Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତୀୟ ବଜାରରେ ଉପଲବ୍ଧ ହେଲା ଗାଲାକ୍ସି ଏ 51
ଆଜିର ଖବର

ଭାରତୀୟ ବଜାରରେ ଉପଲବ୍ଧ ହେଲା ଗାଲାକ୍ସି ଏ 51

January 29, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ଭାରତୀୟ ବଜାରରେ ଲଞ୍ଚ ହୋଇଛି ସାମସଙ୍ଗର ନୂତନ ଗାଲାକ୍ସି ଏ 51 । ବୁଧବାର ଭାରତୀୟ ବଜାରରେ ଲଞ୍ଚ ହୋଇଥିବା ଏହି ଫୋନ୍‌ର ମୂଲ୍ୟ 23999 ଟଙ୍କା ରହିଛି । ବ୍ଲୁ, ହ୍ବାଇଟ୍‌ ଏବଂ ବ୍ଲାକ୍‌ ପ୍ରିଜ୍‌ମ ରଙ୍ଗରେ ଏହି ଫୋନ୍‌ ଉପଲବ୍ଧ ହେବାକୁ ଯାଉଛି । ଆଜିଠାରୁ ଏହି ଫୋନ୍‌ ଅନ୍‌ଲାଇନ୍‌ ଉପଲବ୍ଧ ହେବାକୁ ଥିବା ବେଳେ 31 ତାରିଖଠାରୁ ଏହା ରିଟେଲ ଷ୍ଟୋରରେ ଉପଲବ୍ଧ ହେବାକୁ ଯାଉଛି । ସାମସଙ୍ଗ ପକ୍ଷରୁ ଏହି ଫୋନ୍‌ରେ ଇନ୍‌ଫିନିଟି ଓ ସୁପର ଆମୋଲେଡ୍‌ ଡିସ୍‌ପ୍ଲେର ବ୍ୟବହାର କରାଯାଇଛି । ଫୋନ୍‌ରେ 4ଟି କ୍ୟାମେରା ରହିଛି । 48 ମେଗାପିକ୍ସେଲ୍‌ର ମୁଖ୍ୟ କ୍ୟାମେରା ସହିତ 5 ମେଗାପିକ୍ସେଲ୍‌ର ତିନୋଟି କ୍ୟାମେରା ରହିଛି । 15 ଓ୍ବାଟ୍‌ର ଫାଷ୍ଟ ଚାର୍ଜର ସହିତ 4000 ଏମ୍‌ଏଏଚ୍‌ର ବ୍ୟାଟେରୀ ରହିଛି ।

india samsung
Share. Facebook Twitter LinkedIn Email WhatsApp Copy Link

Related Posts

ରାସ୍ତାରେ ୨ ଯୁବକଙ୍କୁ ନିସ୍ତୁକ ମାଡ଼

May 22, 2026

ଲ୍ୟାମ୍ପସ ଏମଡ଼ିଙ୍କ ଘରେ ଭିଜିଲାନ୍ସ

May 22, 2026

ଡିଜିଟାଲ୍ ସେନସେସନ୍ CJPର କାହାଣୀ

May 22, 2026

ଜଳିଗଲା ଯାତ୍ରୀବାହୀ ବସ୍‌, ୨ ଜୀବନ୍ତ ଦଗ୍ଧ

May 22, 2026
Latest News

ଜାତୀୟ ଆୟୁର୍ବେଦ କଂଗ୍ରେସ ପ୍ରତିଷ୍ଠା ଦିବସ, ୨୪ ତାରିଖରେ ହେବ ପାଳନ

May 22, 2026

ରାସ୍ତାରେ ୨ ଯୁବକଙ୍କୁ ନିସ୍ତୁକ ମାଡ଼

May 22, 2026

ଲ୍ୟାମ୍ପସ ଏମଡ଼ିଙ୍କ ଘରେ ଭିଜିଲାନ୍ସ

May 22, 2026

ଡିଜିଟାଲ୍ ସେନସେସନ୍ CJPର କାହାଣୀ

May 22, 2026

ଜଳିଗଲା ଯାତ୍ରୀବାହୀ ବସ୍‌, ୨ ଜୀବନ୍ତ ଦଗ୍ଧ

May 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.