Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୋରୋନା ଆତଙ୍କ : ପ୍ଲାଟଫର୍ମ ଟିକେଟ୍‌ର ମୂଲ୍ୟ 50 ଟଙ୍କା ଛୁଇଁଲା
ଆଜିର ଖବର

କୋରୋନା ଆତଙ୍କ : ପ୍ଲାଟଫର୍ମ ଟିକେଟ୍‌ର ମୂଲ୍ୟ 50 ଟଙ୍କା ଛୁଇଁଲା

March 18, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : କୋରୋନା ଭାଇରସ୍‌ ଆତଙ୍କ କାରଣରୁ ବିଭିନ୍ନ ଟ୍ରେନ୍‌ର ଯାତାୟତ ବାଧାପ୍ରାପ୍ତ ହେଉଥିବା ବେଳେ ପ୍ଲାଟଫର୍ମ ଟିକଟର ମୂଲ୍ୟ ଆକାଶ ଛୁଇଁଛି । ପୂର୍ବରୁ ପ୍ଲାଟଫର୍ମ ଟିକଟର ମୂଲ୍ୟ 10 ଟଙ୍କା ରହିଥିବା ବେଳେ ବର୍ତ୍ତମାନ ଏହା 50 ଟଙ୍କାରେ ପହଞ୍ଚିଛି । ଷ୍ଟେସନରେ ଅଯଥା ଭିଡରୁ ମୁକ୍ତି ପାଇବା ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ଏହି ଘୋଷଣା କରାଯାଇଛି । ଭୁବନେଶ୍ବର, କଟକ, ପୁରୀ, ଭଦ୍ରକ, ବ୍ରହ୍ମପୁର, ବିଶାଖାମପଟ୍ଟନମ୍‌, ବିଜୟନଗରମ୍‌, ଶ୍ରୀକାକୁଲମ୍‌ ରୋଡ୍‌, ରାୟଗଡା ଏବଂ ସମ୍ବଲପୁର ଷ୍ଟେସନ୍‌ ପାଇଁ ଏହି ଦରବୃଦ୍ଧି ଘୋଷଣା କରାଯାଇଛି । ବିଶାଖାପଟ୍ଟନମ୍‌ରେ ଏହି ନିୟମ ଲାଗୁ କରାଯାଇଛି ।

covid19
Share. Facebook Twitter LinkedIn Email WhatsApp Copy Link

Related Posts

ସୁନା ଏବଂ ରୂପା ମୂଲ୍ୟରେ ବଡ଼ ବୃଦ୍ଧି: ଜାଣନ୍ତୁ ଆଜିର ଦର

April 8, 2026

‘ମୋଦିଙ୍କ କୂଟନୀତିକୁ କଠୋର ଆଘାତ’: ଆମେରିକା-ଇରାନ ଯୁଦ୍ଧବିରତି ପରେ କଂଗ୍ରେସର ଆକ୍ରମଣ

April 8, 2026

ରେପୋ ରେଟ୍ ଅପରିବର୍ତ୍ତିତ

April 8, 2026

ଭିଜିଲାନ୍ସ ଜାଲରେ ଜଳସେଚନ ଯନ୍ତ୍ରୀ

April 8, 2026
Latest News

ସୁନା ଏବଂ ରୂପା ମୂଲ୍ୟରେ ବଡ଼ ବୃଦ୍ଧି: ଜାଣନ୍ତୁ ଆଜିର ଦର

April 8, 2026

‘ମୋଦିଙ୍କ କୂଟନୀତିକୁ କଠୋର ଆଘାତ’: ଆମେରିକା-ଇରାନ ଯୁଦ୍ଧବିରତି ପରେ କଂଗ୍ରେସର ଆକ୍ରମଣ

April 8, 2026

ରେପୋ ରେଟ୍ ଅପରିବର୍ତ୍ତିତ

April 8, 2026

ଆମେରିକା-ଇରାନ ଯୁଦ୍ଧବିରତିରୁ ଭାରତକୁ ବହୁତ ଲାଭ!: ଜାଣନ୍ତୁ

April 8, 2026

ଭିଜିଲାନ୍ସ ଜାଲରେ ଜଳସେଚନ ଯନ୍ତ୍ରୀ

April 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.