କୋଲକାତା, ବଙ୍ଗଳାର ପ୍ରଖ୍ୟାତ ଅଭିନେତା ସୌମିତ୍ର ଚାଟାର୍ଜୀଙ୍କ ଅବସ୍ଥା ଗୁରୁତର ହୋଇପଡିଛି। ତାଙ୍କର ସ୍ବାସ୍ଥ୍ୟ ଖରପା ହେବାରୁ ସେ ଏକ ଘରୋଇ ହସପିଟାଲରେ ଦୀର୍ଘଦିନ ଧରି ଚିକିତ୍ସିତ ହେଉଛନ୍ତି। ଡାକ୍ତରଙ୍କ କହିବା ଅନୁସାରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥାରେ କୌଣସି ପରିବର୍ତ୍ତନ ଆସୁନାହିଁ। […]
ଭୁବନେଶ୍ବର: ରାଜ୍ୟରେ ଆଜି ୭୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୪୩୪ ଜଣ ଚିହ୍ନଟ ହୋଇଥିବାବେଳେ […]
ୱାଶିଂଟନ: ଆମେରିକା ନିର୍ବାଚନର ଫଳାଫଳକୁ ନେଇ ଟ୍ରମ୍ଫ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ରାଜଧାନୀ ୱାଶିଂଟନ: ଡିସିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ସମର୍ଥନରେ ରାଲି ହେଉଛି। ଡୋନାଲ୍ଡ ଟ୍ରମ୍ଫଙ୍କ ହଜାର ହଜାର ସମର୍ଥକଙ୍କ ମଧ୍ୟରେ ନିର୍ବାଚନ ଫଳାଫଳକୁ ନେଇ ବିକ୍ଷୋଭ ଆରମ୍ଭ […]
ନୂଆଦିଲ୍ଲୀ: ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୧ ହଜାର ୧୦୦ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୪୭ ଜଣଙ୍କର ମୃତ୍ୟୁ ଘଟିଛି। ୪୧ ହଜାର ୧୦୦ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୮୮ ଲକ୍ଷ […]
କୋଲକାତା, ଆଜି ଦୀପାବଳିରେ କୋଲକାତାର ଏକ ବସ୍ତି ହୁ ହୁ ହୋଇ ଜଳିବାରେ ଲାଗିଛି। କୋଲକାତାର ନୂଆ ଟାଉନର ନିବେଦିତା ପଲ୍ଲୀ ବସ୍ତିରେ ଏହି ନିଆ ଲାଗିଛି। ନିଆଁର ବେଗ ଏତେ ପ୍ରବଳ ହୋଇଛି ଯେ ପାଖରେ ଛିଡା ହେବା ସମ୍ଭବ […]
ଭୁବନେଶ୍ବର: ଆଜି ରାଜ୍ୟରୁ ୧ ହଜାର ୨୭୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୧୪୬ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ […]
ଯାଜପୁର, ଦୀପାବଳୀରେ ବାଣ ଫୁଟାଇବା ଓ ବିକ୍ରୀ ମନା କରାଯାଇଥିବା ବେଳେ କେତେ ସ୍ଥାନରେ ବାଣ ବିକ୍ରେତାମାନେ ଚୋରାରେ ବାଣ ବିକ୍ରୀ କରୁଛନ୍ତି। ସେ ସବୁକୁ ଜବତ କରିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ଚଢାଉ କରିବାରେ ଲାଗିଛି। ସେହିପରି ଯାଜପୁର […]
