Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦେଶକୁ ଚୁକ୍ତିଭିତ୍ତିକ ପ୍ରଧାନମନ୍ତ୍ରୀଙ୍କ ଆବଶ୍ୟକତା ନାହିଁ : ମୁଖତାର ଆବାସ ନକ୍‌ଭୀ
ଆଜିର ଖବର

ଦେଶକୁ ଚୁକ୍ତିଭିତ୍ତିକ ପ୍ରଧାନମନ୍ତ୍ରୀଙ୍କ ଆବଶ୍ୟକତା ନାହିଁ : ମୁଖତାର ଆବାସ ନକ୍‌ଭୀ

March 25, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Country doesn’t want 'Contract PM', wants 'Perfect PM': Naqvi
Country doesn’t want 'Contract PM', wants 'Perfect PM': Naqvi

ଦେଶକୁ ଚୁକ୍ତିଭିତ୍ତିକ ପ୍ରଧାନମନ୍ତ୍ରୀ ନୁହେଁ ବରଂ ଜଣେ  ଉତ୍ତମ ପ୍ରଧାନମନ୍ତ୍ରୀ ଆବଶ୍ୟକ ବୋଲି କେନ୍ଦ୍ରମନ୍ତ୍ରୀ ତଥା ବିଜେପି ବରିଷ୍ଠ ନେତା ମୁଖତାର ଆବାସ ନକ୍‌ଭୀ କହିଛନ୍ତି। ସୋମବାର ଦିନ ନକ୍‌ଭୀ କହିଛନ୍ତି, ରିମୋଟ କଣ୍ଟ୍ରୋଲ ଦ୍ବାରା ପରିଚାଳିତ ହେଉଥିବା ପ୍ରଧାନମନ୍ତ୍ରୀ କଂଗ୍ରେସକୁ ଆବଶ୍ୟକ ମାତ୍ର ଦେଶବାସୀଙ୍କୁ ଜଣେ ଉତ୍ତମ ପ୍ରଧାନମନ୍ତ୍ରୀ ଆବଶ୍ୟକ। ୬ମାସ ପାଇଁ ଜଣେ ପ୍ରଧାନମନ୍ତ୍ରୀ ରହିବେ ଏବଂ ପୁନର୍ବାର ସେହି ସ୍ଥାନରେ ଆଉଜଣେ କାର୍ଯ୍ୟ କରିବା ଦେଶବାସୀଙ୍କ ପାଇଁ ଗ୍ରହଣୀୟ ନୁହେଁ। ନରେନ୍ଦ୍ର ମୋଦି ଦେଶ ପାଇଁ ଜଣେ ଅତ୍ୟନ୍ତ ଉତ୍ତମ ପ୍ରଧାନମନ୍ତ୍ରୀ ବୋଲି ସମଗ୍ର ଦେଶ ଜାଣିଥିବା ବେଳେ ପ୍ରିୟଙ୍କା ଗାନ୍ଧୀ ଭଦ୍ର ଏବେ ରାଜନୈତିକ ପିକ୍‌ନିକ୍‌ରେ ଅଛନ୍ତି ବୋଲି କହିଛନ୍ତି ନକ୍‌ଭୀ। ପ୍ରତ୍ୟକ ଦିନ ମୋଦିଙ୍କୁ ସମାଲୋଚନା କରୁଥିବା କଂଗ୍ରେସୀ ନେତାଙ୍କୁ ‘ଗାଳି ଗ୍ୟାଙ୍ଗ’ବେଲି କହିବା ସହ ବିଗତ ୫ ବର୍ଷମଧ୍ୟରେ ମୋଦି ସରକାରଙ୍କ ଦ୍ବାରା ହୋଇଥିବା ଉନ୍ନୟନମୂଳକ କାର୍ଯ୍ୟକୁ ଏମାନେ ହଜମ କରି ପାରୁନାହାନ୍ତି। ଏହା ସହିତ ଆତଙ୍କବାଦ ବିରାେଧୀ କାର୍ଯ୍ୟାନୁଷ୍ଠାନ ଏବଂ ମଧ୍ୟବିତ୍ତ  ବର୍ଗର ଅଧିକାର ନିମନ୍ତେ ଲଢାଇକୁ ସହିନପାରି ‘ଗାଳି ଗ୍ୟାଙ୍ଗ’ ମୋଦିଙ୍କୁ ସମାଲୋଚନା କରିବାର ରାସ୍ତା ଆପଣେଇଛି।

thesamikhhsya
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ସମ୍ବଲପୁର – ଝାରସୁଗୁଡ଼ା ରୋଡ ସେକ୍ସନ ନିରୀକ୍ଷଣ: ନିରାପତ୍ତା, ଯାତ୍ରୀ ସୁବିଧା ଏବଂ ଭିତ୍ତିଭୂମି ବିକାଶର ସମୀକ୍ଷା

May 10, 2026

ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୫ ଘୋଷଣା : ୫ଟି ବର୍ଗରେ ପୁରସ୍କାର ପାଇବ ଓଡ଼ିଶା

May 10, 2026

ସାମାଜିକ ସୁରକ୍ଷା କଭରେଜ୍ ପ୍ରଦାନ କ୍ଷେତ୍ରରେ ତିନି ଜନସୁରକ୍ଷା ସ୍କିମର ୧୧ ବର୍ଷ ପୂରଣ

May 10, 2026

ଆଜି କର୍ଣ୍ଣାଟକ ଏବଂ ତେଲଙ୍ଗାନା ଗସ୍ତ କରିବେ ପ୍ରଧାନମନ୍ତ୍ରୀ: ପ୍ରାୟ ୯୪୦୦ କୋଟି ଟଙ୍କା ମୂଲ୍ୟର ଏକାଧିକ ବିକାଶ ପ୍ରକଳ୍ପର କରିବେ ଉଦଘାଟନ

May 10, 2026
Latest News

ଅପେକ୍ଷାର ଅନ୍ତ : ଆଜି ବିଜୟ ନେବେ ଶପଥ

May 10, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ସମ୍ବଲପୁର – ଝାରସୁଗୁଡ଼ା ରୋଡ ସେକ୍ସନ ନିରୀକ୍ଷଣ: ନିରାପତ୍ତା, ଯାତ୍ରୀ ସୁବିଧା ଏବଂ ଭିତ୍ତିଭୂମି ବିକାଶର ସମୀକ୍ଷା

May 10, 2026

ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୫ ଘୋଷଣା : ୫ଟି ବର୍ଗରେ ପୁରସ୍କାର ପାଇବ ଓଡ଼ିଶା

May 10, 2026

ସାମାଜିକ ସୁରକ୍ଷା କଭରେଜ୍ ପ୍ରଦାନ କ୍ଷେତ୍ରରେ ତିନି ଜନସୁରକ୍ଷା ସ୍କିମର ୧୧ ବର୍ଷ ପୂରଣ

May 10, 2026

ଆଜି କର୍ଣ୍ଣାଟକ ଏବଂ ତେଲଙ୍ଗାନା ଗସ୍ତ କରିବେ ପ୍ରଧାନମନ୍ତ୍ରୀ: ପ୍ରାୟ ୯୪୦୦ କୋଟି ଟଙ୍କା ମୂଲ୍ୟର ଏକାଧିକ ବିକାଶ ପ୍ରକଳ୍ପର କରିବେ ଉଦଘାଟନ

May 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.