ଅଗରତାଲା/ସିଲଚର: ତ୍ରିପୁରାର ଦୁଇ ଭଉଣୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ୬ ଜଣ ଗିରଫ ହୋଇଛନ୍ତି। ଆଜି ଆସାମର କରିମଗଞ୍ଜ ଜିଲ୍ଲାରୁ ୬ଜଣ ଅଭିଯୁକ୍ତଙ୍କୁ ଆସାମ ପୋଲିସ ଗିରଫ କରିଛି। କରିମଗଞ୍ଜ ପୋଲିସ ମହାନିର୍ଦ୍ଦେଶକ ମୟଙ୍କ କୁମାର କହିଛନ୍ତି ଯେ, ଶନିବାର ରାତିରେ ଜଣେ […]
ଭୁବନେଶ୍ବର: ଆଜି ରାଜ୍ୟରୁ ୧ ହଜାର ୩୪୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୨୬୪ ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡରୁ […]
ଚେନ୍ନାଇ: ଆଜି ତାମିଲନାଡୁର ତିରୁବନ୍ନାମାଲାଇ ଜିଲ୍ଲାରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହେବା ପରେ କାନ୍ଥ ଭୁଷୁଡି ଦୁଇ ମହିଳା ଏବଂ ଜଣେ ଆଠ ବର୍ଷର ବାଳକଙ୍କର ମୃତ୍ୟୁ ଘଟିଥିବା ବେଳେ ଚାରି ଜଣ ଆହତ ହୋଇଛନ୍ତି। ପୋଲିସର ସୂଚନାନୁସାରେ, ମୁକ୍ତାବାଇ ନାମକ […]
ମୁମ୍ବାଇ, ସାରା ଭାରତରେ ପ୍ରସିଦ୍ଧି ଲାଭ କରିଥିବା ମୁମ୍ବାଇର ସିଦ୍ଧି ବିନାୟକ ମନ୍ଦିର ଆସନ୍ତାକାଲି ଖୋଲିବ। ଏନେଇ ମନ୍ଦିର କର୍ତ୍ତୁପକ୍ଷ ଘୋଷଣା କରିଛନ୍ତି। କରୋନା ପାଇଁ ଏହି ମନ୍ଦିର ସହିତ ମହାରାଷ୍ଟ୍ରର ସମସ୍ତ ମନ୍ଦିର ବନ୍ଦ ରଖାଯାଇଥିଲା। ହେଲେ ରାଜ୍ୟ ସରକାର […]
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୫୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ ୫୭ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୧୧ ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୪୬ ଜଣ ଲୋକାଲ କଣ୍ଟାକ୍ଟ କେସ୍ ବୋଲି ବିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛି। […]
ପାଟନା, ବିହାରରେ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ କୁମାର। ଆଜି ଏ ନେଇ ରାଜ୍ୟପାଳଙ୍କୁ ନୀତିଶ ଅବଗତ କରାଇଛନ୍ତି। ସେହି ଅନୁସାରେ ନୀତିଶ ଆସନ୍ତାକାଲି ଅପରାହ୍ନ 4 ଟା 30 ମିନିଟ ରେ ଶପଥ ନେବେ ବୋଲି ରାଜ୍ୟପାଳଙ୍କୁ […]
କୋଲକାତା, ଶେଷରେ ଶେଷ ନିସ୍ବାସ ତ୍ୟାଗ କଲେ ବଙ୍ଗଳାର ପ୍ରଖ୍ୟାତ ଅଭିନେତା ସୌମିତ୍ର ଚାଟାର୍ଜୀ। ସେ ଗୁରୁତର ଭାବେ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। ଡାକ୍ତରଙ୍କ ସମସ୍ତ ଚେଷ୍ଠା ସତ୍ବେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥାରେ କୌଣସି ପରିବର୍ତ୍ତନ ଆସି ନ […]
