Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଚାହିଦାକୁ ଦୃଷ୍ଟିରେ ରଖି ରେମଡେସିଭିର ଉତ୍ପାଦନ ଦଶଗୁଣା ବୃଦ୍ଧି କରିଲା କେନ୍ଦ୍ର
ଜାତୀୟ ଖବର

ଚାହିଦାକୁ ଦୃଷ୍ଟିରେ ରଖି ରେମଡେସିଭିର ଉତ୍ପାଦନ ଦଶଗୁଣା ବୃଦ୍ଧି କରିଲା କେନ୍ଦ୍ର

May 29, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ରେମଡେସିଭିର ଉତ୍ପାଦନ ଦଶଗୁଣା ବୃଦ୍ଧି କରାଯାଇଛି। ୧୧ ଏପ୍ରିଲରେ ଏହି ଔଷଧର ଦୈନିକ ଉତ୍ପାଦନ ପରିମାଣ ୩୩,୦୦୦ ଶିଶି ହୋଇଥିବା ବେଳେ ବର୍ତ୍ତମାନ ଏହା ବୃଦ୍ଧି ପାଇଁ ଦୈନିକ ୩,୫୦,୦୦୦ ଶିଶି ହୋଇଛି।

ମନ୍ତ୍ରୀ ଆହୁରି କହିଛନ୍ତି ଯେ ସରକାର ରେମଡେସିଭିର ଉତ୍ପାଦନ କରୁଥିବା ପ୍ଲାଣ୍ଟଗୁଡ଼ିକର ସଂଖ୍ୟା ଗୋଟିଏ ମାସ ମଧ୍ୟରେ ୨୦ରୁ ବୃଦ୍ଧି ୬୦ କରି ଦେଇଛନ୍ତି। ସେ କହିଥିଲେ ଯେ ଏବେ ଦେଶରେ ପର‌୍ୟ୍ୟାପ୍ତ ପରିମାଣରେ ରେମଡେସିଭିର ରହିଛି କାରଣ ଚାହିଦା ତୁଳନାରେ ଯୋଗାଣ ପରିମାଣ ବହୁଗୁଣା ଅଧିକ ରହିଛି।

ମାଣ୍ଡଭିୟ କହିଥିଲେ ଯେ ସରକାର ରାଜ୍ୟଗୁଡ଼ିକୁ ରେମଡେସିଭିରର କେନ୍ଦ୍ରୀୟ ଆବଣ୍ଟନ ବନ୍ଦ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ସେ ନ୍ୟାସନାଲ ଫାର୍ମାସ୍ୟୁଟିକାଲ୍ସ ପ୍ରାଇସିଂ ଏଜେନ୍ସି ଓ ସିଡିଏସସିଓକୁ ଦେଶରେ ରେମଡେସିଭିର ଉପଲବ୍ଧତା ଉପରେ ଲଗାତାର ନଜର ରଖିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ ଭାରତ ସରକାର ଜରୁରିକାଳୀନ ଆବଶ୍ୟକତା ପାଇଁ ରଣନୈତିକ ଭଣ୍ଡାର ସୃଷ୍ଟି କରିବା ନିମନ୍ତେ ରେମଡେସିଭିରର ୫୦ ଲକ୍ଷ ଶିଶି କ୍ରୟ କରିବା ନିମନ୍ତେ ନିଷ୍ପତ୍ତି ନେଇଛନ୍ତି।

#Remdesivir ରେମଡେସିଭିର
Share. Facebook Twitter LinkedIn Email WhatsApp Copy Link

Related Posts

ବିବାହ ପ୍ରସ୍ତାବକୁ ମନା କରିବାରୁ ଭୟଙ୍କର କାଣ୍ଡ: ମହିଳାଙ୍କ ମୁଣ୍ଡରେ କୁରାଢ଼ି ଚୋଟ, ଯୁବକ ଗିରଫ

September 19, 2026

ପାକ୍ ମସଜିଦ୍‌ରେ ଆତ୍ମଘାତୀ ବିସ୍ଫୋରଣ: ୨୭ ମୃତ, ୭୦ରୁ ଊର୍ଦ୍ଧ୍ୱ ଆହତ

September 19, 2026

ଓସ୍କାର -୨୦୨୭ ଦୌଡ଼ରେ ମରାଠୀ ସିନେମା ‘ଗୋନ୍ଧଲ’

September 19, 2026

ଭାରତ-ପାକ୍ ହ୍ୟାଣ୍ଡ୍‌ସେକ୍ ବିବାଦ: ସରକାରଙ୍କ ନିଷ୍ପତ୍ତିକୁ ମାନିବାକୁ ହେବ-କପିଳଦେବ

September 19, 2026
Latest News

ମା’ଭଗବତୀଙ୍କ ମାନବୀୟ ଲିଳାର ଅନନ୍ୟ ପର୍ବ ପାଣିତୋଳା ଯାତ୍ରା: ନୌବିହାରରୁ ଫେରି ଶୟନ କଲେ ମା’

September 19, 2026

ଗଛକଟା ଅଭିଯୋଗରେ ଫରେଷ୍ଟର ସସପେଣ୍ଡ, କାରଣ ଦର୍ଶାଅ ନୋଟିସ ପରେ ଆକ୍ସନ

September 19, 2026

କଥା କଟାକଟିରୁ ରଣକ୍ଷେତ୍ର, ବରଗଡ଼ରେ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସା

September 19, 2026

ନାଇଜର ହଷ୍ଟେଲରୁ ପଡ଼ି ଛାତ୍ର ମୃତ, ତଦନ୍ତ ଆରମ୍ଭ

September 19, 2026

ଆଜି ପବିତ୍ର ରାଧାଷ୍ଟମୀ: ଶ୍ରୀମନ୍ଦିରରେ ନଗର ପରିକ୍ରମା କରିବେ ଚକ୍ରରାଜ ସୁଦର୍ଶନ

September 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.