Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାଗଣାରେ ବୈଦ୍ୟୁତିକ ସ୍କୁଟର ପାଇବାର ବଡ଼ ସୁଯୋଗ, ଦେଖନ୍ତୁ କମ୍ପାନୀ କ’ଣ ପ୍ରଦାନ କରୁଛି ଅଫର
ଆଜିର ଖବର

ମାଗଣାରେ ବୈଦ୍ୟୁତିକ ସ୍କୁଟର ପାଇବାର ବଡ଼ ସୁଯୋଗ, ଦେଖନ୍ତୁ କମ୍ପାନୀ କ’ଣ ପ୍ରଦାନ କରୁଛି ଅଫର

September 3, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍ ଦୁଇ ଚକିଆ ସେଗମେଣ୍ଟରେ ଦେଶର ଅଗ୍ରଣୀ ଯାନ ନିର୍ମାତା ହିରୋ ଇଲେକ୍ଟ୍ରିକ୍ ଏହି ଉତ୍ସବ ଋତୁ ଆରମ୍ଭରେ ଗ୍ରାହକଙ୍କ ପାଇଁ ଏକ ଆକର୍ଷଣୀୟ ଅଫର ଆଣିଛି। କମ୍ପାନୀ ଏହି ଅଫରକୁ ‘ଓଣମ ଅଫର’ ନାମରେ ନାମିତ କରିଛି। ଏହି ଅଫର ଅନୁଯାୟୀ କମ୍ପାନୀ କେରଳ ରାଜ୍ୟରେ ଏହି ଅଫର ଅବଧି ସମୟରେ ପ୍ରତ୍ୟେକ ୧୦୦ ତମ ଗ୍ରାହକଙ୍କୁ ଗୋଟିଏ ମାଗଣା ବୈଦ୍ୟୁତିକ ସ୍କୁଟର ଦେବାକୁ ଘୋଷଣା କରିଛି।

ହିରୋ ଇଲେକ୍ଟ୍ରିକ୍ ର ଏହି ଅଫର ଓଣମ ପର୍ବର ଶେଷ ପର୍ଯ୍ୟନ୍ତ ଚାଲିବ। ଏଥିସହ ଗ୍ରାହକମାନେ ଏହି ବୈଦ୍ୟୁତିକ ସ୍କୁଟରରେ ୫ ବର୍ଷର ୱାରେଣ୍ଟି ମଧ୍ୟ ପାଇବେ, ଯାହାକି ଦୁଇ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ। ଏହି ପର୍ବରେ କମ୍ପାନୀ ଗ୍ରାହକଙ୍କୁ ଏପରି ଅଫର ଦେଇ ବୈଦ୍ୟୁତିକ ଯାନ କିଣିବାକୁ ଲୋକଙ୍କୁ ଉତ୍ସାହିତ କରୁଛି।

ଏହି ଅଫର ଘୋଷଣା କରି କମ୍ପାନୀର ସିଇଓ ସୋହିନ୍ଦର ଗିଲ କହିଛନ୍ତି ଯେ, “ଦେଶରେ ଇଭି (ଇଲେକ୍ଟ୍ରିକ୍ ଭେଇକିଲ୍) କୁ ପ୍ରୋତ୍ସାହିତ କରିବା ପାଇଁ କମ୍ପାନୀ କ୍ରମାଗତ ଭାବରେ ଉଦ୍ୟମ କରୁଛି ଏବଂ ପ୍ରତିଶ୍ରୁତିବଦ୍ଧ ଅଟେ। ଆମର ବିଶ୍ୱାସ ଯେ, ସବୁଜ ନିର୍ଗମନ ଗ୍ରହଣ କରିବା ଏବଂ ଲୋକଙ୍କ ମାନସିକତା ବଦଳାଇବା ପାଇଁ ଏହିପରି ଉତ୍ସବ ହେଉଛି ଭଲ ସୁଯୋଗ।

କେରଳ
Share. Facebook Twitter LinkedIn Email WhatsApp Copy Link

Related Posts

ଟି-୨୦ ଦଳର କିଏ ହେବ ପରବର୍ତ୍ତୀ ଅଧିନାୟକ?: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ ବିସିସିଆଇ ର ଏହି ନିଷ୍ପତ୍ତି

June 5, 2026

ମମତା ବାନାର୍ଜୀଙ୍କୁ ନିଜ ଆସନ ଯାଚିଲେ ହୁମାୟୁନ୍: କହିଲେ, ଟିଏମସି ର ପରିସ୍ଥିତି ଦେଖି କଷ୍ଟ ହେଉଛି

June 5, 2026

ଭାରତରେ ଲିଭରପୁଲ୍ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ପ୍ରତିଷ୍ଠା ନେଇ ମଞ୍ଜୁରୀ ପତ୍ର ପ୍ରଦାନ

June 5, 2026

କୁଏତ ବିମାନବନ୍ଦର ଆକ୍ରମଣରେ ଜଣେ ଭାରତୀୟଙ୍କ ମୃତ୍ୟୁ; ଆହତ ୧୩ ଜଣଙ୍କୁ ସହାୟତା ପ୍ରଦାନ

June 5, 2026
Latest News

ଟି-୨୦ ଦଳର କିଏ ହେବ ପରବର୍ତ୍ତୀ ଅଧିନାୟକ?: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ ବିସିସିଆଇ ର ଏହି ନିଷ୍ପତ୍ତି

June 5, 2026

ମମତା ବାନାର୍ଜୀଙ୍କୁ ନିଜ ଆସନ ଯାଚିଲେ ହୁମାୟୁନ୍: କହିଲେ, ଟିଏମସି ର ପରିସ୍ଥିତି ଦେଖି କଷ୍ଟ ହେଉଛି

June 5, 2026

ସାଇଲେଣ୍ଟ କିଲର କିଡନୀ ରୋଗ: ଡେରି ହେବା ପୂର୍ବରୁ ଜାଣନ୍ତୁ ଏହାର ଲକ୍ଷଣ

June 5, 2026

ଭାରତରେ ଲିଭରପୁଲ୍ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ପ୍ରତିଷ୍ଠା ନେଇ ମଞ୍ଜୁରୀ ପତ୍ର ପ୍ରଦାନ

June 5, 2026

କୁଏତ ବିମାନବନ୍ଦର ଆକ୍ରମଣରେ ଜଣେ ଭାରତୀୟଙ୍କ ମୃତ୍ୟୁ; ଆହତ ୧୩ ଜଣଙ୍କୁ ସହାୟତା ପ୍ରଦାନ

June 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.