ମହଙ୍ଗା ମାଡ!, ପୁଣି ବଢିଲା ଅମୁଲ କ୍ଷୀରର ମୂଲ୍ୟ

Published: Apr 1, 2023, 1:51 pm IST

ନୂଆଦିଲ୍ଲୀ: କ୍ଷୀରର ମୂଲ୍ୟ ବୃଦ୍ଧି ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଇଛି। ବର୍ତ୍ତମାନ ଦେଶର ବଡ ଦୁଗ୍ଧ କମ୍ପାନୀ ଅମୁଲ ଏହାର କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଯାହା ଗ୍ରାହକଙ୍କୁ ପୁଣି ଥରେ ଝଟକା ଲାଗିଛି। ଗୁଜୁରାଟରେ କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିବାକୁ କମ୍ପାନୀ ନିଷ୍ପତ୍ତି ନେଇଛି। ଆଜି ଠାରୁ ନୂତନ ଦର କାର୍ଯ୍ୟକାରୀ ହୋଇଛି।

Related posts