ମୁମ୍ବାଇ: ନିର୍ବାଚନ ପୂର୍ବରୁ ଆଜି ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଉପସ୍ଥିତିରେ ମହାରାଷ୍ଟ୍ର ବିଜେପି ନେତା ନିଶିକାନ୍ତ ଭୋସଲେ ପାଟିଲ ଏବଂ ପୂର୍ବତନ ବିଜେପି ସାଂସଦ ସଞ୍ଜୟକାକା ପାଟିଲ ଏନସିପିରେ ଯୋଗ ଦେଇଛନ୍ତି। ଏହା ପରେ ସଙ୍ଗେ ସଙ୍ଗେ ଦଳ ନିଶିକାନ୍ତ ଭୋସଲେ […]
ନୂଆଦିଲ୍ଲୀ: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଜେପି ତାହାର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ପ୍ରଧାନମନ୍ତ୍ରୀ ସମେତ ଚାଲିଶ ଜଣ ରହିଛନ୍ତି। ତେବେ ଏହି ତାଲିକାରେ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଧର୍ମେନ୍ଦ୍ର ପ୍ରଧାନ ସାମିଲ […]
ଭୁବନେଶ୍ୱର: ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ଅନ୍ତର୍ଗତ ତାଳଚେର ରୋଡ଼ ରେଳ ଷ୍ଟେସନକୁ ପ୍ରାୟ 19 କୋଟି ଟଙ୍କା ବ୍ୟୟରେ ପୁନଃ ବିକଶିତ କରାଯାଉଅଛି। ଯାତ୍ରୀମାନଙ୍କ ସୁବିଧାକୁ ସୁଦୃଢ଼ କରିବା ଏବଂ ନିକଟସ୍ଥ କୋଇଲା କ୍ଷେତ୍ର, ପାୱାର ପ୍ଲାଣ୍ଟ ଏବଂ […]
ଜୀବନଶୈଳୀ: ସମଗ୍ର ପରିବାର ଗୋଟିଏ ସାବୁନ ବ୍ୟବହାର କରିପାରିବେ କି? ଏହି ପ୍ରଶ୍ନ ଉଠିଛି କାରଣ ଅଧିକାଂଶ ଘରେ ସମଗ୍ର ପରିବାର ସମାନ ସାବୁନ ବ୍ୟବହାର କରୁଥିବା ଦେଖାଯାଏ। ଲୋକମାନେ ଭାବନ୍ତି ଯେ ସାବୁନ୍ ଜୀବାଣୁକୁ ମାରିଦିଏ, ତେବେ ଯଦି କେହି ଏହାକୁ […]
ନୂଆଦିଲ୍ଲୀ: ବୁଧବାର ସାଉଦି ଆରବରେ ୭ ଜଣଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଏହି ୭ ଜଣଙ୍କ ମଧ୍ୟରୁ ୫ ଜଣଙ୍କୁ ନିଶା କାରବାର ପାଇଁ ଦଣ୍ଡିତ କରାଯାଇଛି। ଅନ୍ୟ ଦୁଇ ଜଣଙ୍କୁ ଅନ୍ୟ ମାମଲାରେ ମୃତ୍ୟୁଦଣ୍ଡ ଦିଆଯାଇଛି। ଏହି ସୂଚନା ପ୍ରଦାନ କରି […]
ନୂଆଦିଲ୍ଲୀ: ହରିଦ୍ୱାରରୁ ମୁଜାଫରନଗରରେ ପହଞ୍ଚିଥିବା ହିନ୍ଦୁବାଦୀ ନେତା ସାଧବୀ ପ୍ରାଚୀ ହୃଦୟ ସ୍ଥଳ ଶିବ ଚୌକ ପହଞ୍ଚି ପ୍ରଥମେ ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରିଥିଲେ। ତା’ପରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ତାଙ୍କ ବିବୃତ୍ତିରେ ଲରେନ୍ସ ବିଷ୍ନୋଇଙ୍କ ଦ୍ୱାରା ସଲମାନ ଖାନଙ୍କୁ […]
