Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜଗତସିଂହପୁର ଜିଲ୍ଲାର ୫ଟି ବ୍ଲକରେ ନୂତନ ଶିକ୍ଷା ଅଧିକାରୀ ନିଯୁକ୍ତ
ଆଜିର ଖବର

ଜଗତସିଂହପୁର ଜିଲ୍ଲାର ୫ଟି ବ୍ଲକରେ ନୂତନ ଶିକ୍ଷା ଅଧିକାରୀ ନିଯୁକ୍ତ

November 19, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ଥିବା ୮ଟି ବ୍ଲକ ମଧ୍ୟରୁ ୬ଟି ବ୍ଲକରେ ନିୟମିତ ଶିକ୍ଷା ଅଧିକାରୀ ନଥିବା ସମୟରେ ରଘୁନାଥପୁର ଓ ନାଉଗାଁ ବ୍ଲକରେ ନିୟମିତ ଅଧିକାରୀ ଥିଲେ । ଗଣଶିକ୍ଷା ବିଭାଗ ପକ୍ଷରୁ ୧୬ ତାରିଖରେ ପ୍ରକାଶିତ ୧୬୬୪୯ ବିଜ୍ଞପ୍ତି ଅନୁସାରେ ରାଜ୍ୟର ୬୨ଜଣ ସହ ଶିକ୍ଷା ଅଧିକାରୀ ପଦୋନ୍ନତି ପାଇ ଶିକ୍ଷା ଅଧିକାରୀ ହୋଇଛନ୍ତି । ସେଥିମଧ୍ୟରୁ ଜଗତସିଂହପୁର ଜିଲ୍ଲାର ୫ଟି ବ୍ଲକ ପାଇଁ ୫ଜଣ ଶିକ୍ଷା ଅଧିକାରୀ ଏରସମା ବ୍ଲକ ପାଇଁ ଗୋଲେଖ ପ୍ରଧାନ , ବାଲିକୁଦା ବ୍ଲକ ପାଇଁ ବାଇଧର ତ୍ରିପାଠୀ , କୁଜଙ୍ଗ ବ୍ଲକ୍ ପାଇଁ ଅତୁଲ୍ୟ ନନ୍ଦ ପ୍ରଧାନ, ତିର୍ତ୍ତୋଲ ବ୍ଲକ୍ ପାଇଁ ସୁଷମା ମଲ୍ଲିକ  ଓ ବିରିଡ଼ି ବ୍ଲକ ପାଇଁ ବିଜୟ କୁମାର  ସେନାପତି ନୂଆ ନିଯିକ୍ତି  ପାଇଥିବା ଜଣାପଡିଛି। ଏବେ ଜିଲ୍ଲାର ୮ଟି ବ୍ଲକ ମଧ୍ୟରୁ ସାତ ବ୍ଲକରେ ଶିକ୍ଷା ଅଧିକାରି ଅବସ୍ଥାପିତ ହେବା ସମୟରେ ଜିଲ୍ଲାର ସଦରମହକୁମାରେ ଭାରପ୍ରାପ୍ତ ଶିକ୍ଷା ଅଧିକାରୀ କାର୍ଯ୍ୟ କରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଠି କରିଛି। ଏମିତିକି  ବାଲିକୁଦା  ସରକାରୀ ହାଇସ୍କଲର ପ୍ରଧାନ ଶିକ୍ଷକ ଗଣେଶ ସେଠି ଜଗତସିଂହପୁର ବ୍ଲକ ଶିକ୍ଷା ଅଧିକାରୀ ଦାଇତ୍ବ ନିର୍ବାହ କରୁଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଜେଲେନ୍‌ସ୍କିଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ ମୋଦୀ

November 10, 2026

ଗ୍ରାମରେ ନାଟ୍ୟ ମହୋତ୍ସବ ବେଳେ ରକ୍ତାକ୍ତ ସଂଘର୍ଷ: ଯୁବକଙ୍କୁ ନିର୍ମମ ହତ୍ୟା

November 10, 2026

ଆଜି ନଭେମ୍ବର ୧୦ ତାରିଖରେ ଆଠଟି ରାଶିର ବ୍ୟକ୍ତିଙ୍କୁ ମିଳିବ ଶୁଭ ଖବର

November 10, 2026

୨୦୨୯ ସୁଦ୍ଧା ନିଶାମୁକ୍ତ ଭାରତ: ଅମିତ ଶାହଙ୍କ ବଡ ଘୋଷଣା

November 9, 2026
Latest News

ଜେଲେନ୍‌ସ୍କିଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ ମୋଦୀ

November 10, 2026

ଗ୍ରାମରେ ନାଟ୍ୟ ମହୋତ୍ସବ ବେଳେ ରକ୍ତାକ୍ତ ସଂଘର୍ଷ: ଯୁବକଙ୍କୁ ନିର୍ମମ ହତ୍ୟା

November 10, 2026

ବାଣପୁରରେ ଜାତୀୟ ଆଇନ ସେବା ଦିବସ ପାଳିତ

November 10, 2026

ଆଜି ନଭେମ୍ବର ୧୦ ତାରିଖରେ ଆଠଟି ରାଶିର ବ୍ୟକ୍ତିଙ୍କୁ ମିଳିବ ଶୁଭ ଖବର

November 10, 2026

୨୦୨୯ ସୁଦ୍ଧା ନିଶାମୁକ୍ତ ଭାରତ: ଅମିତ ଶାହଙ୍କ ବଡ ଘୋଷଣା

November 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.