Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଶ୍ବିନୀ ନିଜ ସୀମାରେ ରହି ଆଉଟ କରିଛନ୍ତି : ଦ୍ରାବିଡ
ଆଜିର ଖବର

ଅଶ୍ବିନୀ ନିଜ ସୀମାରେ ରହି ଆଉଟ କରିଛନ୍ତି : ଦ୍ରାବିଡ

March 27, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
aswin mankaded staying within the line
aswin mankaded staying within the line

ସୋମବାର ଦିନ ରାଜସ୍ଥାନ ରୟାଲ୍‌ସ ଏବଂ କିଙ୍ଗସ୍‌ ଏକାଦଶ ପଞ୍ଜାବ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ରେ ଅଶ୍ବିନ୍‌ ଜୋସ୍‌ ବଟଲର୍‌ଙ୍କୁ ମଙ୍କଡିଂ କରି ରନ୍‌ଆଉଟ୍‌ କରିଥିଲେ। ଏହାକୁ ନେଇ ବିଭିନ୍ନ କ୍ରିକେଟର ଭିନ୍ନ ମତ ରଖୁଥିବା ବେଳେ ପୂର୍ବତନ ଭାରତୀୟ କ୍ରିକେଟର ତଥା ବର୍ତ୍ତମାନର ଭାରତୀୟ ୧୯ବର୍ଷରୁ କମ୍ କ୍ରିକେଟ ଦଳର କୋଚ୍‌ ରାହୁଲ ଦ୍ରାବିଡ କହିଛନ୍ତି ‘ କ୍ରିକେଟର ନିୟମ ଅନୁଯାୟୀ ଅଶ୍ବିନ୍‌ ନିଜ ସୀମା ମଧ୍ୟରେ ରହି ଏହି ଆଉଟ୍‌ କରିଛନ୍ତି’। ମାତ୍ର ଆଉଟ୍‌ କରିବା ପୂର୍ବରୁ ଗୋଟିଏ ଥର ଚେତାବନୀ ଦେବା ଆବଶ୍ୟକ ଥିଲା। କ୍ରିକେଟ୍‌ ନିୟମ ମଧ୍ୟରେ ରହି କୌଣସି ବି ଖେଳାଳି ଏପରି ଆଉଟ୍‌ କରିପାରିବେ ତେଣୁ ଏହାକୁ ନେଇ ଅଯଥା ବିବାଦ ସୃଷ୍ଟି କରାଯିବା ଉଚିତ୍‌ ନୁହେଁ। ସେହିପରି ମଙ୍କଡ ଆଉଟ୍‌ ଉଠାଯିବା ଉପରେ କହିଲେ ବ୍ୟାଟ୍ସମ୍ୟାନ୍‌ କ୍ରିଜ୍‌ ବାହାରେ ଛିଡା ହେବା ଯୋଗୁଁ ହିଁ ଏହି ନିୟମ ଆସିଛି, ତେଣୁ ଏଥିରେ ପରିବର୍ତ୍ତନର କୌଣସି ଆବଶ୍ୟକ ନାହିଁ। ଭାରତୀୟ ଦଳରେ ୪ ନମ୍ବର ସ୍ଥାନରେ କିଏ ଖେଳିବା ଉଚିତ୍‌ ବୋଲି ପ୍ରଶ୍ନର ଉତ୍ତରରେ ଦ୍ରାବିଡ କହିଥିଲେ ମୁଁ ଭାରତୀୟ ୧୯ ବର୍ଷ କମ୍‌ ଦଳର ପ୍ରଶିକ୍ଷକ ତେଣୁ ଏହା ଉପରେ ମୁଁ ମନ୍ତବ୍ୟ ଦେବା ସମୀଚୀନ ନୁହେଁ।

aswini dravid ipl supports thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ମନରେଗା ଦୁର୍ନୀତିରେ ବଡ଼ କାର୍ଯ୍ୟାନୁଷ୍ଠାନ, ୪୨ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ ଅଭିଯୋଗରେ ଦୁଇ ଯନ୍ତ୍ରୀ ଗିରଫ

July 1, 2026

ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ ନବରଙ୍ଗପୁର ୧୨ ଘଣ୍ଟିଆ ବନ୍ଦ: ମନ୍ତ୍ରୀଙ୍କ ଇସ୍ତଫା ଦାବି

July 1, 2026

ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ରେ ‘ମହାନ ରେକର୍ଡ’ କରିବେ ଅଭିଷେକ ଶର୍ମା: ମାତ୍ର କିଛି ପାଦ ଦୂରରେ

July 1, 2026

ଜାଲ୍ ଦସ୍ତଖତ କରି ବ୍ୟାଙ୍କ ଖାତାରୁ ୫.୧୪ ଲକ୍ଷ ଟଙ୍କା ଲୁଟ୍

July 1, 2026
Latest News

Six Lane Dwarka Tunnel: ଦ୍ୱାରକା ଏକ୍ସପ୍ରେସୱେରେ ନିର୍ମାଣ ହେବ ଛଅ ଲେନ ସୁଡଙ୍ଗ ପଥ

July 1, 2026

ମନରେଗା ଦୁର୍ନୀତିରେ ବଡ଼ କାର୍ଯ୍ୟାନୁଷ୍ଠାନ, ୪୨ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ ଅଭିଯୋଗରେ ଦୁଇ ଯନ୍ତ୍ରୀ ଗିରଫ

July 1, 2026

ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ ନବରଙ୍ଗପୁର ୧୨ ଘଣ୍ଟିଆ ବନ୍ଦ: ମନ୍ତ୍ରୀଙ୍କ ଇସ୍ତଫା ଦାବି

July 1, 2026

ମହିଳାଙ୍କଠାରେ ଥାଇରଏଡ୍ ସମସ୍ୟା କାହିଁକି ଅଧିକ? ଜାଣନ୍ତୁ କାରଣ, ଲକ୍ଷଣ ଓ ସତର୍କତା

July 1, 2026

ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ରେ ‘ମହାନ ରେକର୍ଡ’ କରିବେ ଅଭିଷେକ ଶର୍ମା: ମାତ୍ର କିଛି ପାଦ ଦୂରରେ

July 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.