ନୂଆଦିଲ୍ଲୀ: ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ଶୌଭିକ୍ ଏବଂ ପିତା ଇନ୍ଦ୍ରଜିତ୍ ଚକ୍ରବର୍ତ୍ତୀଙ୍କ ବିରୋଧରେ ଲୁକ ଆଉଟ ନୋଟିସ ରଦ୍ଦ କରିବାର ବମ୍ବେ ହାଇକୋର୍ଟଙ୍କ ଆଦେଶକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ୨୦୨୦ ମସିହାରେ ସିବିଆଇ ତରଫରୁ ଜାରି କରାଯାଇଥିବା ଏହି […]
ନୂଆଦିଲ୍ଲୀ: କାନାଡାର ଜଷ୍ଟିନ ଟ୍ରୁଡୋ ସରକାର ଦେଶରେ ଏକ ନୂତନ ଭିସା ନୀତି କାର୍ଯ୍ୟକାରୀ କରିଛନ୍ତି। ଏହି ନୀତି ବିଷୟରେ କୁହାଯାଉଛି ଯେ, ଏହି କାରଣରୁ କାନାଡାକୁ କୋଟି କୋଟି ଟଙ୍କା କ୍ଷତି ସହିବାକୁ ପଡିବ। ଏହି ନୂତନ ଇମିଗ୍ରେସନ ନୀତିର […]
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗୋପାଳପୁର ଥାନା ପୋଲିସ୍ ଗଣ୍ଡଗୋଳ ଓ ଆକ୍ରମଣ ଅଭିଯୁକ୍ତ ଦୁଇ ଅଭିଯୁକ୍ତଙ୍କୁ ଦୀର୍ଘ ୬ ବର୍ଷ ପରେ ଗିରଫ କରି କୋର୍ଟ ଚାଲାଣ କରିଛି। ସୁଚନା ଅନୁଯାୟୀ ଗୋପାଳପୁର ଥାନା ଅନ୍ତର୍ଗତ ଗଞ୍ଜୁ ଗ୍ରାମର ମୟ […]
ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକି ଆଜି ଏନସିପି ଅଜିତ ପାୱାର ଦଳରେ […]
ଭୁବନେଶ୍ବର: ବାତ୍ୟା ଦାନା ଶେଷରେ ସ୍ଥଳଭାଗ ଛାଡିବା ପକ୍ରିୟା ଆରମ୍ଭ କରିଛି। ଗତକାଲି ମଧ୍ୟ ରାତ୍ରୀରେ ଏହା ସ୍ଥଳଭାଗ ସ୍ପର୍ଶ କରିଥିଲା। ଏହାର ଲ୍ୟାଣ୍ଡଫଲ ପକ୍ରିୟା ରାତି ପ୍ରାୟ ୧୨ଟା ୫ରୁ ଆରମ୍ଭ ହୋଇଥିଲା। ରାତି ପ୍ରାୟ ସାଢ଼େ ଗୋଟାଏରୁ ସାଢ଼େ […]
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ବାସୁଦେବ ପୁର ଗ୍ରାମରେ ଗତ ୨୦୨୩ ମସିହାରେ ସାମାନ୍ୟ କଥାକୁ ନେଇ ହୋଇଥିବା ହତ୍ୟା ଘଟଣାର ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଅତିରିକ୍ତ ଜିଲ୍ଳା ଜଜ୍ ଡଃ ଇନ୍ଦୁ […]
ଭୁବନେଶ୍ବର: ଶେଷରେ ବାତ୍ୟାକୁ ନେଇ ଯେଉଁ ଆଶା ଆଶଙ୍କା ଥିଲା ତାହା ଶେଷ ହୋଇଛି। ବାତ୍ୟା ଦାନାର ଲ୍ୟାଣ୍ଡଫଲ ପକ୍ରିୟା ଶେଷ ହୋଇଛି। ବର୍ତ୍ତମାନ ବାତ୍ୟା ସ୍ଥଳଭାଗରୁ ଅପସରି ଯିବା ପାଇଁ ଚେଷ୍ଠା କରୁଛି। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ବର୍ତ୍ତମାନ […]
ମୁମ୍ବାଇ: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ କମ୍ପାନୀ ଏନଭିଡିଆର ମୁଖ୍ୟ ଜେନସେଙ୍ଗ ହୁଆଙ୍ଗ ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଘୋଷଣା କରିଛନ୍ତି ଯେ ଉଭୟ କମ୍ପାନୀ ଭାରତରେ ଏଆଇ ଆଣିବା ପାଇଁ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ମୁମ୍ବାଇର […]