ପାଟନା: ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ନିତୀଶ କୁମାର ହେବେ। ଏନଡିଏ ବୈଠକରେ ନିତୀଶ କୁମାରଙ୍କ ନାଁ ରେ ମୋହର ଲାଗିଲା। ଏନଡିଏ ନେତା ଭାବେ ନିତୀଶ କୁମାର ନିର୍ବାଚିତ ହୋଇଛନ୍ତି। ଏନେଇ ପର୍ଯ୍ଯବେକ୍ଷକ ରାଜନାଥ ସିଂହ ଘୋଷଣା କରିଥିବା ସୂଚନା ରହିଛି। […]
କାନପୁର: ଉତ୍ତରପ୍ରଦେଶର କାନପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ୬ ବର୍ଷୀୟ ଝିଅର ମୃତ ଦେହ ଉଦ୍ଧାର କରାଯାଇଛି। ହେଲେ ସେହି ଝିଅଟିର ମୃତ ଦେହରୁ ଫୁସଫୁସ ନଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଉଲ୍ଲେଖ ଯୋଗ୍ୟ ଯେ, ଗତକାଲି […]
ନୂଆଦିଲ୍ଲୀ, ଗତକାଲି ଥିଲା ଦୀପାବଳି। ଏହି ସମୟରେ ଲୋକମାନେ ଦୀପଜାଳି ବାଣ ଫୁଟାଇ ଏହାକୁ ପାଳନ କରିଥାନ୍ତି। ତେବେ ଏଥର କରୋନା ପାଇଁ ବାଣ ଫୁଟାଇବା ବାରଣ କରାଯାଇଛି। କେତେକ ରାଜ୍ୟ ସୀମିତ ସମୟ ମଧ୍ୟରେ ବାଣ ଫୁଟାଇବା ପାଇଁ ଅନୁମତି […]
ନୂଆଦିଲ୍ଲୀ, ଗତକାଲି ପାକିସ୍ଥାନରେ ମଧ୍ୟ ବେଶ୍ ଧୂମଧାମରେ ପାଳନ ହୋଇଛି ଦୀପାବଳି ଉତ୍ସବ। ପାକିସ୍ଥାନରେ ଥିବା ହିନ୍ଦୁମାନେ ଏହି ଉତ୍ସବକୁ କରୋନା କଟକଣା ମଧ୍ୟରେ ପାଳନ କରିଛନ୍ତି। ସଂଧ୍ୟାରେ ସେମାନେ ସେଠାରେ ଥିବା ମନ୍ଦିରରେ ଆଲୋକ ମାଳା ଏବଂ ଦୀପ ଲଗାଇ […]
ରମେଶ ମହାନ୍ତି ଜଗତସିଂହପୁର: ବୃଦ୍ଧାଙ୍କୁ କରାୟତ କରି ଜମିବିକ୍ରି କରାଇ ଅର୍ଥ ହଡ଼ପ କରିବାକୁ ଯୋଜନା କରାଯାଉଥିବା ନେଇ ଅଭିଯୋଗ ହୋଇଛି। ଖବର ପାଇ ବୃଦ୍ଧାଙ୍କ ବୋହୂ ତାଙ୍କ କବଳରୁ ଶାଶୂଙ୍କୁ ଘରକୁ ଆଣିବାକୁ ଚେଷ୍ଟା କରୁଥିବା ବେଳେ ବୋହୂକୁ ବନ୍ଧୁକ […]
ଭୁବନେଶ୍ବର: ଆସନ୍ତା ନଭେମ୍ବର ୧୮ ତାରିଖରେ ବିଧାନସଭାରେ ସର୍ବାଦଳୀୟ ବୈଠକ ହେବାକୁ ଯାଉଛି। ଆସନ୍ତା ଅଧିବେଶନରେ କିପରି ସୁରୁଖୁରୁରେ ଚାଲିବ ତାହା ନେଇ ଆଲୋଚନା ହେବ। ଏହା ସହିତ ପ୍ରଶ୍ନକାଳ ରହିବ କି ନାହିଁ ସେହି ସମ୍ପର୍କରେ ଆଲୋଚନା ହେବ। ତେବେ […]
ପାଟନା: ଆଜି ବିହାରରେ ଏନଡିଏ ବିଧାୟକ ଦଳର ବୈଠକ ମଧ୍ୟାହ୍ନ ୧୨.୩୦ରୁ ଆରମ୍ଭ ହେବ। ଏନଡିଏରେ ସାମିଲ ଥିବା ବିଜେପି, ଜେଡିୟୁ, ବିକାଶଶୀଳ ଇନସାନ ପାର୍ଟି ଓ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚାର ନବନିର୍ବାଚିତ ବିଧାୟକମାନେ ଏହି ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। […]
