Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ଚାରୋଟି ରାଶି ଉପରେ ବିଷ୍ଣୁଦେବଙ୍କର ରହିଛି ଆର୍ଶିବାଦ, ହଠାତ୍ ଧନ ପ୍ରାପ୍ତିର ଯୋଗ
ଆଜିର ଖବର

ଆଜି ଚାରୋଟି ରାଶି ଉପରେ ବିଷ୍ଣୁଦେବଙ୍କର ରହିଛି ଆର୍ଶିବାଦ, ହଠାତ୍ ଧନ ପ୍ରାପ୍ତିର ଯୋଗ

October 30, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
Horoscope. (Photo Courtesy: Pixabay)

ନୂଆଦିଲ୍ଲୀ, ଆଜି ଚାରୋଟି ରାଶି ଉପରେ ପ୍ରଭୃ ବିଷ୍ଣୁଦେବଙ୍କର ଆର୍ଶିବାଦ ଯୋଗ ରହିଛି। ଏହି ରାଶିର ବ୍ୟକ୍ତିମାନେ ସେମାନଙ୍କର ଦିନଟି ବେସ୍ ସୁଖମୟ ହେବା ସହିତ ହଠାତ ଧନ ପ୍ରାପ୍ତିର ସମ୍ଭାବନା ଯୋଗ ରହିଛି। ଏହି ରାଶିର ବ୍ୟକ୍ତିମାନଙ୍କର ଭାଗ୍ୟ ବେଶ୍ ମଜବୁତ ରହିବ। ସବୁକ୍ଷେତ୍ରରେ ଚାହିଁବା ମୁତାବିକ ସଫଳତା ହାସଲ କରିବେ। ଗଣନା ଅନୁସାରେ ଏହି ଯୋଗ ରହିଥିବାର ଜଣାପଡିଛି। ବହୁଦିନର ସଂପତ୍ତି ବିବାଦର ସମାଧାନ ହେବାର ଲକ୍ଷଣ ମଧ୍ୟ ପ୍ରକାଶ ପାଇଛି। ଏହି ଚାରୋଟି ରାଶି ଉପରେ ଶନିଦେବଙ୍କର ମଧ୍ୟ ଶୁଭଦୃଷ୍ଟି ରହିଛି। ଆପଣ ଅଚାନକ ଏକ ସଫଳତା ହାସଲ କରିବେ। ପିଲାମାନଙ୍କର ଏକ ସଫଳତାର ଏକ ବଡ ଖବର ଶୁଣିବାକୁ ମିଳିବ। ଯାହାକୁ ନେଇ ଆପଣ ସମାଜରେ ଗର୍ବ କରିବେ। ଫଳରେ ଆପଣଙ୍କର ସମାଜରେ ଏକ ପ୍ରତିଷ୍ଠା ମିଳିବ।

ବିଷ୍ଣୁଦେବଙ୍କ ଆର୍ଶିବାଦରେ ଆପଣଙ୍କର କ୍ୟାରିୟରରେ ମଧ୍ୟ ଏକ ବଡ ସଫଳତା ମିଳିବାର ଯୋଗ ରହିଛି। ସମାଜର ଅନୁଭବି ଲୋକଙ୍କର ସହଯୋଗ ପୂର୍ଣ୍ଣମାତ୍ରାରେ ହାସଲ କରିବେ। ଆପଣ ଯଦି କୌଣସି ସ୍ଥାନକୁ କାମରେ ଯାତ୍ରା କରୁଛନ୍ତି ତାହା ମଧ୍ୟ ସଫଳ ହେବ। ଏହି ସମୟରେ ଆପଣଙ୍କର ଆତ୍ମବଳ ବୃଦ୍ଧି ପାଇବ। ଏହି ଚାରୋଟି ରାଶି ହେଉଛି ସିଂହଁ, ମିଥୁନ, ମେଷ ଏବଂ କୁମ୍ଭ ରାଶି। ଏହି ଚାରି ରାଶିର ବ୍ୟକ୍ତିମାନଙ୍କଠାରୁ ଶତ୍ରୁମାନେ ଧିରେ ଧରେ ପଛରୁ ହଟିବାକୁ ଆରମ୍ଭ କରିବେ। ଘର ଓ ପରିବାରରେ ବେଶ୍ ଖୁସିର ମାହଲ ସୃଷ୍ଟି ହେବ। କୌଣସି ଏକ ମହତପୂର୍ଣ୍ଣ କାର୍ଯ୍ୟରେ ଆପଣଙ୍କ ଜୀବନସାଥୀଙ୍କ ସହଯୋଗ ଏହାକୁ ସଫଳ କରାଇବ। ବୈବାହିକ ଜୀବନ ବେଶ ସୁଖମୟ ହେବ। ହଠାତ ଆପଣ କୌଣସି ଏକ ସ୍ଥାନରୁ ଅର୍ଥ ଲାଭର ଯୋଗ ରହିଛି।

ରାଶିଫଳ
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଆଇଟି ବିଏଚୟୁ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାରେ ସୋଆ ଛାତ୍ରଛାତ୍ରୀଙ୍କ ବାଜିମାତ୍‌

October 16, 2026

ଭାରତ-ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି: ପ୍ରଥମ ପର୍ଯ୍ୟାୟ ଆଲୋଚନା ଶେଷ

October 16, 2026

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରଠାରେ ରାଜ୍ୟସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ୨୦୨୬ ଆୟୋଜିତ

October 16, 2026

ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିଥିବା ଭାରତୀୟ ଖେଳାଳିଙ୍କ ସହ ମତବିନିମୟ କଲେ ପ୍ରଧାନମନ୍ତ୍ରୀ

October 16, 2026
Latest News

ଆଇଆଇଟି ବିଏଚୟୁ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାରେ ସୋଆ ଛାତ୍ରଛାତ୍ରୀଙ୍କ ବାଜିମାତ୍‌

October 16, 2026

ଭାରତ-ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି: ପ୍ରଥମ ପର୍ଯ୍ୟାୟ ଆଲୋଚନା ଶେଷ

October 16, 2026

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରଠାରେ ରାଜ୍ୟସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ୨୦୨୬ ଆୟୋଜିତ

October 16, 2026

ଚଳିତ ବର୍ଷ ରାବଣ ସାଙ୍ଗକୁ ଜଳିବ ୩୦ ଫୁଟର ‘କକ୍ରୋଚ୍’

October 16, 2026

ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିଥିବା ଭାରତୀୟ ଖେଳାଳିଙ୍କ ସହ ମତବିନିମୟ କଲେ ପ୍ରଧାନମନ୍ତ୍ରୀ

October 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.