Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ଛଅଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ, ନେଚେତ ଅସୁବିଧାରେ ପଡିବାର ରହିଛି ସମ୍ଭାବନା
ଆଜିର ଖବର

ଆଜି ଛଅଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ, ନେଚେତ ଅସୁବିଧାରେ ପଡିବାର ରହିଛି ସମ୍ଭାବନା

November 4, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
Horoscope. (Photo Courtesy: Pixabay)

ନୂଆଦିଲ୍ଲୀ, ଆଜି 4 ତାରିଖ ବୁଧୁବାର ଛଅଟି ରାଶିର ବ୍ୟକ୍ତିମାନେ ସାବଧାନ ରହିବାର ଆବଶ୍ୟକତା ରହିଛି। କାରଣ ଏହି ରାଶିର ବ୍ୟକ୍ତିମାନଙ୍କ ଗଣନା ଅନୁସାରେ ବୁଧୁବାର ଦିନ 10ଟାରୁ କୌଣସି ଏକ ଅପ୍ରିତିକର ପରିସ୍ଥିତର ସମ୍ମୁଖୀନ ହେବାର ସମ୍ଭାବନା ରହିଛି। ତେବେ ତାହାକୁ ଠିକ୍ ଭାବରେ ସମ୍ମୁଖୀନ ହେଲେ ପରବର୍ତ୍ତି ସମୟରେ ଜବନ ଶାନ୍ତିମୟ ହୋଇ ଉଠିବ।

ମେଷ, ସିଂହ, ଧନୁ ରାଶି

ଏହି ତିନି ରାଶିର ବ୍ୟକ୍ତିମାନେ ଆଜି ଦିନ 10ଟାଠାରୁ ଟିକିଏ ସାବଧାନ ରହିବେ। ବିଶେଷ କରି ଯେଉଁମାନେ ଅଫିସରେ କାର୍ଯ୍ୟ କରୁଛନ୍ତି ସେମାନେ ଅଧିକ ସାବଧାନ ରହିବା ଆବଶ୍ୟକ। କାରଣ ଗଣନା କହୁଛି ଯେ, ଆଜି ହୁଏତ ଆପଣ ଅଫିସ ରାଜନୀତି ଭିତରେ ଫସି ଯାଇପାରନ୍ତି। ଆପଣଙ୍କ ସହକର୍ମିମାନେ କୌଣସି ଭୁଲ କଥାର ସ୍ବୀକୃତ ନେଇପାରନ୍ତି। ଯାହାଫଳରେ ଆପଣ ପରବର୍ତ୍ତି ସମୟରେ ଅଫିସରେ ନିନ୍ଦିତ ହେବେ। ସେଥିପାଇଁ କୌଣସି ଫାଇଲରେ ଦସ୍ତଖତ କରିବା ପୂର୍ବରୁ ଭଲଭାବରେ ଯାଞ୍ଚ କରି ନିଅନ୍ତୁ।

ଆଜି ଆପଣଙ୍କୁ ଅଫିସରେ କେହି ବହୁତ ଲୋଭନୀୟ ଜିନିଷ ଯାଚି ପାରନ୍ତି। ସେଥିପାଇଁ ସାବଧାନ ରହିବେ। ଆଜି ପରିବାର ଭିତରେ ହଠାତ କୌଣସି ଏକ ଅପ୍ରୀତିକର ପରିସ୍ଥିତର ସାମ୍ମନା କରିପାରନ୍ତି। ଯେପରିକି ଘରେ ଚୋରୀ ହେବା ହେଉ କିମ୍ବା ଛୋଟ ଦୁର୍ଘଟଣା। କୌଣସି ଏକ ନୂଆ କାର୍ଯ୍ୟ କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରି କରନ୍ତୁ। ଏହି ରାଶିର ବ୍ୟକ୍ତିମାନଙ୍କର ଭାଗ୍ୟ ଖୁବ ଶିଘ୍ର ଖୋଲିବାକୁ ଯାଉଛି। କାରଣ ଆଜିର ଦିନ ପରେ ଏହି ତିନିରାଶିର ବ୍ୟକ୍ତିମାନେ ବେଶ୍ ଖୁସି ହେବେ ଏବଂ ଧନ ପ୍ରାପ୍ତିର ସମ୍ଭବନା ମଧ୍ୟ ରହିଛି।

