ମେ ସାତ ତାରିଖ ଗୁରୁବାରରେ ଏହି ଆଠଟି ରାଶି ପାଇଁ ରହିଛି ମଙ୍ଗଳମୟ

May 7, 2026

ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ଗୁଳି କରି ହତ୍ୟା

May 6, 2026
Latest News

“ଜଣେ ମହାନ ଯୋଦ୍ଧା, କିନ୍ତୁ…”: ଇସ୍ତଫା ଉପରେ ମମତା ବାନାର୍ଜୀଙ୍କୁ କୁମାର ବିଶ୍ୱାସଙ୍କ ପରାମର୍ଶ

May 7, 2026

ଆଜି ଜାତୀୟ ସ୍ତରରେ ମାଗଣା ବାର୍ଷିକ ସ୍ବାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବେ କେନ୍ଦ୍ରମନ୍ତ୍ରୀ

May 7, 2026

ମହିଳାଙ୍କ ଡିଜିଟାଲ୍ ଅନ୍ତର୍ଭୁକ୍ତିକରଣ ପାଇଁ ରିଲାଏନ୍ସ ଫାଉଣ୍ଡେସନର ୨୦୦ କୋଟିର ପ୍ରୟାସ ଆରମ୍ଭ

May 7, 2026

ଇନଷ୍ଟାଗ୍ରାମରୁ ହଟିବ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ସନ୍, ଆପଣଙ୍କର ବ୍ୟକ୍ତିଗତ ଚାଟ୍ ଆଉ ସୁରକ୍ଷିତ ରହିବ ନାହିଁ କି ଜାଣନ୍ତୁ

May 7, 2026

ବିଶାଖାପାଟଣା ଏବଂ ଏସଏମଭିଟି ବେଙ୍ଗାଲୁରୁ ମଧ୍ୟରେ ସାପ୍ତାହିକ ଏକ୍ସପ୍ରେସ ଟ୍ରେନ

May 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.