ଆଜିର ଖବର

ଚେନ୍ନାଇ: ଦମ୍ପତିଙ୍କ ସହ ଜଡିତ ଏକ ମାମଲାରେ ମହିଳାଙ୍କ ସପକ୍ଷରେ ମାଡ୍ରାସ ହାଇକୋର୍ଟ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ବୁଧବାର ଦିନ ଏହି ରାୟ ପ୍ରଦାନ କରିବାବେଳେ…

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଆଜି ଜିଲ୍ଲାସଦର ମହକୁମା ଭବାନୀପାଟଣା ଠାରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଏବଂ ଜିଲ୍ଲା ଅବକାରୀ ବିଭାଗ ମିଳିତ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ…

କନ୍ଦର୍ପ ବେହେରା ରେଢ଼ାଖୋଲ: ନାକ୍ଟିଦେଉଳ ସାପ୍ତାହିକ ବଜାରରେ ଆଜି ଅପରାହ୍ନ ୧.୩୦ ରେ ଏକ ଗଛ ପଡ଼ି ସରାପାଲି ଗ୍ରାମର ଜଣେ ଯୁବକ ମୃତ୍ୟୁବରଣ କରିଥିବା ବେଳେ…

ଭୁବନେଶ୍ବର: ରାଜ୍ୟରେ ସକ୍ରିୟ ମୌସୁମୀ ସହ ସକ୍ରିୟ ଲଘୁଚାପ ଏବଂ ନିମ୍ନ ଚାପ ରେଖା ପ୍ରଭାବରେ ବିଭିନ୍ନ ଅଞ୍ଚଳରେ ଲାଗିରହିଛି ବର୍ଷା। ଆଗାମୀ ୨୪ ଘଣ୍ଟା ପାଇଁ…

ମୁମ୍ବାଇ/ ଭୁବନେଶ୍ୱର: ରିଲାଏନ୍ସ ଫାଉଣ୍ଡେସନ ଦ୍ୱାରା ସମର୍ଥିତ ଏନ୍‌ଜିଓଗୁଡ଼ିକର ୩୪୦୦ ଉପେକ୍ଷୀତ ପିଲା ଓ ବରିଷ୍ଠ ନାଗରିକମାନଙ୍କ ପାଇଁ ନୀତା ମୁକେଶ ଅମ୍ବାନି କଲଚରାଲ୍ ସେଂଟର (ଏନ୍‌ଏମ୍‌ଏସିସି)ରେ…

ନୂଆଦିଲ୍ଲୀ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ପାର୍ଟି ବିଆରଏସକୁ କଂଗ୍ରେସ ଏକ ବଡ ଝଟକା ଦେଇଛି। ଆଜି ପୂର୍ବତନ ସାଂସଦ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ, ତେଲେଙ୍ଗାନାର ପୂର୍ବତନ ମନ୍ତ୍ରୀ…

ଜୀବନଶୈଳୀ: ତେଲିଆ ଚର୍ମର ସବୁଠାରୁ ବଡ ସମସ୍ୟା ହେଉଛି ବ୍ରଣ ଏବଂ ବ୍ଲାକ ହେଡ୍ସ ସୃଷ୍ଟି କରିବା। ଯେଉଁମାନଙ୍କର ଚର୍ମ ବହୁତ ତେଲିଆ, ସେମାନଙ୍କର ବ୍ରଣ ସମସ୍ୟା ଥାଏ।…

ଜୀବନଶୈଳୀ: ବର୍ଷା ଜଳ ସହିତ ପାଗ ସୁଖଦ ହୋଇଯାଏ। ଗରମରୁ ଆରାମ ମିଳିଥାଏ, କିନ୍ତୁ ଅନେକ ରୋଗ ସୃଷ୍ଟି ହୋଇଥାଏ। ବର୍ଷା ଋତୁରେ ସଂକ୍ରମଣ ଏବଂ ରୋଗର ଆଶଙ୍କା…

ଭୁବନେଶ୍ଵର: ଭଗବାନ କୃଷ୍ଣଙ୍କ ଉପଦେଶ ଶ୍ରୀମଦ୍ ଭାଗବତ ଗୀତାରେ ବର୍ଣ୍ଣନା କରାଯାଇଛି। ଗୀତାର ଏହି ଉପଦେଶ ଶ୍ରୀ କୃଷ୍ଣ ମହାଭାରତ ଯୁଦ୍ଧ ସମୟରେ ଅର୍ଜୁନଙ୍କୁ ଦେଇଥିଲେ। ଗୀତାରେ…

