ଆଜିର ଖବର

ନୂଆଦିଲ୍ଲୀ: ଦିଲ୍ଲୀର ଅବକାରୀ ନୀତି ଦୁର୍ନୀତିରେ ଜେରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଡକାଇଛି। ଇଡିଙ୍କ ପ୍ରଶ୍ନର ଉତ୍ତର ଦେବା ପୂର୍ବରୁ…

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ସାମାଜିକ କଲ୍ୟାଣ ମନ୍ତ୍ରୀ ରାଜ କୁମାର ଆନନ୍ଦଙ୍କ ସରକାରୀ ବାସଭବନରେ ଇଡି ଚଢାଉ କରିଛି। ତେବେ କେଉଁ ପରିସ୍ଥିତିରେ ଇଡି ଦଳ ରାଜକୁମାର…

ଭୁବନେଶ୍ଵର: ଜ଼ୀ ସାର୍ଥକରେ ଦେଖନ୍ତୁ ନଭେମ୍ବର ୫ ତାରିଖ ସନ୍ଧ୍ୟା ୬ ଟାରେ ଟେଲିଭିଜନ ଦୁନିଆର ସବୁଠାରୁ ବଡ଼ ଆୱାର୍ଡ ସୋ ”ଜୀ ସାର୍ଥକ ସଂସାର ଆୱାର୍ଡ…

ଭୁବନେଶ୍ବର: ପୂର୍ବତନ ବାଚସ୍ପତି ତଥା ପୁରୀର ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତି ଗୁରୁତର ଅସୁସ୍ଥ ହୋଇପଡିଛନ୍ତି। ସେ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ…

ଚାଣକ୍ୟ ନୀତି: ସବୁଠାରୁ ବଡ ସୁଖ ହେଉଛି ଏକ ସୁସ୍ଥ ଶରୀର। ଜଣେ ବ୍ୟକ୍ତି ଜୀବନରେ ଯେତେ ସୁସ୍ଥ, ସେତେ ସେ ଖୁସି ଏବଂ ସମସ୍ତ କାର୍ଯ୍ୟରେ ସଫଳତା…

ବିଦୁର ନୀତି: ମହାତ୍ମା ବିଦୁରଙ୍କ ନାମ ମଧ୍ୟ ଭାରତର ମହାନ ଚିନ୍ତକ ଏବଂ ପଣ୍ଡିତମାନଙ୍କ ମଧ୍ୟରେ ନିଆଯାଇଛି। ମହାତ୍ମା ବିଦୁର ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଥିଲେ। ତାଙ୍କ…

ଭୁବନେଶ୍ବର: ଚଳିତ ବର୍ଷର ସମ୍ମାନଜନକ ‘ରାଜ୍ୟସ୍ତରୀୟ ପ୍ରଫେସର ଭୁବନେଶ୍ୱର ବେହେରା’ ପାଇବାକୁ ମନୋନୀତ ହୋଇଛନ୍ତି ବିଶିଷ୍ଟ ଗାଳ୍ପିକ ତଥା ବରିଷ୍ଠ ସାମ୍ବାଦିକ ଅମରେଶ ବିଶ୍ୱାଳ। କଳାହାଣ୍ଡି ଜିଲ୍ଲାର…

ନୂଆଦିଲ୍ଲୀ: ନୂଆଦିଲ୍ଲୀଠାରେ ଉଦ୍ୟୋଗ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ (ଡିପିଆଇଆଇଟି) ତଥା ଲଜିଷ୍ଟିକ୍ସ ବିଭାଗର ସ୍ୱତନ୍ତ୍ର ସଚିବ ସୁମିତା ଦୱାରାଙ୍କ ଅଧ୍ୟକ୍ଷତାରେ ୫୮ତମ ନେଟୱାର୍କ ପ୍ଳାନିଙ୍ଗ ଗ୍ରୁପ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାରନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମ ଠାରେ ଭାରତର ଏସୀୟ ପାରା ଗେମ୍ସ ଦଳ ସହ ଆଲୋଚନା କରିବା ସହ ସେମାନଙ୍କୁ…

ମେଷ ରାଶି- ରାଜନୈତିକ ବ୍ୟକ୍ତିମାନେ ସଫଳତାର ଯୋଗ ରହିଛି। ସହଭାଗିତାରେ ନୂତନ ପ୍ରସ୍ତାବ ଗ୍ରହଣ କରାଯିବ । ରୋଜଗାର ବୃଦ୍ଧି ପାଇବ। ଉପହାର ଗ୍ରହଣ କରିବେ । ବ୍ୟବସାୟ…