ଲକ୍ଷ୍ମୌ, ଉତ୍ତର ପ୍ରଦେଶରେ ସବୁଠାରୁ ମହଙ୍ଗା ଜମି ରେଜିଷ୍ଟ୍ରେସନ ଗତ ଶୁକ୍ରବାର ଦିନ ହୋଇଛି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ କେବଳ ରେଜିଷ୍ଟ୍ରେସନ ଫି ବାବଦକୁ ଦିଆଯାଇଛି ପ୍ରାୟ 161 କୋଟି ଟଙ୍କା। ଏହାକୁ ନେଇ ଉତ୍ତର ପ୍ରଦେଶରେ ବେଶ […]
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୫୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ ୫୧ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୧୬ ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୩୫ ଜଣ ଲୋକାଲ କଣ୍ଟାକ୍ଟ କେସ୍ ବୋଲି ବିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛି। […]
ବୀରମହାରାଜପୁର: ନିଜ ଦେହରେ କିରୋସିନ ଢାଳି ଜଣେ ୨୫ ବର୍ଷୀୟ ଯୁବକ ଆତ୍ମହତ୍ୟା କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଭାଲୁଡୁଙ୍ଗୁରି ଗ୍ରାମର ଏପରି ଏକ ଅଭାବନୀୟ ଘଟଣା ଘଟିଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଭାଲୁଡୁଙ୍ଗୁରି ଗ୍ରାମର ତପନ ପଧାନ […]
ମୁମ୍ବାଇ, ଆସନ୍ତା ସୋମବାରଠାରୁ ମହାରାଷ୍ଟ୍ର ସମସ୍ତ ମନ୍ଦିର ଓ ଧର୍ମସ୍ଥଳ ଖୋଲିବା ପାଇଁ ସରକାର ଅନୁମତି ପ୍ରଦାନ କରିଛନ୍ତି। ଏ ନେଇ ମହାରାଷ୍ଟ୍ର ସରକାର ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛନ୍ତି। ଫଳରେ ରାଜ୍ୟ ସମସ୍ତ ମନ୍ଦିରର ଠାକୁରଙ୍କ ସୋମବାରଠାରୁ ଭକ୍ତମାନେ […]
ନୂଆଦିଲ୍ଲୀ, ମାତ୍ର 12 ଖଣ୍ଡ ଭୋଟରେ ହାରି ଯାଇଛନ୍ତି ବିହାରର ଜଣେ ପ୍ରାର୍ଥୀ। ସେ ହେଉଛନ୍ତି ହିଲସା ନିର୍ବାଚନ ମଣ୍ଡଳିର ଆରଜେଡି ପ୍ରାର୍ଥୀ ଶକ୍ତି ସିଂ ଯାଦବ। ସେ ଜେଡିୟୁ ପ୍ରାର୍ଥୀ କ୍ରୀଷ୍ଣାମୁରାରୀ ସହରାନଙ୍କ ଠାରୁ ମାତ୍ର 12 ଖଣ୍ଡ ଭୋଟରେ […]
ଶିମଲା: ହିମାଚଳ ପ୍ରଦେଶ ଗସ୍ତରେ ଥିବା ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଅସୁସ୍ଥ ହୋଇପଡିଛନ୍ତି। ନିଃଶ୍ବାସ ନେବାରେ ଅସୁବିଧା ହେବାରୁ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେ ଇନ୍ଦିରା ଗାନ୍ଧୀ ମେଡିକାଲ୍ କଲେଜରେ ଚିକିତ୍ସିତ ହେଉଛନ୍ତି। ମିଳିଥିବା […]
ପାଟନା, ଦୁଇଜଣ କଂଗ୍ରେସ ବିଧାୟକ ଏନଡିଏକୁ ସମର୍ଥନ ନେଇ ଚାଲିଛ ଚର୍ଚ୍ଚା। ଗତକାଲି ରାତିରେ ମହାମେଣ୍ଟର କଂଗ୍ରେସ ଦଳ ବିଧାୟକଙ୍କର ବୈଠକ ହୋଇଥିଲା। ଏହି ବୈଠକରେ ଦୁଇଜଣଙ୍କୁ ଛାଡି ଅନ୍ୟ ସମସ୍ତେ ଯୋଗ ଦେଇଥିଲେ। ହେଲେ ନବ ନିର୍ବାଚିତ ବିଧାୟକ ବୈଠକରେ […]
