Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜେଜେମାଙ୍କ ପରି ନାକ ରହିଲେ କ୍ଷମତା ମିଳିନଥାଏ : ମନସୁଖ୍‌ ମାଣ୍ଡବ୍ୟ
ଆଜିର ଖବର

ଜେଜେମାଙ୍କ ପରି ନାକ ରହିଲେ କ୍ଷମତା ମିଳିନଥାଏ : ମନସୁଖ୍‌ ମାଣ୍ଡବ୍ୟ

March 27, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ପ୍ରିୟଙ୍କା ଗାନ୍ଧି ସକ୍ରିୟ ରାଜନୀତିରେ ଯୋଗଦେବା ପରେ ତାଙ୍କୁ ନେଇ ବିଜେପି ପ୍ରାୟ ସମୟରେ ଆକ୍ଷେପ କରି ଆସୁଛି । କେତେବେଳେ ତାଙ୍କ ଚେହେରାକୁ ନେଇ ତ କେତେବେଳେ ତାଙ୍କ ପାେଷାକ ତଥା ରଣନୀତିକୁ ନେଇ ତେବେ ନିକଟରେ କେନ୍ଦ୍ରମନ୍ତ୍ରୀ ମନସୁଖ୍‌ ମାଣ୍ଡବ୍ୟ ପ୍ରିୟଙ୍କାଙ୍କୁ ଇନ୍ଦିରାଙ୍କ ସହ ଚେହେରାର ସାମଞ୍ଜସ୍ୟକୁ ନେଇ ଆକ୍ରମଣ କରିଛନ୍ତି । । ନିଜ ଜେଜେମାଙ୍କ ଭଳି ବୈଶିଷ୍ଟ୍ୟ ରହିଲେ ଜେଜେମାଙ୍କ ପରି କ୍ଷମତାର ଅଧିକାରୀ ହେବା ସମ୍ଭବ ନୁହେଁ ବାେଲି କହିଛନ୍ତି ମାଣ୍ଡବ୍ୟ । ଗୁଜରାଟର ଆନନ୍ଦରେ ଦଳର ବିଜୟ ସଙ୍କଳ୍ପ କାର୍ଯ୍ୟକ୍ରମରେ ମାଣ୍ଡବ୍ୟ କହିଛନ୍ତି, ଯଦି ସମାନ ବୈଶିଷ୍ଟ୍ୟ ଦ୍ବାରା କ୍ଷମତା ମିଳି ପାରୁଥାନ୍ତା ତେବେ ଚୀନ୍‌ରେ ପ୍ରତ୍ୟେକ ଘରେ ଜଣେ ଲେଖାଏଁ ରାଷ୍ଟ୍ରପତି ବାହାରୁଥାନ୍ତେ । ପୂର୍ବରୁ ଅନେକ କଂଗ୍ରେସ ନେତା ପ୍ରିୟଙ୍କାଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସହିତ ତୁଳନା କରିଛନ୍ତି । ତେବେ ଏହି ପ୍ରସଙ୍ଗରେ ପ୍ରିୟଙ୍କା କହିଛନ୍ତି ଯେ,  ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ସହ ତାଙ୍କୁ ତୁଳନା ଏଥିପାଇଁ କରାଯାଏ, ଯେ, ତାଙ୍କୁ ସାଧାରଣ ବହୁତ ପସନ୍ଦ କରିଥାନ୍ତି ।  ପ୍ରିୟଙ୍କା କଂଗ୍ରେସର ମହାସଚିବ ପଦରେ ଅବସ୍ଥାପିତ  ଥିବାବେଳେ ୟୁପିର ପୂର୍ବ ଉତ୍ତରପ୍ରଦେଶ ଦାୟିତ୍ବରେ ରହିଛନ୍ତି ।   ଗତ ମାସରେ ବିଜେପି ସାଂସଦ ହରିଶ ଦ୍ବିବେଦୀ ମଧ୍ୟ ପ୍ରିୟଙ୍କାଙ୍କୁ ବ୍ୟକ୍ତିଗତ ଭାବରେ ଆକ୍ରମଣ କରିଥିଲେ । ଶ୍ରୀ ଦ୍ବିବେଦୀ କହିଥିଲେ ଯେ, ଭଦ୍ର ଦିଲ୍ଳୀରେ ଜିନ୍ସ ପିନ୍ଧୁଥିବା ବେଳେ ନିର୍ବାଚନୀ ପ୍ରଚାର ନିମନ୍ତେ ଶାଢୀ ପିନ୍ଧନ୍ତି ।

criticized thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଏବିଭିପିର ଜାତୀୟ କାର୍ଯ୍ୟନିର୍ବାହୀ ପରିଷଦର ପ୍ରଦର୍ଶନୀକୁ ଉଦଘାଟନ କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର

May 28, 2026

ଓଡ଼ିଶା ସିଭିଲ ସର୍ଭିସ୍ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଥିବା ବୁବୁନ ସାହୁଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

May 28, 2026

ଲୋକ ଭବନରେ ଇସ୍ତଫା ପ୍ରଦାନ କଲେ ସିଦ୍ଧରମୈୟା: ଡିକେ ଶିବକୁମାର ହେବେ ନୂତନ ମୁଖ୍ୟମନ୍ତ୍ରୀ

May 28, 2026

ବାଳିକା ବିଦ୍ୟାଳୟରେ ଭୟଙ୍କର ଅଗ୍ନିକାଣ୍ଡ: ୧୬ ଛାତ୍ରୀଙ୍କ ମୃତ୍ୟୁ, ୫୦ ରୁ ଅଧିକ ଆହତ

May 28, 2026
Latest News

ଏବିଭିପିର ଜାତୀୟ କାର୍ଯ୍ୟନିର୍ବାହୀ ପରିଷଦର ପ୍ରଦର୍ଶନୀକୁ ଉଦଘାଟନ କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର

May 28, 2026

ଓଡ଼ିଶା ସିଭିଲ ସର୍ଭିସ୍ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଥିବା ବୁବୁନ ସାହୁଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

May 28, 2026

ଲୋକ ଭବନରେ ଇସ୍ତଫା ପ୍ରଦାନ କଲେ ସିଦ୍ଧରମୈୟା: ଡିକେ ଶିବକୁମାର ହେବେ ନୂତନ ମୁଖ୍ୟମନ୍ତ୍ରୀ

May 28, 2026

ବାଳିକା ବିଦ୍ୟାଳୟରେ ଭୟଙ୍କର ଅଗ୍ନିକାଣ୍ଡ: ୧୬ ଛାତ୍ରୀଙ୍କ ମୃତ୍ୟୁ, ୫୦ ରୁ ଅଧିକ ଆହତ

May 28, 2026

NEET ପେପର ଲିକ୍ ରୋକିବା ପାଇଁ ବଡ଼ ପଦକ୍ଷେପ: ସେନାକୁ ଦିଆଯିବ କି ପ୍ରଶ୍ନପତ୍ର?

May 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.