Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୨୦୨୧-୨୨ ବର୍ଷ ପାଇଁ ଫସଫେଟିକ ଓ ପୋଟାସିକ ସାର ଉପରେ ସବସିଡିକୁ କ୍ୟାବିନେଟ ମଞ୍ଜୁରି
ଆଜିର ଖବର

୨୦୨୧-୨୨ ବର୍ଷ ପାଇଁ ଫସଫେଟିକ ଓ ପୋଟାସିକ ସାର ଉପରେ ସବସିଡିକୁ କ୍ୟାବିନେଟ ମଞ୍ଜୁରି

June 16, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
୨୦୨୧-୨୨ ବର୍ଷ ପାଇଁ ଫସଫେଟିକ ଓ ପୋଟାସିକ ସାର ଉପରେ ସବସିଡିକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ ସମିତି (ସିସିଇଏ) ସାର ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରି ଦେଇଛି। ୨୦୨୧-୨୨ (ବର୍ତ୍ତମାନର ମୌସୁମୀ ଋତୁ) ପାଇଁ ଫସଫେଟିକ ଓ ପୋଟାସିକ (ପି ଆଣ୍ଡ କେ) ସାର ଉପରେ ପୋଷକ ତତ୍ତ୍ୱ ଆଧାରିତ ସବସିଡି (ଏନବିଏସ) ନିର୍ଦ୍ଧାରଣ କରିବା ଲାଗି ସାର ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ଏବେ କ୍ୟାବିନେଟ ଅନୁମୋଦିତ ସବସିଡି ଦର ଲାଗୁ ହେବ।

ଭାରତ ସରକାର ବିଭିନ୍ନ ପ୍ରକାରର ସାର, ବିଶେଷ କରି ୟୁରିଆ ଏବଂ ୨୨ ଗ୍ରେଡ ବିଶିଷ୍ଟ ପି ଆଣ୍ଡ କେ ସାରଗୁଡ଼ିକର ଉପଲବ୍ଧତା ସୁନିଶ୍ଚିତ କରୁଛନ୍ତି, ଯେଉଁଥିରେ ଡିଏପି ମଧ୍ୟ ସାମିଲ ରହିଛି। ଏସବୁ ସାର ନିର୍ମାତା ଏବଂ ଆମଦାନୀକାରୀମାନଙ୍କ ଠାରୁ ସବସିଡି ଦରରେ ଚାଷୀମାନଙ୍କୁ ମିଳିବ। ପି ଆଣ୍ଡ କେ ସାର ଉପରେ ସବସିଡି ଏନବିଏସ ଯୋଜନା ଆଧାରରେ ଦିଆଯାଉଛି। ଏହା ଏପ୍ରିଲ ପହିଲା, ୨୦୧୦ ଠାରୁ ଲାଗୁ ହୋଇଛି। ଚାଷୀଙ୍କୁ ସମର୍ଥନ କରିବାର ଭାବନା ନେଇ ଚାଷୀମାନଙ୍କୁ ଶସ୍ତା ଦରରେ ପି ଆଣ୍ଡ କେ ସାର ଯଥେଷ୍ଟ ପରିମାଣରେ ଶସ୍ତା ଦରରେ ଯୋଗାଇ ଦେବା ନିମନ୍ତେ ସରକାର ପ୍ରତିଶ୍ରୁତିବଦ୍ଧ। ଏହି ସବସିଡି ଏନବିଏସ ଦର ଆଧାରରେ କମ୍ପାନୀଗୁଡ଼ିକୁ ଜାରି କରାଯିବ, ଯାହାଫଳରେ ଚାଷୀମାନଙ୍କୁ ଶସ୍ତା ମୂଲ୍ୟରେ ସାର ମିଳିପାରିବ।

cabinet meeting ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାର ଉପରେ ସବସିଡି
Share. Facebook Twitter LinkedIn Email WhatsApp Copy Link

Related Posts

ବର୍ଷ ବର୍ଷର ଯନ୍ତ୍ରଣା ପରେ, ହାତୀ ମାଣିକିକୁ ବନତାରାରେ ମିଳିଲା ନୂତନ ଜୀବନ

June 25, 2026

କ୍ଲିନିକାଲ୍ ଏଷ୍ଟାବ୍ଲିସମେଣ୍ଟ ଆଇନରେ ‘ଜନ ବିଶ୍ୱାସ’ ସଂସ୍କାର; ନିୟାମକ ଦକ୍ଷତା ବୃଦ୍ଧିକୁ ଗୁରୁତ୍ୱ

June 25, 2026

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ୨୦୨୩-୨୪ ଘୋଷିତ : ପୁଷ୍କରା ଶ୍ରେଷ୍ଠ ଚଳଚ୍ଚିତ୍ର

June 25, 2026

MI ପାଇଁ ଖେଳିବେ ପାକିସ୍ତାନର ମହମ୍ମଦ ଆମିର: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ମୁମ୍ବାଇ ଫ୍ରାଞ୍ଚାଇଜ୍ ର ଏହି ନିଷ୍ପତ୍ତି

June 25, 2026
Latest News

ବର୍ଷ ବର୍ଷର ଯନ୍ତ୍ରଣା ପରେ, ହାତୀ ମାଣିକିକୁ ବନତାରାରେ ମିଳିଲା ନୂତନ ଜୀବନ

June 25, 2026

କ୍ଲିନିକାଲ୍ ଏଷ୍ଟାବ୍ଲିସମେଣ୍ଟ ଆଇନରେ ‘ଜନ ବିଶ୍ୱାସ’ ସଂସ୍କାର; ନିୟାମକ ଦକ୍ଷତା ବୃଦ୍ଧିକୁ ଗୁରୁତ୍ୱ

June 25, 2026

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ୨୦୨୩-୨୪ ଘୋଷିତ : ପୁଷ୍କରା ଶ୍ରେଷ୍ଠ ଚଳଚ୍ଚିତ୍ର

June 25, 2026

MI ପାଇଁ ଖେଳିବେ ପାକିସ୍ତାନର ମହମ୍ମଦ ଆମିର: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ମୁମ୍ବାଇ ଫ୍ରାଞ୍ଚାଇଜ୍ ର ଏହି ନିଷ୍ପତ୍ତି

June 25, 2026

କେ.ଏ.ଟି.ଏସ୍ ଆୟୁର୍ବେଦ କଲେଜ ତରଫରୁ ମାଗଣା ସ୍ଵାସ୍ଥ୍ୟ ଶିବିର

June 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.