Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତେଲୁଗୁୁ ସୁପରଷ୍ଟାର୍‌ ମହେଶ ବାବୁଙ୍କ ମହମ ପ୍ରତିମୂର୍ତ୍ତି ଉନ୍ମୋଚିତ
ଆଜିର ଖବର

ତେଲୁଗୁୁ ସୁପରଷ୍ଟାର୍‌ ମହେଶ ବାବୁଙ୍କ ମହମ ପ୍ରତିମୂର୍ତ୍ତି ଉନ୍ମୋଚିତ

March 25, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Telugu superstar Mahesh Babu's wax statue unveiled
Telugu superstar Mahesh Babu's wax statue unveiled

ତେଲୁଗୁ ସୁପରଷ୍ଟାର ମହେଶ ବାବୁଙ୍କ ମହମ ମୂର୍ତ୍ତି ସିଙ୍ଗାପୁରର ମାଡାମ ତୁଷାଦ୍‌ ମ୍ୟୁଜିଅମ୍‌ରେ ଉନ୍ମୋଚିତ ହୋଇଛି । ପ୍ରଭାସଙ୍କ ପରେ ଦ୍ବିତୀୟ ତେଲୁଗୁ ଅଭିନେତା ଭାବରେ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି ମହେଶ । ହାଇଦ୍ରାବାଦର ଏଏମ୍‌ବି ସିନେମାରେ ମହେଶ ବାବୁଙ୍କ ଏହି ମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ପତ୍ନୀ ନମ୍ରତା ଶିରୋଦକର, ଦୁଇ ସନ୍ତାନ ଗୌତମ କ୍ରିଷ୍ଣା ଏବଂ ସିତାରାଙ୍କ ସହିତ ମହେଶ ପ୍ରତିମୂର୍ତ୍ତିର ଉଦ୍‌ଘାଟନ କରିଥିଲେ । ଏଏମ୍‌ବିରେ ୭ସ୍କ୍ରିନ୍‌ ବିଶିଷ୍ଟ ମଲ୍ଟିପ୍ଲେକ୍ସ ସହିତ ତାଙ୍କ ମହମ ପ୍ରତିମୂର୍ତ୍ତିର ଉଦ୍‌ଘାଟନ କରିଥିଲେ । ନିଜର ମହମ ମୂର୍ତ୍ତିର ଫଟୋକୁ ଇନ୍‌ଷ୍ଟାଗ୍ରାମ ଜରିଆରେ ସେୟାର କରିଛନ୍ତି ମହେଶ ବାବୁ । ପ୍ରତିକୃତିଟି ଗାେଟିଏ ଦିନ ପାଇଁ ଏଏମ୍‌ବି ସିନେମାରେ ପ୍ରଦର୍ଶିତ ହେବା ପରେ ସିଙ୍ଗାପୁର ସ୍ଥିତ ମ୍ୟୁଜିୟମ୍‌କୁ ପଠାଯିବ । ଆସନ୍ତା ମାସରେ ମହେଶ ବାବୁଙ୍କ କ୍ୟାରିୟରର ୨୫ତମ ଫିଲ୍ମ ମହର୍ଷି ରିଲିଜ୍‌ ହେବାକୁ ଯାଉଛି । ବାମ୍‌ସୀ ପାଡିପଲ୍ଲୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ମହେଶଙ୍କ ବ୍ୟତୀତ ପୂଜା ହେଗଡେ ଏବଂ ଆଲାରି ନରେଶ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଫିଲ୍ମଟି ମେ ୯ରେ ରିଲିଜ ହେବାକୁ ଯାଉଛି ।

theasamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଆସନ୍ତା ୮ ରୁ ପୁଣିଥରେ ରତ୍ନଭଣ୍ଡାର ଅଳଙ୍କାରର ଗଣତିମଣତି

April 6, 2026

ନୂତନ ଭାବେ ଗଠିତ ଦକ୍ଷିଣ ତଟ ରେଳପଥ ଜୋନ୍‌ ସମ୍ବନ୍ଧରେ ପ୍ରକୃତ ସ୍ଥିତି

April 6, 2026

ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ରାଜ୍ୟ କ୍ୟାବିନେଟ୍‌ର ନିଷ୍ପତ୍ତିକୁ କେନ୍ଦ୍ର ମନ୍ତ୍ରୀଙ୍କ ସ୍ଵାଗତ

April 6, 2026

ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ: ବିପୁଳ ପରିମାଣର ଗଞ୍ଜେଇ ସହ କାର୍ ଜବତ

April 6, 2026
Latest News

ଆସନ୍ତା ୮ ରୁ ପୁଣିଥରେ ରତ୍ନଭଣ୍ଡାର ଅଳଙ୍କାରର ଗଣତିମଣତି

April 6, 2026

ନୂତନ ଭାବେ ଗଠିତ ଦକ୍ଷିଣ ତଟ ରେଳପଥ ଜୋନ୍‌ ସମ୍ବନ୍ଧରେ ପ୍ରକୃତ ସ୍ଥିତି

April 6, 2026

ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ରାଜ୍ୟ କ୍ୟାବିନେଟ୍‌ର ନିଷ୍ପତ୍ତିକୁ କେନ୍ଦ୍ର ମନ୍ତ୍ରୀଙ୍କ ସ୍ଵାଗତ

April 6, 2026

ବଙ୍ଗୋପସାଗର ଓ ପଶ୍ଚିମ ଏସିଆର ପରିସ୍ଥିତି ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର କଡ଼ା ନଜର

April 6, 2026

ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ: ବିପୁଳ ପରିମାଣର ଗଞ୍ଜେଇ ସହ କାର୍ ଜବତ

April 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.