Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»100 ପଏଣ୍ଟ ଉପରକୁ ଉଠିଲା ସେନସେକ୍ସ : ହିଣ୍ଡାଲକୋ ଅଂଶଧନ ମୂଲ୍ୟରେ 3 ପ୍ରତିଶତର ଅଭିବୃଦ୍ଧି
ଆଜିର ଖବର

100 ପଏଣ୍ଟ ଉପରକୁ ଉଠିଲା ସେନସେକ୍ସ : ହିଣ୍ଡାଲକୋ ଅଂଶଧନ ମୂଲ୍ୟରେ 3 ପ୍ରତିଶତର ଅଭିବୃଦ୍ଧି

May 27, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ବୁଧବାର 100 ପଏଣ୍ଟ ଉପରକୁ ଉଠିଛି ସେନସେକ୍ସ । 100 ପଏଣ୍ଟର ଅଭିବୃଦ୍ଧି ସହିତ ସେନସେକ୍ସ 30671.28 ପଏଣ୍ଟରେ ପହଞ୍ଚିଥିବା ବେଳେ ନିଫ୍‌ଟି 20.25 ପଏଣ୍ଟର ଅଭିବୃଦ୍ଧି ସହିତ 9049.30 ପଏଣ୍ଟରେ ପହଞ୍ଚିଛି । ହିଣ୍ଡାଲକୋ ଅଂଶଧନ ମୂଲ୍ୟରେ 3.21 ପ୍ରତିଶତର ଅଭିବୃଦ୍ଧି ଘଟିଥିବା ବେଳେ କୋଟାକ ମହିନ୍ଦ୍ରା 2.37 ପ୍ରତିଶତ ଏବଂ ୟୁପିଏଲ୍‌ 1.90 ପ୍ରତିଶତର ଅଭିବୃଦ୍ଧି ଘଟିଛି । ଏହି ସମୟରେ ବଜାଜକ ଫିନସର୍ଭ ସବୁଠାରୁ ଅଧିକ କ୍ଷତି ସହିଛି । ବଜାଜ୍‌ ଫିନସର୍ଭ 2.08 ପ୍ରତିଶତର ହ୍ରାସ ଘଟିଥିବା ବେଳେ ଏମ୍‌ ଆଣ୍ଡ ଏମ୍‌ 1.82 ପ୍ରତିଶତ ଏବଂ ଟାଇଟାନ 1.56 ପ୍ରତିଶତର କ୍ଷତି ସହିଛି ।

ଏସିଆନ୍‌ ସେୟାର ବଜାର ଏହି ସମୟରେ ମିଶ୍ରିତ ପ୍ରଦର୍ଶନ କରିଛି । ଜାପାନ୍‌ର ନିକ୍କି 0.84 ପ୍ରତିଶତ ଉପରକୁ ଉଠିଥିବା ବେଳେ ସାଙ୍ଘାଇ କମ୍ପୋଜିଟ୍‌ 0.05 ତଳକୁ ଖସିଛି । ତାଇଓ୍ବାନ ସେୟାର ବଜାର 0.27 ପ୍ରତିଶତ ଉପରକୁ ଉଠିଥିବା ବେଳେ ହଂକଂର ହାଙ୍ଗସେଙ୍ଗ 0.39 ପ୍ରତିଶତ ତଳକୁ ଖସିଛି । ଦକ୍ଷିଣ କୋରିଆର କୋସ୍ପି ଆଡଭାନ୍ସଡ୍‌ 0.18 ପ୍ରତିଶତ ଉପରକୁ ଉଠିଛି । ଏହି ସମୟରେ ଅଶୋଧିତ ତୈଳର ମୂଲ୍ୟ 0.33 ପ୍ରତିଶତ ତଳକୁ ଖସିଛି । ଅଶୋଧିତ ତୈଳର ମୂଲ୍ୟ 34.18 ଡଲାର ରହିଛି । (

hindalco nifty sensex stockmarket
Share. Facebook Twitter LinkedIn Email WhatsApp Copy Link

Related Posts

ରେଳଭଡାରେ କୌଣସି ବ୍ୟବସାୟିକ ଗୋପନୀୟତା ନାହିଁ: ଅଶ୍ୱିନୀ ବୈଷ୍ଣବ

March 12, 2026

ତିରୁଚିରାପଲ୍ଲିରେ ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

March 12, 2026

ଦୃଢ଼ ଡିଜିଟାଲ ଭିତ୍ତିଭୂମି ଦ୍ୱାରା ଡିଜିଟାଲ ଅନ୍ତର୍ଭୁକ୍ତିକୁ ଆଗେଇ ନେଉଛି ଡିଜିଟାଲ ଇଣ୍ଡିଆ: ଅଶ୍ୱିନୀ ବୈଷ୍ଣବ

March 12, 2026

କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀଙ୍କ ଦ୍ୱାରା ‘ଭାରତ ଟେକ୍ସ ୨୦୨୬’ ଶୁଭାରମ୍ଭ

March 12, 2026
Latest News

ରେଳଭଡାରେ କୌଣସି ବ୍ୟବସାୟିକ ଗୋପନୀୟତା ନାହିଁ: ଅଶ୍ୱିନୀ ବୈଷ୍ଣବ

March 12, 2026

ତିରୁଚିରାପଲ୍ଲିରେ ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

March 12, 2026

ଦୃଢ଼ ଡିଜିଟାଲ ଭିତ୍ତିଭୂମି ଦ୍ୱାରା ଡିଜିଟାଲ ଅନ୍ତର୍ଭୁକ୍ତିକୁ ଆଗେଇ ନେଉଛି ଡିଜିଟାଲ ଇଣ୍ଡିଆ: ଅଶ୍ୱିନୀ ବୈଷ୍ଣବ

March 12, 2026

କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀଙ୍କ ଦ୍ୱାରା ‘ଭାରତ ଟେକ୍ସ ୨୦୨୬’ ଶୁଭାରମ୍ଭ

March 12, 2026

ଏର୍ଣ୍ଣାକୁଲମ୍‌ରେ ୧୧ ହଜାର କୋଟିର ବିକାଶ ପ୍ରକଳ୍ପର ଉଦଘାଟନ ଓ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.