ଆଜିର ଖବର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବନ୍ୟପ୍ରାଣୀଙ୍କ ସମ୍ପର୍କରେ ନାଗରିକଙ୍କ ଆଗ୍ରହ ଦେଖି ସେମାନଙ୍କ ସହ ବାର୍ତ୍ତାଳାପ କରିଛନ୍ତି। ଗତକାଲି ପ୍ରଧାନମନ୍ତ୍ରୀଙ୍କ ବାନ୍ଦିପୁର ବ୍ୟାଘ୍ର ଅଭୟାରଣ୍ୟ ଗସ୍ତ ବେଳେ…

ଭୁବନେଶ୍ୱର: ଭୁବନେଶ୍ୱରରେ ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ। ଏଥିପୂର୍ବରୁ ଜନସଚେତନତା ସୃଷ୍ଟି ଲାଗି ଆୟୋଜିତ ଜନଭାଗିଦାରୀ କାର୍ଯ୍ୟକ୍ରମର…

ଭୁବନେଶ୍ଵର: ଝାରସୁଗୁଡ଼ା ଉପ-ନିର୍ବାଚନ ପାଇଁ ରାଜନୀତି ସରଗରମ ହେବାରେ ଲାଗିଛି। ଏହି ଉପ-ନିର୍ବାଚନ ପାଇଁ ବିଜେଡ଼ି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆଜି କଂଗ୍ରେସ ନିଜର ପ୍ରାର୍ଥୀ…

ଭୁବନେଶ୍ୱର: ଚନ୍ଦନ ଫିଲ୍ମସ ର ଦ୍ଵିତୀୟ ଅବଦାନ ଚଳଚ୍ଚିତ୍ର “ହିଟଲର” ର ପୋଷ୍ଟର ରିଲିଜ ହେବା ସହିତ ଫାଷ୍ଟ ଲୁକ୍ ଲୋକାର୍ପଣ ହୋଇଯାଇଛି। ଏହି ଉତ୍ସବରେ ପ୍ରଯୋଜକ…

ନୂଆଦିଲ୍ଲୀ: ଆଜି ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଲକ୍ଷ୍ନୌ ସୁପର ଜଏଣ୍ଟସ୍ ମଧ୍ୟରେ ଲଢେଇ ହେବ। ଏହି ଉଭୟ ଦଳ ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ…

ଭୁବନେଶ୍ଵର: ଲୋକପ୍ରିୟ ଓଡିଆ ମନୋରଞ୍ଜନ ଚ୍ୟାନେଲ ଜୀସାର୍ଥକରେ ଆରମ୍ଭ ହୋଇ ଯାଇଛି ମେଗା ପ୍ରତିଯୋଗିତା “ଦେଖିବା ନିତି ହେବା ଲକ୍ଷପତି”। ଏପ୍ରିଲ ୩ରୁ ଏହି ପ୍ରତିଯୋଗିତା ମେ…

ମୁମ୍ବାଇ: ମହାରାଷ୍ଟ୍ରର ଅକୋଲା ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ବାସ୍ତବରେ ରବିବାର ସନ୍ଧ୍ୟାରେ ବାବା ଜୀ ମହାରାଜ ମନ୍ଦିର ସମ୍ମୁଖରେ ପ୍ରସାଦ ବଣ୍ଟନ ଆରମ୍ଭ ହୋଇଥିଲା।…

ନୂଆଦିଲ୍ଲୀ: ଦିଲ୍ଲୀରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ଜଣେ ଯାତ୍ରୀ ହଙ୍ଗମା ସୃଷ୍ଟି କରିଛନ୍ତି। ଉତ୍ତେଜନା ଏତେ ବଢିଗଲା ଯେ, ବିମାନଟିକୁ ଦିଲ୍ଲୀ ଫେରିବାକୁ ପଡ଼ିଲା।…