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷରେ ଭାରତରେ ଆୟୋଜିତ ହେବାକୁ ଥିବା ଆଇସିସି ଦିନିକିଆ ବିଶ୍ୱକପ୍‌ର କାର୍ଯ୍ୟସୂଚୀ ଆସନ୍ତାକାଲି ପ୍ରକାଶ ପାଇବ। ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଅହମ୍ମଦାବାଦ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ହୋଇଥିବା ଆମେରିକା ଗସ୍ତ ଭାରତକୁ କୋଟି କୋଟି ଡଲାରର କାରବାର ଆଣିଥିବାବେଳେ ଏକ କମ୍ପାନୀ ଅଛି ଯାହା ଏହି ଗସ୍ତ…

ନୂଆଦିଲ୍ଲୀ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିଠାରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ବ୍ୟକ୍ତ କରିଛନ୍ତି। ଏହାସହିତ ମୃତକଙ୍କ ସମ୍ପର୍କୀୟଙ୍କ ପାଇଁ ଅନୁକମ୍ପା ରାଶି…

ମୁମ୍ବାଇ: ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଯେ, ବରିଷ୍ଠ ବିଜେପି ନେତ୍ରୀ ପଙ୍କଜା ମୁଣ୍ଡେଙ୍କୁ ବାରମ୍ବାର ଅବହେଳିତ କରାଯାଉଛି। ଏହି ସମୟରେ, ମହାରାଷ୍ଟ୍ର ଉପରେ ନିଜର ସ୍ଥିତିକୁ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୬ ଦିନିଆ ଆମେରିକା ଏବଂ ଇଜିପ୍ଟ ଗସ୍ତଶେଷ କରି ଭାରତ ଫେରିଛନ୍ତି। ଦିଲ୍ଲୀ ବିମାନବନ୍ଦରରେ ପିଏମ ମୋଦୀଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରୀ…

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ତଥା ରାଜ୍ୟସଭା ସଦସ୍ୟ ହରଦ୍ୱାର ଦୁବେଙ୍କ ଦେହାନ୍ତ ହୋଇଛି। ସେ ଦିଲ୍ଲୀର ଏକ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ପୁଅ…

ଭୁବନେଶ୍ୱର: ଏକାମ୍ର କ୍ଷେତ୍ରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ପରମ୍ପରା ଆଧାରିତ ଏକାମ୍ର ପ୍ରକଳ୍ପର ତିନିଦିନିଆ ଭୂମିପୂଜନ ଉତ୍ସବ ଆଜିଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।…

ଭୁବନେଶ୍ବର: ଆଜି ଭୋରରୁ ଗଞ୍ଜାମ ଦିଗପହଣ୍ଡି ଠାରେ ହୋଇଥିବା ବସ ଦୁର୍ଘଟଣାରେ କିଛି ଲୋକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ…

ବ୍ରହ୍ମପୁର: ଆଜି ଦିଗପହଣ୍ଡିରେ ଏକ ଭୟଙ୍କର ବସ ଦୁର୍ଘଟଣା ଘଟିଯାଇଛି। ଦୁଇଟି ବସ ମଧ୍ୟରେ ମୁହାଁମୁହିଁ ଦୁର୍ଘଟଣା ଯୋଗୁଁ ଗୋଟିଏ ପରିବାରର ୭ଜଣ ସହିତ ମୋଟ ୧୨…

ଭୁବନେଶ୍ୱର: ଭାରତର ସର୍ବବୃହତ ପୋଷାକ ଏବଂ ଆସେସୋରିଜ୍ ସ୍ପେସାଲିଟି ଚେନ୍ ତଥା ରିଲାଏନ୍ସ ରିଟେଲ୍ ର ଟ୍ରେଣ୍ଡ୍‌ସ ସ୍ୱତନ୍ତ୍ର ରଜ ରାଜକୁମାରୀ ପ୍ରତିଯୋଗିତା ୨୦୨୩ର ଫଳ ଘୋଷଣା…

ନୂଆଦିଲ୍ଲୀ: ଆମେରିକା ଠାରୁ ଏମକ୍ୟୁ ବି ଡ୍ରୋନ କ୍ରୟ ଏବଂ ଏହାର ମୂଲ୍ୟକୁ ନେଇ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଭ୍ରମାତ୍ମକ ରିପୋର୍ଟକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ…

ମେଷ: – ଆଜି ଏହି ରାଶିର ବ୍ୟକ୍ତିମାନଙ୍କୁ ସେମାନଙ୍କର ଭୟଙ୍କର ପ୍ରକୃତି ଉପରେ ସଂଯମତା ରଖିବାକୁ ପରାମର୍ଶ ଦିଆଯାଇଛି । ଆଜି ଆପଣ ମାନସିକ କ୍ଲାନ୍ତ ଅନୁଭବ କରିପାରନ୍ତି…