ରାଜ୍ୟରେ ବଢିଲା ଗାଡ଼ି ଟ୍ୟାକ୍ସ ପୈଠ ଅବଧି, ଗାଡ଼ି ମାଲିକଙ୍କୁ ଆଶ୍ବସ୍ତି

Published: Jul 7, 2020, 7:45 pm IST

ଭୁବନେଶ୍ବର, ରାଜ୍ୟରେ ମୋଟର ଗାଡ଼ି ଟ୍ୟାକ୍ସ/ଅତିରିକ୍ତ ଟ୍ୟାକ୍ସ ପୈଠ ଅବଧିକୁ ଆସନ୍ତା 31 ତାରିଖ ଯାଏଁ ବଢାଇ ଦିଆ ଯାଇଛି। ଅତିରିକ୍ତ ଟ୍ୟାକ୍ସ ପୈଠର ଅବଧି ମଧ୍ୟ ସରକାର ବଢାଇଛନ୍ତି। ଏପ୍ରିଲ-ଜୁନର ମାଲବାହୀ ଗାଡ଼ି ଟ୍ୟାକ୍ସ ପୈଠ ଅବଧି 15 ଯାଏଁ ବଢିଛି। ପୂର୍ବରୁ ‘ବାହନ’ ସର୍ଭର କାର୍ଯ୍ୟ ଧିମା ଥିବାରୁ ଅଧିକ ସମୟ ଦିଆଯାଇଥିଲା। ଏହା ଫଳରେ ଲକ୍ ଡାଉନ୍ ପାଇଁ ଗାଡ଼ି ଟିକସ ପୈଠ କରିପାରିନଥିବା ମାଲିକଙ୍କୁ ଆଶ୍ବସ୍ତି ମିଳିଛି।

Related posts