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ଏହାର ପରବର୍ତ୍ତୀ ମ୍ୟାଚ୍ ଅର୍ଥାତ୍ ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଆସନ୍ତାକାଲି ଶ୍ରୀଲଙ୍କା ବିପକ୍ଷ ODI ବିଶ୍ୱକପ୍ ରେ ସପ୍ତମ ମ୍ୟାଚ୍ ଖେଳିବ।…

ଆବୁଧାବୀ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୟୁଏଇ ଗସ୍ତର ପ୍ରଥମ ଦିନରେ ୟୁଏଇ ଶିକ୍ଷା ମନ୍ତ୍ରୀ ଅହମ୍ମଦ ଅଲ୍ ଫଲାସୀଙ୍କ…

ଦିଲ୍ଲୀ: ୨୦୨୩ ଅକ୍ଟୋବର ମାସରେ ମୋଟ ଜିଏସ୍ଟି ରାଜସ୍ୱ ଆଦାୟ ୧,୭୨,୦୦୩ କୋଟି ଟଙ୍କା ରହିଛି, ସେଥି ମଧ୍ୟରୁ ୩୦,୦୬୨ କୋଟି ଟଙ୍କା ସିଜିଏସ୍ଟି, ୩୮,୧୭୧ କୋଟି…

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ଆଜି ଏକ ବଡ଼ ଧରଣର ଡକାୟତି ଯୋଜନାକୁ ପଣ୍ଡ କରିଛି ଟାଙ୍ଗୀ ପୋଲିସ। ପାଟ୍ରୋଲିଂ କରୁଥିବା ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

ବାଣପୁର (ସୀତାରାମ ଅଗ୍ରୱାଲ): ଉତ୍କଳ ବିଶ୍ଵବିଦ୍ୟାଳୟର ସହବନ୍ଧିତ ଏବଂ ଓଡ଼ିଶାର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ଦୁଇଦିନ ଧରି ଅନ୍ତ ମହାବିଦ୍ୟାଳୟ ସ୍ତରୀୟ ଭଲିବଲ…

ନୂଆଦିଲ୍ଲୀ: କନ୍ନଡ଼ ରାଜ୍ୟୋତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ‘କନ୍ନଡ଼ ରାଜ୍ୟୋତ୍ସବ ଅବସରରେ ଆମେ କର୍ଣ୍ଣାଟକର ଭାବନାର…

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ତାରକା କ୍ରିକେଟର ଶୁବମାନ ଗିଲ ତାଙ୍କ ବୃତ୍ତିଗତ ତଥା ବ୍ୟକ୍ତିଗତ ଜୀବନ ପାଇଁ ଆଜିକାଲି ହେଡଲାଇନରେ ଅଛନ୍ତି। ତାଙ୍କ ନାମ ସଚିନ ତେନ୍ଦୁଲକରଙ୍କ…

ବାଲୁଗାଁ (ସୀତାରାମ ଅଗ୍ରୱାଲ): ୧୬ ନମ୍ବର ଜାତୀୟ ରାଜପଥ କୋତରି ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି।…

 ନୂଆଦିଲ୍ଲୀ: ଚାଷ ଋତୁରେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଓ ରାଜନୈତିକ ଦଳର ବଜେଟରେ ବିଭ୍ରାଟ ସୃଷ୍ଟି କରିଛି। ବାସ୍ତବରେ ଆଜିକାଲି ଗାଁରେ ଧାନ…

ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ତାଙ୍କ ପତ୍ନୀ ସାରା ଅବଦୁଲ୍ଲାଙ୍କୁ ଛାଡ଼ପତ୍ର ଦେଇଛନ୍ତି। ସଚିନ ଓ ସାରା ୨୦୦୪ରେ ବିବାହ…

ନୂଆଦିଲ୍ଲୀ: ରାଜସ୍ଥାନ ଅନୁସୂଚିତ ଜାତି ଆୟୋଗର ଚେୟାରମ୍ୟାନ୍ ତଥା ବସେଡିର ବିଧାୟକ ଖିଲାଡି ଲାଲ ବୈରଭା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ବୈରଭା ସଚିନ୍ ପାଇଲଟ୍ ଗୋଷ୍ଠୀର…