ଭୁବନେଶ୍ୱର: ରାଜ୍ୟର ସରକାରୀ କର୍ମଚାରୀ ମାନଙ୍କ ପାଇଁ ଗ୍ରାଚୁଇଟିର ସୀମା ୧୫ ଲକ୍ଷ ଟଙ୍କାରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ସରକାରୀ କର୍ମଚାରୀ […]
ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ଅପରାହ୍ନରେ ବେଆଇନ ବାଣ ବିକ୍ରି ଅଭିଯୋଗରେ ଦୁଇ ଜଣ ଅଭିଯୁକ୍ତକୁ ବାଲୁଗାଁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ହରପ୍ରସାଦ ତ୍ରିପାଠୀ ଓ ନରେନ୍ଦ୍ର ମହାରଣା। ହରପ୍ରସାଦ ନିଜ ଭେରାଇଟି ଷ୍ଟୋରରେ ଏବଂ […]
ନୂଆଦିଲ୍ଲୀ: ବାୟୁସେନା ଦିବସରେ ଭାରତର ବୀର ବାୟୁ ସୈନିକ ମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି: “ଆମର ବୀର ବାୟୁ ଯୋଦ୍ଧା ମାନଙ୍କୁ ବାୟୁସେନା ଦିବସର ଅଭିନନ୍ଦନ। ସାହସ ଓ ପେସାଦାର ମନୋବୃତ୍ତି […]
ନୁଆଦିଲ୍ଲୀ: କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟପ୍ରଦେଶର ଭୈରୁଣ୍ଡାଠାରେ ଗ୍ରାମୀଣ ଉନ୍ନୟନ ମନ୍ତ୍ରଣାଳୟର ଗ୍ରାମୀଣ ଆତ୍ମନିଯୁକ୍ତି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଆବାସ ସଖୀ ମୋବାଇଲ୍ ଆପ୍ ଉନ୍ମୋଚନ କରିବା ସହ ୧୮ଟି […]
ଭୁବନେଶ୍ୱର: ପୂର୍ବତଟ ରେଳପଥ ଭାରତ ସ୍କାଉଟ୍ସ ଆଣ୍ଡ ଗାଇଡ୍ସ ଭୁବନେଶ୍ୱରର ରାଜ୍ୟ ମୁଖ୍ୟାଳୟରେ ଏହାର ଷ୍ଟେଟ୍ ଲେଭଲ୍ ରୋଭର୍ସ ଆଣ୍ଡ ରେଞ୍ଜର୍ସ ମିଟ୍ ଆୟୋଜନ କରିଅଛି କରୁଛି। ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ରୋଡ୍, ସମ୍ବଲପୁର ଏବଂ ୱାଲଟିୟର ରେଳମଣ୍ଡଳର ସ୍ବେଛାସେବୀ ମାନେ […]
ମୟୂରଭଞ୍ଜ: ବର୍ତ୍ତମାନ ସମୟରେ ସାରା ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ବଡ଼ ଆହ୍ୱାନ ସୃଷ୍ଟି କରିଛି। ମୌସୁମୀ ବର୍ଷାରେ ଅନିୟମିତତା ଏବଂ ଜନସଂଖ୍ୟା ବୃଦ୍ଧି ଫଳରେ ଭୂତଳ ଜଳର ବ୍ୟବହାର ବଢ଼ି ଚାଲିଛି। ଏହି ସମସ୍ୟାର ଦୀର୍ଘସ୍ଥାୟୀ ସମାଧାନ ପାଇଁ ବର୍ଷାଜଳ ସଂରକ୍ଷଣ […]
ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନରେ ଜିତିବାକୁ ଯାଉଛି ବୋଲି କଂଗ୍ରେସ ସମ୍ପୂର୍ଣ୍ଣ ଭାବେ ବିଶ୍ୱାସ କରିଥିଲା। ଏକଜିଟ୍ ପୋଲ୍ ମଧ୍ୟ କଂଗ୍ରେସର ବିଜୟ ଦର୍ଶାଉଥିଲା, କିନ୍ତୁ ଫଳାଫଳ ଦିନ ଏହି ପରିସ୍ଥିତି ବଦଳିଗଲା, କିନ୍ତୁ ହରିୟାଣାରେ ବିଜେପିର ବିଜୟ ପଛରେ ଦଳର […]
