Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଶ୍ବ ରେକର୍ଡ ସହ ମାନୁ-ସୌରଭଙ୍କୁ ଏସିଆନ୍‌ ଚାମ୍ପିୟନ୍‌ସିପ୍‌ ସ୍ବର୍ଣ୍ଣ
ଆଜିର ଖବର

ବିଶ୍ବ ରେକର୍ଡ ସହ ମାନୁ-ସୌରଭଙ୍କୁ ଏସିଆନ୍‌ ଚାମ୍ପିୟନ୍‌ସିପ୍‌ ସ୍ବର୍ଣ୍ଣ

March 27, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
manu-saurabh won gold
manu-saurabh won gold

ଭାରତୀୟ ସୁଟର ମାନୁ ଭାକେର ଏବଂ ସୌରଭ ଚୌଧୁରୀ ମିକ୍ସଡ୍‌ ଟିମ୍‌ ବିଭାଗରେ ଏସିଆନ୍‌ ଚାମ୍ପିୟନ୍‌ସିପ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ୧୭ ବର୍ଷୀୟା ମାନୁ ଏବଂ ୧୬ ବର୍ଷୀୟ ସୌରଭ ନିଜର ସ୍ବର୍ଣ୍ଣଯାତ୍ରା ଜାରି ରଖିବା ସହିତ ବିଗତ ଏକ ମାସ ମଧ୍ୟରେ ନିଜର ଦ୍ବିତୀୟ ଟାଇଟଲ୍‌ ହାସଲ କରିଛନ୍ତି। ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ଉଭୟ ୭୮୪ ପଏଣ୍ଟ ସ୍କାେର କରି ବିଶ୍ବରେକର୍ଡ କରିଥିଲେ। ଋଷିଆର ଭିଟାଲିନା ବାତ୍ସାରସ୍କିନା ଏବଂ ଆର୍ଟେମ୍‌ ଚେର୍ଣ୍ଣାସୋଭ୍‌ ୟୁରୋପିଆନ୍‌ ଚାମ୍ପିୟନ୍‌ସିପ୍‌ରେ କରିଥିବା ୫ ଦିନ ପୂର୍ବ ରେକର୍ଡ ଭାଙ୍ଗିଥିଲେ ଏହି ଦୁଇ ଖେଳାଳି। ପାଞ୍ଚ ଟିମ୍‌ ବିଶିଷ୍ଟ ଫାଇନାଲ୍‌ରେ ଉଭୟ ୪୮୪.୮ ପଏଣ୍ଟ ସହିତ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। କୋରିଆର ହ୍ବାଙ୍ଗ ସିଓନଗୁଏନ୍‌ ଏବଂ କିମ୍‌ ମୋସ୍‌ ରୌପ୍ୟ ଏବଂ ଆୟୋଜକ ଦେଶର ଉ ଚିଆ ୟିଙ୍ଗ ଏବଂ କୋଉ କୁଆନ୍‌ ଟିଙ୍ଗ ବ୍ରାେଞ୍ଜ ପଦକ ହାସଲ କରିଥିଲେ। ଅନ୍ୟତମ ଭାରତୀୟ ଯୋଡି ଅନୁରାଧା ଏବଂ ଅଭିଷେକ ବର୍ମା ଫାଇନାଲ୍‌ରେ ପହଞ୍ଚିଥିଲେ ମଧ୍ୟ ୩୭୨.୧ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଥିଲେ।

goldmedal thesamikhsya worldrecord
Share. Facebook Twitter LinkedIn Email WhatsApp Copy Link

Related Posts

‘ଛାତ୍ରଙ୍କ ଭବିଷ୍ୟତ ପାଇଁ ଲଢ଼େଇ’ : କୋଟାରୁ ମୋଦି ସରକାର ବିରୋଧରେ ରାହୁଲଙ୍କ ଶିକ୍ଷା ଆନ୍ଦୋଳନ

June 17, 2026

ପିଲାମାନଙ୍କ ସ୍ୱାସ୍ଥ୍ୟ ସହ ଖେଳିବା ପଡ଼ିଲା ମହଙ୍ଗା; ଫି ଫେରସ୍ତ ସହ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଲେ କୋର୍ଟ

June 17, 2026

ଶାନ୍ତି ଚୁକ୍ତି ନା କୂଟନୈତିକ ସଙ୍କଟ ? ଟ୍ରମ୍ପଙ୍କ ଦୋହରା ଆଭିମୁଖ୍ୟକୁ ନେଇ ବିଶ୍ୱ ରାଜନୀତିରେ ନୂଆ ଝଡ଼

June 17, 2026

ବଢିଲା ଖରା ଛୁଟି

June 17, 2026
Latest News

‘ଛାତ୍ରଙ୍କ ଭବିଷ୍ୟତ ପାଇଁ ଲଢ଼େଇ’ : କୋଟାରୁ ମୋଦି ସରକାର ବିରୋଧରେ ରାହୁଲଙ୍କ ଶିକ୍ଷା ଆନ୍ଦୋଳନ

June 17, 2026

ପିଲାମାନଙ୍କ ସ୍ୱାସ୍ଥ୍ୟ ସହ ଖେଳିବା ପଡ଼ିଲା ମହଙ୍ଗା; ଫି ଫେରସ୍ତ ସହ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଲେ କୋର୍ଟ

June 17, 2026

ଶାନ୍ତି ଚୁକ୍ତି ନା କୂଟନୈତିକ ସଙ୍କଟ ? ଟ୍ରମ୍ପଙ୍କ ଦୋହରା ଆଭିମୁଖ୍ୟକୁ ନେଇ ବିଶ୍ୱ ରାଜନୀତିରେ ନୂଆ ଝଡ଼

June 17, 2026

ବଢିଲା ଖରା ଛୁଟି

June 17, 2026

ଶ୍ରୀମନ୍ଦିରରେ ଭେଜାଲ ଘିଅ କାରବାର? ଜବତ ଘଟଣା ପରେ ଉଠିଲା ବଡ଼ ପ୍ରଶ୍ନ

June 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.