କଲିକତା: ତୃଣମୂଳ କଂଗ୍ରେସ ପାର୍ଟି କାର୍ଯ୍ୟାଳୟରେ ବୋମା ବିସ୍ଫୋରଣର ଖବର ରହିଛି। ରବିବାର ରାତିରେ ହାୱଡାର ଜଗତବଲ୍ଲଭପୁର ପୋଲିସ ଷ୍ଟେସନ ଅଧୀନରେ ଥିବା ପୋଲଗୁସ୍ତିଆ ଅଞ୍ଚଳରେ ଏହି…

ବ୍ରହ୍ମପୁର: ବେଲଗୁଣ୍ଠା ସହର ମୁଖ୍ୟ ରାସ୍ତାରେ ଥିବା ପୁରୁଣା ସିନେମା ହଲ୍ ନିକଟସ୍ଥ ଏକ ଘର ବାରଣ୍ଡାରେ ଜନୈକ ମହିଳାଙ୍କ ମୃତ ଶରୀର ଝୁଲୁଥିବାର ଦେଖିବାକୁ ମିଳିଥିଲା।…

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କହିଛନ୍ତି ଯେ, ଜଣେ ବ୍ୟକ୍ତି ଜଣେ ମହାନ ବ୍ୟକ୍ତିଙ୍କ ସଂପର୍ଶରେ ସହଜରେ ଆସିପାରେ ନାହିଁ। ସେପରି ଲୋକଙ୍କ ସଂସ୍ପର୍ଶରେ…

ଭୁବନେଶ୍ୱର: ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ ପୂର୍ବରୁ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ବିଭିନ୍ନ ଶିକ୍ଷାନୁଷ୍ଠାନ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଚେନ୍ନାଇ ବିମାନ ବନ୍ଦରରେ ନୂତନ ସମନ୍ୱିତ ଟର୍ମିନାଲ ଭବନ ଚେନ୍ନାଇର ଭିତ୍ତିଭୂମିରେ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ। ଏହାଦ୍ୱାରା ଯୋଗାଯୋଗ ବଢିବା…

ମେଷ- ବରିଷ୍ଠମାନଙ୍କ ପରାମର୍ଶକୁ ଅନୁସରଣ କରନ୍ତୁ, ସେଠାରେ ଲାଭ ହେବ। ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ଆଇନଗତ ପ୍ରତିବନ୍ଧକ ସାମ୍ନା କରି ପାରନ୍ତି, ବ୍ୟସ୍ତ ହୁଅନାହିଁ।…

ଭୁବନେଶ୍ଵର: ଗତ ଏପ୍ରିଲ 6 ତାରିଖ ରାତିରେ ଅନୁଗୁଳ-ସମ୍ବଲପୁର ରେଳ ସେକ୍ସନରେ ଏକ ଦୁଃଖଦ ଘଟଣା ଘଟିଥିଲା, ଯେଉଁଠାରେ ବୋଇଣ୍ଡା ଏବଂ ଜରପଡା ଷ୍ଟେସନ ମଧ୍ୟରେ ଟ୍ରେନ…

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜ ଆକ୍ରମଣ କରିଛନ୍ତି। ଆଜି ଗଣମାଧ୍ୟମ ସହ ବାର୍ତ୍ତାଳାପ ବେଳେ ଅନିଲ ବିଜୟ କହିଛନ୍ତି…

ନୂଆଦିଲ୍ଲୀ: ପଶ୍ଚିମବଙ୍ଗକୁ ମିଳୁଥିବା ଅର୍ଥର ବକେୟା ସଂପର୍କରେ ତୃଣମୂଳ କଂଗ୍ରେସ (ଟିଏମସି) କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି। ଟିଏମସି ଅଭିଯୋଗ କରିଛି ଯେ, କେନ୍ଦ୍ର ଦ୍ୱାରା ଆବଣ୍ଟିତ…

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍‌)ରେ ଏକ ନୂଆ ଧାରା ସାମ୍ନାକୁ ଆସିଛି। ଟିଭିକୁ ଛାଡ଼ି ବିଜ୍ଞାପନଦାତାମାନେ ଡିଜିଟାଲ୍ ଆଡ଼କୁ ମୁହାଁଇଥିବା ଦେଖିବାକୁ ମିଳିଛି। ବିଏଆର୍‌ସି (ବାର୍କ)…