Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ଏଲ ଆଣ୍ଡ ଟି ର ସିଇଓ ଏସ.ଏନ ସୁବ୍ରମଣ୍ୟମ
ଆଜିର ଖବର

ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ଏଲ ଆଣ୍ଡ ଟି ର ସିଇଓ ଏସ.ଏନ ସୁବ୍ରମଣ୍ୟମ

October 28, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ଏଲ ଆଣ୍ଡ ଟି ର ସିଇଓ ଏସ.ଏନ ସୁବ୍ରମଣ୍ୟମ

ଭୁବନେଶ୍ବର:  ଆଜି ଏଲ ଆଣ୍ଡ ଟିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପରିଚାଳନା ନିର୍ଦ୍ଦେଶକ ଏସ.ଏନ ସୁବ୍ରମଣ୍ୟମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି।ନବୀନ ନିବାସରେ କଂପାନୀର ବରିଷ୍ଠ ଅଧିକାରୀଙ୍କ ସହିତ ସେ ଏହି ସାକ୍ଷାତ କରିଛନ୍ତି। ଏଥିରେ ଓଡିଶାରେ ଆୟୋଜିତ ହେବାକୁ ଥିବା ମେକ ଇନ ଓଡିଶା କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ତାଙ୍କୁ ନିମନ୍ତ୍ରଣ କରାଯାଇଛି।

ତେବେ ଓଡିଶାରେ ଏହି କଂପାନୀ ତରଫରୁ ବର୍ତ୍ତମାନ ଚାଲିଥିବା ବିଭିନ୍ନ ପ୍ରକଳ୍ପ ସଂପର୍କରେ ସେ ବିସ୍ତୁତ ତଥ୍ୟ ପ୍ରଦାନ କରିଥିଲେ। ଏଥିସହିତ ମୁଖ୍ୟମନ୍ତ୍ରୀ ଓଡିଶାରେ ଆଉ କେତେକ ପ୍ରକଳ୍ପ କରିବା ପାଇଁ କଂପାନୀ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ସେଗୁଡିକ ମଧ୍ୟରେ ରହିଛି ପାରାଦ୍ବୀପ, ଗୋପାଳପୁର ଓ ଧାମରା ପରି ଶିଳ୍ପାଞ୍ଚଳରେ ଜଳ ବିଶୋଧନ ପ୍ରକଳ୍ପ ସ୍ଥାପନ। ସେହିପରି ଏରୋସ୍ପେସ୍ ଓ ସାମରିକ କାରଖାନା ପ୍ରତିଷ୍ଠା କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି।

ଏହି ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5ଟି ସଚିବ ଭି କେ ପାଣ୍ଡିଆନ ଉପସ୍ଥିତ ଥିଲେ।

Chief Minister Naveen Patnaik L&T Naveen Patnaik SN Subrahmanyan
Share. Facebook Twitter LinkedIn Email WhatsApp Copy Link

Related Posts

ଏସୀୟ କ୍ରୀଡ଼ାରେ ବଡ଼ ବିପର୍ଯ୍ୟୟ: କ୍ରିକେଟରେ ଆଫଗାନିସ୍ତାନକୁ ପରାସ୍ତ କଲା ନେପାଳ

September 25, 2026

ଏସୀୟ କ୍ରୀଡ଼ା: କବାଡିରେ ୨ ପଦକ ନିଶ୍ଚିତ; ଭାରତକୁ ମିଳିପାରେ ଦୁଇଟି ସ୍ୱର୍ଣ୍ଣ

September 25, 2026

ଅଭିନେତା ମୁସ୍ତାକ ଖାନଙ୍କ ପରଲୋକ

September 25, 2026

ଜାତିସଂଘର ସ୍ଥାୟୀ ସଦସ୍ୟତା ପ୍ରସଙ୍ଗ: ଭାରତ ସପକ୍ଷରେ ଠିଆ ହେଲା ଏହି ଦେଶ

September 25, 2026
Latest News

ଏସୀୟ କ୍ରୀଡ଼ାରେ ବଡ଼ ବିପର୍ଯ୍ୟୟ: କ୍ରିକେଟରେ ଆଫଗାନିସ୍ତାନକୁ ପରାସ୍ତ କଲା ନେପାଳ

September 25, 2026

ଏସୀୟ କ୍ରୀଡ଼ା: କବାଡିରେ ୨ ପଦକ ନିଶ୍ଚିତ; ଭାରତକୁ ମିଳିପାରେ ଦୁଇଟି ସ୍ୱର୍ଣ୍ଣ

September 25, 2026

ଅଭିନେତା ମୁସ୍ତାକ ଖାନଙ୍କ ପରଲୋକ

September 25, 2026

ଜାତିସଂଘର ସ୍ଥାୟୀ ସଦସ୍ୟତା ପ୍ରସଙ୍ଗ: ଭାରତ ସପକ୍ଷରେ ଠିଆ ହେଲା ଏହି ଦେଶ

September 25, 2026

ବାଘ ଆତଙ୍କ: ଘରେ ପଶିଲା ମହାବଳ, ଭୟଭୀତ ଅବସ୍ଥାରେ ଗ୍ରାମବାସୀ

September 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.