ନୂଆଦିଲ୍ଲୀ/ଭୁବନେଶ୍ବର: ବିଜେପି ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଓ ସହ-ପ୍ରଭାରୀ ନିଯୁକ୍ତ କରାଯାଇଛି। ଓଡିଶା ସମେତ ଛତିଶଗଡ, ଦିଲ୍ଲୀ, ଆସାମ, ଆନ୍ଧ୍ରପ୍ରଦେଶ, ମଣିପୁର, ବିହାର, ଅରୁଣାଚଳ ପ୍ରଦେଶ ଓ ଆଣ୍ଡାମନ ନିକୋବର ପାଇଁ ପ୍ରଭାରୀ ଓ ସହ-ପ୍ରଭାରୀ ନିଯୁକ୍ତ […]
ଭୁବନେଶ୍ବର: ରାଜ୍ୟରେ ଆଉ ୧୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୫୧୦ କୁ ବୃଦ୍ଧି ହୋଇଛି। ଆଜି ସୁନ୍ଦରଗଡରୁ ସର୍ବାଧିକ ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଭୁବନେଶ୍ବରରୁ ୩ ଜଣ, ମୟୂରଭଞ୍ଜରୁ […]
ଜୟପୁର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୀପାବଳି ପାଳନ ପାଇଁ ଆଜି ସକାଳେ ରାଜସ୍ଥାନ ସୀମାରେ ପହଁଚିଛନ୍ତି। ସେ ସେଠାରେ ବିଏସଏଫ ସୁରକ୍ଷା ବଳଙ୍କ ସହିତ ଦୀପାବଳି ପାଳନ କରିବେ। ପ୍ରତିବର୍ଷ ପ୍ରଧାନମନ୍ତ୍ରୀ ଦୀପାବଳି କୌଣସି ନା କୌଣସି ଯବାନମାନଙ୍କ ସହିତ ପାଳନ […]
ଭୁବନେଶ୍ବର: ରାଜ୍ୟରେ ଆଜି ୯୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୫୨୩ ଜଣ ଚିହ୍ନଟ ହୋଇଥିବାବେଳେ […]
ନୂଆଦିଲ୍ଲୀ: ଭବିଷ୍ୟତର ଆବଶ୍ୟକତା ପୂରଣ କରିବାକୁ ପ୍ରସ୍ତୁତ ଦେଶର 2 ଟି ଅତ୍ୟାଧୁନିକ ଆୟୁର୍ବେଦ ପ୍ରତିଷ୍ଠାନ ଆଜି ପଞ୍ଚମ ଆୟୁର୍ବେଦ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। ଏକ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ଏହି ଲୋକାର୍ପଣ କାର୍ଯ୍ୟକ୍ରମ […]
ଡେରାଡୁନ, ଉତ୍ତରାଖଣ୍ଡରେ ଅବସ୍ଥିତ ଭାରତ ପ୍ରସିଦ୍ଧ ଶୈବପିଠ କେଦାରନାଥ ମନ୍ଦିର ରଂଗବେରଂଗର ଫୁଲରେ ସଜା ଯାଇଛି। ମୁଖ୍ୟତଃ ଦୀପାବଳି ଉପଲକ୍ଷେ ବହୁ ଭକ୍ତଙ୍କର ସମାଗମ ଥିବାରୁ ମନ୍ଦିର କର୍ତ୍ତୁପକ୍ଷ ତରଫରୁ ଏହି ପଦକ୍ଷେପ ନିଆଯାଇଛି। ଗତକାଲି ଧନତରାସ ଉପଲକ୍ଷେ ଏହି ସଜାସଜା […]
ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଟେଣ୍ଡର ଆହ୍ବାନ କରାଯାଇଥିବାବେଳେ ଗୁରବାର ଅପରାହ୍ଣରେ ଟେଣ୍ଡରର ପକ୍ରିୟାକରଣ କରାଯାଇ ଆବେଦନକାରୀଙ୍କ ନାମ ଘୋଷଣା କରାଯାଇଥିଲା। ସର୍ବମୋଟ ୨କୋଟି ୧୪ ଲକ୍ଷ ୮୮ […]