ନୂଆଦିଲ୍ଲୀ: ରାମବିଳାସ ପାଶ୍ୱାନ ଜୀଙ୍କୁ ତାଙ୍କ ପୁଣ୍ୟ ତିଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ, ଶ୍ରୀ ରାମବିଳାସ ପାଶ୍ୱାନ ଜୀ ଜଣେ ଅସାଧାରଣ ନେତା ଥିଲେ। ଏକ ଦୃଢ଼ ଓ ବିକାଶିତ ଭାରତ […]
ନୁଆଦିଲ୍ଲୀ: ନବରାତ୍ରୀର ଷଷ୍ଠ ଦିନରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେବୀ କାତ୍ୟାୟନୀଙ୍କୁ ପ୍ରାର୍ଥନା କରିଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି: “ନବରାତ୍ରୀର ଷଷ୍ଠୀରେ ମା’ କାତ୍ୟାୟନୀଙ୍କୁ ବିଶେଷ ପ୍ରାର୍ଥନା। ମାତାଙ୍କ ଆଶୀର୍ବାଦରେ ତାଙ୍କର ସବୁ ଭକ୍ତଙ୍କ ଜୀବନରେ ଶକ୍ତି, […]
ମୁମ୍ବାଇ: ରିଲାଏନ୍ସ ରିଟେଲର ଓମିନି ଚାନେଲ ସୌନ୍ଦର୍ଯ୍ୟ ପ୍ଲାଟଫର୍ମ ‘ଟିରା’ ପକ୍ଷରୁ ଭାରତରେ ବିଶ୍ୱର ଅଗ୍ରଣୀ ବିଳାସପୂର୍ଣ୍ଣ ସ୍କିନ କେୟାର ଏବଂ ହେୟାର କେୟାର ବ୍ରାଣ୍ଡ ‘ଅଗଷ୍ଟିନସ୍ ବେଡ଼ର୍’ ର ଶୁଭାରମ୍ଭ କରାଯାଇଛି। ଏହି ବ୍ରାଣ୍ଡ ଏହାର ଅତ୍ୟାଧୁନିକ ବିଜ୍ଞାନଆଧାରିତ ସୂତ୍ର ପାଇଁ […]
ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ପ୍ରଥମ ଟି -20 ମ୍ୟାଚରେ ମୟଙ୍କ ଯାଦବ ଡେବ୍ୟୁ କରିଥିଲେ। ତାଙ୍କର ଡେବ୍ୟୁ ମ୍ୟାଚରେ ମୟଙ୍କ 149.9 କିଲୋମିଟର ବେଗରେ ବଲ ଫିଙ୍ଗି ସମସ୍ତଙ୍କୁ ଚକିତ କରିଥିଲେ। ମୟଙ୍କ ଯିଏ ଆଇପିଏଲ୍ 2024 ରେ ଦ୍ରୁତତମ ବଲ୍ […]
ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ବଡ଼ଗାମ ଆସନରୁ ଜିତିଛନ୍ତି ଏବଂ ଏହି ସମୟରେ ଏନସି ନେତା ଡକ୍ଟର ଫାରୁକ୍ ଅବଦୁଲ୍ଲା ଜାମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଫାରୁକ୍ ଅବଦୁଲ୍ଲା କହିଛନ୍ତି ଜେ, “ଲୋକମାନେ ସେମାନଙ୍କର ନିଷ୍ପତ୍ତି […]
ନୂଆଦିଲ୍ଲୀ: ହରିୟାଣାରେ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣନା ଜାରି ରହିଛି। ଏହି ଧାରାରେ ଭାରତୀୟ ଜନତା ପାର୍ଟି ୪୮ ଟି ଆସନରେ ଆଗୁଆ ରହିଛି। କଂଗ୍ରେସ ୩୭ ଟି ଆସନରେ ଆଗୁଆ ରହିଛି। ମୁଖ୍ୟମନ୍ତ୍ରୀ ନାୟବ ସିଂ ସୈନି ଏବଂ […]
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): କୁକୁଡାଖଣ୍ଡି ବ୍ଲକ ସମ୍ମୁଖ ଏକ ଭଡାଘରେ ରହୁଥିବା ଜନୈକ ଯୁବତୀ ଶରୀରରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ସୋମବାର ଦିନ ରାଣୀ ପ୍ରଧାନ (୨୧) ନାମକ ଜଣେ ଯୁବତୀ ଶରୀରରେ […]