ଭୁବନେଶ୍ବର: ରାଜ୍ୟରେ ଆଉ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୫୨୭କୁ ବୃଦ୍ଧି ହୋଇଛି। ଆଜି ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରୁ ୪ ଜଣ ଲେଖାଏଁ, ବରଗଡ଼ ଓ ସମ୍ବଲପୁର ଜିଲ୍ଲାରୁ […]
କୋଲକାତା, ବଙ୍ଗଳାର ପ୍ରଖ୍ୟାତ ଅଭିନେତା ସୌମିତ୍ର ଚାଟାର୍ଜୀଙ୍କ ଅବସ୍ଥା ଗୁରୁତର ହୋଇପଡିଛି। ତାଙ୍କର ସ୍ବାସ୍ଥ୍ୟ ଖରପା ହେବାରୁ ସେ ଏକ ଘରୋଇ ହସପିଟାଲରେ ଦୀର୍ଘଦିନ ଧରି ଚିକିତ୍ସିତ ହେଉଛନ୍ତି। ଡାକ୍ତରଙ୍କ କହିବା ଅନୁସାରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥାରେ କୌଣସି ପରିବର୍ତ୍ତନ ଆସୁନାହିଁ। […]
ଭୁବନେଶ୍ବର: ରାଜ୍ୟରେ ଆଜି ୭୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୪୩୪ ଜଣ ଚିହ୍ନଟ ହୋଇଥିବାବେଳେ […]
ୱାଶିଂଟନ: ଆମେରିକା ନିର୍ବାଚନର ଫଳାଫଳକୁ ନେଇ ଟ୍ରମ୍ଫ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ରାଜଧାନୀ ୱାଶିଂଟନ: ଡିସିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ସମର୍ଥନରେ ରାଲି ହେଉଛି। ଡୋନାଲ୍ଡ ଟ୍ରମ୍ଫଙ୍କ ହଜାର ହଜାର ସମର୍ଥକଙ୍କ ମଧ୍ୟରେ ନିର୍ବାଚନ ଫଳାଫଳକୁ ନେଇ ବିକ୍ଷୋଭ ଆରମ୍ଭ […]
ନୂଆଦିଲ୍ଲୀ: ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୧ ହଜାର ୧୦୦ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୪୭ ଜଣଙ୍କର ମୃତ୍ୟୁ ଘଟିଛି। ୪୧ ହଜାର ୧୦୦ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୮୮ ଲକ୍ଷ […]
କୋଲକାତା, ଆଜି ଦୀପାବଳିରେ କୋଲକାତାର ଏକ ବସ୍ତି ହୁ ହୁ ହୋଇ ଜଳିବାରେ ଲାଗିଛି। କୋଲକାତାର ନୂଆ ଟାଉନର ନିବେଦିତା ପଲ୍ଲୀ ବସ୍ତିରେ ଏହି ନିଆ ଲାଗିଛି। ନିଆଁର ବେଗ ଏତେ ପ୍ରବଳ ହୋଇଛି ଯେ ପାଖରେ ଛିଡା ହେବା ସମ୍ଭବ […]
ଭୁବନେଶ୍ବର: ଆଜି ରାଜ୍ୟରୁ ୧ ହଜାର ୨୭୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୧୪୬ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ […]