Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦେଶ ଓ ବିଦେଶର ପ୍ରାୟ 450ଟି ଉଦ୍ଭିତ ଥିବା ପାର୍କକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଆଜିର ଖବର

ଦେଶ ଓ ବିଦେଶର ପ୍ରାୟ 450ଟି ଉଦ୍ଭିତ ଥିବା ପାର୍କକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

October 30, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
Kevadia: Prime Minister Narendra Modi inaugurates the Arogya Van at Kevadia in Gujarat on Oct 30, 2020. Also seen Gujarat Governor Acharya Devvrat and Chief Minister Vijay Rupani. (Photo: IANS/PIB)

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସର୍ଦ୍ଦାର ସରୋବର ନଦୀବନ୍ଧର ଉଜ୍ଜ୍ଵଳ ଆଲୋକିକରଣ ବ୍ୟବସ୍ଥାକୁ ଉଦଘାଟନ କରିଛନ୍ତି । ଏଥିସହିତ ସେ ମିଳିତ ଜାତିସଂଘରେ ସ୍ଥାନିତ ସମସ୍ତ ଭାଷାରେ ଷ୍ଟାଚ୍ୟୁ ଅଫ ୟୁନିଟିର ୱେବସାଇଟକୁ ଉନ୍ମୋଚନ କରିବା ସହିତ ୟୁନିଟି ଗ୍ଲୋ ଗାର୍ଡେନଠାରେ କେୱଡିଆ ମୋବାଇଲ ଆପର ଉନ୍ମୋଚନ କରିଛନ୍ତି । ସେ କାକଟସ ଉଦ୍ୟାନ ଉଦଘାଟନ କରିବା ସହିତ ପରିଦର୍ଶନ ମଧ୍ୟ କରିଛନ୍ତି ।

ୟୁନିଟି ଗ୍ଲୋ ଗାର୍ଡେନ

ଏହି ଅଭିନବ ଥିମ ପାର୍କ ୩.୬୧ ଏକର ଜମିରେ ପ୍ରତିଷ୍ଠା ହୋଇଛି । ଏଥିରେ ବିଭିନ୍ନ କୁତ୍ରିମ ଆଲୋକିକରଣ ବ୍ୟବସ୍ଥା, ଆକୃତି ଓ ଅନ୍ୟାନ୍ୟ କୌତୁହଳପୂର୍ଣ୍ଣ ଦର୍ଶନୀୟ ବ୍ୟବସ୍ଥା କରାଯାଇଛି । ଏଠାରେ ରାତ୍ରିକାଳୀନ ପର‌୍ୟ୍ୟଟନର ଆନନ୍ଦକୁ ଉପଭୋଗ କରିବା ଲାଗି ପ୍ରଧାନମନ୍ତ୍ରୀ ସମସ୍ତ ପର‌୍ୟ୍ୟଟକମାନଙ୍କୁ ନିମନ୍ତ୍ରଣ କରିଥିଲେ ।

କାକଟସ ଗାର୍ଡେନ

ଏହା ଏକ ବିଶାଳ ସ୍ଥାପତ୍ୟ ସବୁଜ ଗୃହ ଭାବେ ପ୍ରତିଷ୍ଠିତ ହୋଇଛି, ଯେଉଁଥିରେ ୧୭ଟି ରାଷ୍ଟ୍ରରୁ ୪୫୦ଟି ଜାତୀୟ ଓ ଅନ୍ତର୍ଜାତୀୟ ପ୍ରଜାତିର ଉଦ୍ଭିଦ ସ୍ଥାନ ପାଇଛି । ୨୫ ଏକର ପରିମିତ କ୍ଷେତ୍ରରେ ୧.୯ ଲକ୍ଷ କାକଟସ ଉଦ୍ଭିଦ ସମେତ ୬ ଲକ୍ଷ ବିଭିନ୍ନ ପ୍ରଜାତିର ଉଦ୍ଭିଦ ଏଥିରେ ସ୍ଥାନିତ ହୋଇଛି ।

ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026
Latest News

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.