ଭୁବନେଶ୍ବର: ସବୁବେଳେ ସାଧାରଣରେ ପ୍ରଶ୍ନ ଉଠେ ଯେ, ଚଳଚ୍ଚିତ୍ର ଅଭିନେତା ବା ଅଭିନେତ୍ରୀମାନେ ଏମିତି କ’ଣ କରନ୍ତି ଯେ ଏକ ଚଳଚ୍ଚିତ୍ର ପାଇଁ ସେମାନଙ୍କୁ ୫୦ କୋଟି କିମ୍ବା ୧୦୦ କୋଟି ଟଙ୍କା ପାଇଥାନ୍ତି? ସୁଶାନ୍ତ ସିଂଙ୍କ ମୃତ୍ୟୁ ପରେ ଏହାକୁ ନେଇ […]
ନୂଆଦିଲ୍ଲୀ: ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜର ପ୍ରଥମ ମ୍ୟାଚ୍ ରେ ଭାରତୀୟ ମହିଳା କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡକୁ ୫୯ ରନ୍ ରେ ପରାସ୍ତ କରିଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡ ପାଇଁ […]
ଭୁବନେଶ୍ଵର: ପାଣି କିଣିବା ଏବଂ ପିଇବା ଆଜି ସମସ୍ତଙ୍କ ପାଇଁ ଏକ ଆବଶ୍ୟକତା ପାଲଟିଛି। ବିଶେଷକରି ଯେତେବେଳେ ଆପଣ ନିଜ ଘରୁ ବାହାରକୁ ଯାଆନ୍ତି, ସେତେବେଳେ ଆପଣ ବିଶୁଦ୍ଧ ପାଣି ପିଇବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ବୋତଲ ପାଣି କିଣିବାକୁ ପଡିବ। କିନ୍ତୁ […]
ଭୁବନେଶ୍ବର: ମଧ୍ୟରାତ୍ରରେ ଭୀଷଣ ବାତ୍ୟା ଦାନା ସ୍ଥଳଭାଗ ସ୍ପର୍ଶ କରିଛି। ଏହାର ଲ୍ୟାଣ୍ଡଫଲ ପକ୍ରିୟା ରାତି ପ୍ରାୟ ୧୨ଟା ୫ରୁ ଆରମ୍ଭ ହୋଇଥିଲା। ରାତି ପ୍ରାୟ ସାଢ଼େ ଗୋଟାଏରୁ ସାଢ଼େ ୩ଟା ମଧ୍ୟରେ ବାତ୍ୟା ଦାନା ହବାଳିଖଟି ନେଚରକ୍ୟାମ୍ପ ନିକଟରେ ଅତିକ୍ରମ […]
ବାସ୍ତୁ ଶାସ୍ତ୍ର: ଯେଉଁ ଘର ସଠିକ୍ ଏବଂ ଘରେ ଥିବା ସାଜସଜ୍ଜା ସାମଗ୍ରୀକୁ ବାସ୍ତୁ ଅନୁଯାୟୀ ରଖାଯାଏ, ତା’ହେଲେ ସେହି ଘରେ ସୁଖ ଏବଂ ସମୃଦ୍ଧତା ରହିଥାଏ। ପରିବାର ଅଗ୍ରଗତି କରେ। ପରିବାର ସଦସ୍ୟଙ୍କ ମଧ୍ୟରେ ପ୍ରେମ ଏବଂ ସୌହାର୍ଦ୍ଦ୍ୟ ବଢେ। କିନ୍ତୁ […]
ଭୁବନେଶ୍ବର: ସନାତନ ଧର୍ମରେ କିଣାକିଣି ପର୍ବ ଧନତରାସରୁ ଆରମ୍ଭ ହୁଏ। ଏହି ଦିନ ମା’ ଲକ୍ଷ୍ମୀ ଏବଂ ଧନର ଦେବତା କୁବେରଙ୍କୁ ପୂଜା କରାଯାଏ। ଏହି ଦିନ ଲୋକମାନେ ସୁଖ, ସମୃଦ୍ଧି ଏବଂ ଧନ ପାଇଁ ପ୍ରାର୍ଥନା କରନ୍ତି। ଏହା ସହିତ ଧନତରାସରେ […]
ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ମଣିଷକୁ ଚିହ୍ନିବା ପାଇଁ ବିଭିନ୍ନ ଉପାୟମାନ ତାଙ୍କ ରଚିତ ଚାଣକ୍ୟ ନୀତିରେ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି। ସେଥିରେ ରହିଛି ଆପଣଙ୍କ ସହିତ ଯେଉଁମାନେ ସବୁବେଳେ ପାଖେ ପାଖେ ରୁହନ୍ତି, ସେମାନଙ୍କୁ କିପରି ଚିହ୍ନିବେ। ସେମାନଙ୍କ ମଧ୍ୟରେ […]