ମିଥୁନ,ତୂଳା କୁମ୍ଭ ରାଶି

ଏହି ତିନିରାଶିର ବ୍ୟକ୍ତିମାନଙ୍କ ମନ ଆଜି ବେଶ ତୀବ୍ର ରହିବ। ବହୁତ କିଛି କରିବାକୁ ଆପଣ ବ୍ୟାକୁଳ ହେବେ। ହେଲେ ସେସବୁ ଭାବି ଚିନ୍ତି କରିବାର ଆବଶ୍ୟକତା ରହିଛି। ଆପଣଙ୍କର ମଧ୍ୟ ଦିନ 10ଟା ପରେ ସାବଧାନ ରହିବା ଜରୁରୀ। କାରଣ ଆପଣଙ୍କୁ କେହି ଲୋଭନୀୟ ପଦାର୍ଥ ଦେଇ ଫସେଇ ଦେବାର ସମ୍ଭାବନା ରହିଛି। ଆପଣଙ୍କ ପଛରେ ଲୋକମାନେ ବହୁତି କିଛି ଟାହିଟାପରା କରିପାରନ୍ତି। ସେସବୁ ଖବର ଆପଣଙ୍କ ପାଖକୁ ଆସିବ। ହେଲେ ସେଥିରେ ବିଚଳିତ ହେବେ ନାହିଁ। ଆଜି ଆପଣ ଆପଣଙ୍କ ଘରେ ଶାନ୍ତି ବଜାଇ ରଖିବାକୁ ଚେଷ୍ଠା କରନ୍ତୁ। କୌଣସି କଥାରେ ଜିଦ୍ କରନ୍ତୁ ନାହିଁ। ରାତିରେ ଆପଣଙ୍କୁ ଏକ ଖୁସି ଖବର ହୁଏତ ମିଳିପାରେ।

ରାଶିଫଳ
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭେଟିଲେ ରାଜ୍ୟସ୍ତରୀୟ ବରିଷ୍ଠ ନାଗରିକ ମହାସଙ୍ଘର ସଦସ୍ୟ

September 24, 2026

କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ

September 24, 2026

ସମ୍ବଲପୁରରେ ନକଲି ସିମ୍‌ କାରବାର ଠାବ: ୩ ଅଭିଯୁକ୍ତ ଗିରଫ

September 24, 2026

ଜିଲ୍ଲାପାଳଙ୍କ ଘୋଷଣା: ପ୍ରଥମ ଥର ପାଇଁ ସିଧା ପ୍ରସାରଣ ହେବ କଟକ ଦଶହରା ଭସାଣି

September 24, 2026
Latest News

ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭେଟିଲେ ରାଜ୍ୟସ୍ତରୀୟ ବରିଷ୍ଠ ନାଗରିକ ମହାସଙ୍ଘର ସଦସ୍ୟ

September 24, 2026

କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ

September 24, 2026

ସମ୍ବଲପୁରରେ ନକଲି ସିମ୍‌ କାରବାର ଠାବ: ୩ ଅଭିଯୁକ୍ତ ଗିରଫ

September 24, 2026

ଜିଲ୍ଲାପାଳଙ୍କ ଘୋଷଣା: ପ୍ରଥମ ଥର ପାଇଁ ସିଧା ପ୍ରସାରଣ ହେବ କଟକ ଦଶହରା ଭସାଣି

September 24, 2026

ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲା: ବାଚସ୍ପତି ଓ ବିଧାନସଭା ସଚିବଙ୍କୁ ହାଇକୋର୍ଟଙ୍କ ନୋଟିସ୍, ୨୯ରେ ପରବର୍ତ୍ତୀ ଶୁଣାଣି

September 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.