ନୂଆଦିଲ୍ଲୀ: ଆଜି ହରିୟଣା ଓ ଜାମ୍ମୁକାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣନା ଜାରି ରହିଛି। ଉଭୟ ରାଜ୍ୟର ୯୦ ଟି ଆସନ ପାଇଁ ଭୋଟ ଗଣନା ଜାରି ରହିଥିବା ବେଳେ ନିର୍ବାଚନ ଆୟୋଗଙ୍କ ଦ୍ଵାରା ପ୍ରାରମ୍ଭିକ ଟ୍ରେଣ୍ଡରେ କେଉ ଦଳ […]
ନୂଆଦିଲ୍ଲୀ: ହରିୟାଣା, ଜାମ୍ମୁ କାଶ୍ମୀରରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟ୍ ଗଣନା ଜାରି ରହିଛି। ପ୍ରାରମ୍ଭିକ ଧାରା ଅନୁଯାୟୀ, ହରିୟାଣାରେ ବିଜେପି ଆଗରେ ଅଛି ଏବଂ ଜାମ୍ମୁ କାଶ୍ମୀରରେ ଭାରତୀୟ ଜନତା ପାର୍ଟି (ବିଜେପି) କଡ଼ା ସଂଘର୍ଷର ସମ୍ମୁଖୀନ […]
ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳ ପାଇଁ ୯୦ ଟି ସିଟ୍ ପାଇଁ ଭୋଟ୍ ଗଣନା ଚାଲିଛି। ଟ୍ରେଣ୍ଡରେ ବିଜେପି ଆଗୁଆ ରହିଛି। ପ୍ରାରମ୍ଭିକ ଟ୍ରେଣ୍ଡରେ କଂଗ୍ରେସ ଏବେ ବିଜେପି ପଛରେ ରହିଛି। ଏହି ସମୟରେ, ପାନିପତରେ ଥିବା କଂଗ୍ରେସ ଏଜେଣ୍ଟ […]
ନୂଆଦିଲ୍ଲୀ: ହରିୟାଣାର ଟ୍ରେଣ୍ଡରେ ପଲଟିଲା ଖେଳ। ଏକ ବଡ଼ ଓଲଟା ପାଲଟ ଦେଖାଯାଉଛି। ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡା ଟକ୍କର ପ୍ରତିଯୋଗିତା ହେଉଥିବା ଜଣାପଡିଛି। ଟ୍ରେଣ୍ଡରେ ଏକ ସମୟରେ କଂଗ୍ରେସ ୬୫ ଟି ଆସନରେ ଆଗରେ ଥିଲା। କିନ୍ତୁ ଦ୍ଵିତୀୟ […]
ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ବିଧାନସଭା ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ଏବଂ ଏନସି ମେଣ୍ଟ ଟ୍ରେଣ୍ଡରେ ସଂଖ୍ୟାଗରିଷ୍ଠତା ହାସଲ କରିଛି। ସକାଳ ୯ ଟା ପର୍ଯ୍ୟନ୍ତ ଟ୍ରେଣ୍ଡ ଅନୁଯାୟୀ କଂଗ୍ରେସ ଏବଂ ଏନସି ୪୬ ଟି ସିଟ୍ ଆଗରେ ଥିବା ବେଳେ […]
ନୂଆଦିଲ୍ଲୀ: ହରିୟାଣାର ସମସ୍ତ ୯୦ ଟି ଆସନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ଆଜି ସକାଳ ୯.୧୦ ପର୍ଯ୍ୟନ୍ତ ଟ୍ରେଣ୍ଡ ଅନୁଯାୟୀ କଂଗ୍ରେସ ୬୫ ଟି ଆସନରେ ଆଗୁଆ ରହିଛି। ଯେଉଁଠାରେ ବିଜେପି ୧୯ ଟି ଆସନରେ ଆଗୁଆ ରହିଛି। […]
ନୂଆଦିଲ୍ଲୀ: ପାକିସ୍ତାନରେ ଏକ ହିନ୍ଦୀ ମାଧ୍ୟମ ବିଦ୍ୟାଳୟ ଅଛି ଯେଉଁଠାରେ ପିଲାମାନଙ୍କୁ ସନାତନ ଧର୍ମ, ସଂସ୍କୃତି ଏବଂ ଧାର୍ମିକ ଗ୍ରନ୍ଥ ଶିକ୍ଷା ଦିଆଯାଏ। ଏଠାରେ ପିଲାମାନଙ୍କଠାରୁ ମାସକୁ ମାତ୍ର ୧୦୦ ଟଙ୍କା ଆଦାୟ କରାଯାଏ। ୟୁଟ୍ୟୁବର୍ ଶୋଏବ ଚୌଧୁରୀ ହିନ୍ଦୀ ମାଧ୍ୟମ […]