ନୂଆପଡା : ରାସ୍ତା ମଝିରେ ଦୁଇ ଯୁବତୀଙ୍କୁ ଛୁରାମାଡ ହୋଇଥିବାର ସୂଚନା ରହିଛି। ଏକତରଫା ପ୍ରେମକୁ ନେଇ ଏହି ଛୁରାମାଡ ହୋଇଥିବାର ଅଭିଯୋଗ ହୋଇଛି । ବୋଡେନ୍ ବଜାର ରାସ୍ତାରେ ଛୁରାମାଡ କରିଛି ଯୁବକ । ଛୁରାମାଡ କରିଥିବା ଯୁବକକୁ ଅଟକ […]
ରମେଶ ମହାନ୍ତି ଜଗତସିଂହପୁର : ତିର୍ତ୍ତୋଲ ଅବକାରୀ ବିଭାଗର କାର୍ଯ୍ୟ ଦକ୍ଷତାକୁ ନ୍ୟୁଜ୍ ମାଧ୍ୟମରେ ଲୋକଲୋଚନକୁ ଆଣିବାରୁ ସାମ୍ବାଦିକଙ୍କ ନାଁରେ ମିଥ୍ୟା କେସ୍ ଦେବାକୁ ଧମକ ଦେଉଛନ୍ତି ଜନୈକ କନେଷ୍ଟବଳ। ସୂଚନାନୁଯାୟୀ ତିର୍ତ୍ତୋଲ ଅବକାରୀ ବିଭାଗର କାର୍ଯ୍ୟ ଦକ୍ଷତାକୁ ନେଇ କିଛିମାସ […]
ପୁରୀ: ଆଜି ଶ୍ରୀମନ୍ଦିର ବାଇଶି ପାହାଚକୁ ଏଏସଆଇର ସୁପରିଟେଣ୍ଡେଣ୍ଟ ଅନୁଧ୍ୟାନ କରିଛନ୍ତି। ବାଇଶି ପାହାଚର ଦୁର୍ବଳ ପଥର ଓ ଯୋଡେ଼ଇ ଆଦିକୁ ଯାଞ୍ଚ କରାଯାଇଛି। ଏଥିସହ ମହାଲକ୍ଷ୍ମୀ ମନ୍ଦିରରେ ପାଣି ଗଳୁଥିବା ବିମ୍ ଗୁଡ଼ିକୁ ମଧ୍ୟ ଯାଞ୍ଚ କରାଯାଇଛି। ଏଏସଆଇର ଯାଞ୍ଚ […]
ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 75 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ 75 କରୋନା ଆକ୍ରାନ୍ତଙ୍କ ମଧ୍ୟରେ 14ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ 61 ଜଣ ଲୋକାଲ କଣ୍ଟାକ୍ଟ କେସ୍ ବୋଲି ବିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛି। […]
ଉତ୍ତରପ୍ରଦେଶ : ସାଧାରଣତଃ ମହିଳାମାନେ ଶୃଙ୍ଗାରପ୍ରିୟ । ତେବେ ଏହି ଶୃଙ୍ଗାର ସାମଗ୍ରୀ ପାଇଁ ଜଣେ ମହିଳା ତାଙ୍କ ସ୍ବାମୀଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି । ଏପରି ଏକ ଅଜବ ମାମଲା ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି । ଉତ୍ତରପ୍ରଦେଶରେ ପୋଲିସ୍ […]
ରମେଶ ମହାନ୍ତି ଜଗତସିଂହପୁର : ତିର୍ତ୍ତୋଲ ବିଧାନସଭା ଉପ-ନିର୍ବାଚନର ମତଦାନ ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଛି। ଭୋଟ୍ ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିଲା। ଅପରାହ୍ନ ୫ଟା ଠାରୁ ସଂଧ୍ୟା ୬ଟା ମଧ୍ୟରେ ୮୦ […]
ଭୁବନେଶ୍ୱର: ମାସ୍କ ଓ ପିପିଇ କିଟ କିଣାରେ ଦୁର୍ନୀତି ଅଭିଯୋଗ ମାମଲାରେ ଲୋକାୟୁକ୍ତଙ୍କ ନିକଟରେ ହାଜର ହେଲେ ଦୁଇ ବରିଷ୍ଠ ଆଇଏଏସ । ଦୁଇ ଜଣ ବରିଷ୍ଠ ଆଇଏଏସ ଲୋକାୟୁକ୍ତଙ୍କ ନିକଟରେ ହାଜର ହୋଇଥିବା ନେଇ ମାମଲାର ଆବେଦନକାରୀ କଂଗ୍ରେସ ନେତା […]
ମୁମ୍ବାଇ : ଚଳିତ ବର୍ଷ ବହୁ ଲୋକପ୍ରିୟ, ସ୍ବନାମଧନ୍ୟ ନେତା, ଅଭିନେତା, ଗୀତିକାର,ସାହିତ୍ୟିକଙ୍କୁ ଆମେ ହରାଇଛି । କରୋନା ଯୋଗୁଁ ବହୁ ମୂଲ୍ୟବାନ ଜୀବନ ହରାଇଛୁ ଆମେ । ଅଭିନେତା ଫରାଜ୍ ଖାନ୍ଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । 50 […]
କେରଳ : ଆଜିକାଲି ବିବାହ ଲାଗି ପ୍ରସ୍ତାବ ଖୋଜିବା ପାଇଁ ଓ୍ବେବସାଇଟ୍ର ସାହାଯ୍ୟ ନେଉଛନ୍ତି । କିନ୍ତୁ ଏମିତି କିଛି ଯୁବକ / ଯୁବତୀ ଅଛନ୍ତି ଯେଉଁମାନେ ବହୁ ଖୋଜାଖୋଜି ପରେ ବି ପରଫେକ୍ଟ ପାର୍ଟନର୍ ଖୋଜି ପାଉନାହାନ୍ତି । ଏହା […]
ନୂଆଦିଲ୍ଲୀ : କିସ୍ ବା ଚୁମ୍ବନ ପ୍ରେମ ପରିପ୍ରକାଶ କରିବାର ଅନ୍ୟ ଏକ ମାଧ୍ୟମ । ପ୍ରେମୀ ପ୍ରେମିକାକୁ, ସ୍ବାମୀ ସ୍ତ୍ରୀଙ୍କୁ ଚୁମ୍ବନ କରିଥା’ନ୍ତି । ବନ୍ଧୁମାନେ ମଧ୍ୟ ବନ୍ଧୁତ୍ବ କିସ୍ ଦେଇ ନିଜର ଭାବ ପରିପ୍ରକାଶ କରିଥା’ନ୍ତି । କିନ୍ତୁ […]
ଆମେରିକା : ଆମେରିକାରେ ଗନ୍ ପଲିସିକୁ ନେଇ ବହୁ ବିବାଦ ଚାଲିଛି । ଏହି ଗନ୍ ପଲିସି ଅକାରଣରେ ବହୁ ନିରୀହ ଜୀବନ ବଳି ପଡୁଛି । ନିକଟରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ସାବତ […]
ଭୁବନେଶ୍ବର : ରାଜ୍ୟରେ ସ୍କୁଲ ଖୋଲିବା ନେଇ ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ । ଏହି ମାସରେ ଅର୍ଥାତ୍ ନଭେମ୍ବରରେ ହିଁ ସ୍କୁଲ ଖୋଲିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ । ନବମରୁ ଦ୍ବାଦଶ ଯାଏଁ ସମ୍ପୂର୍ଣ୍ଣ […]
ନ୍ୟୁୟର୍କ : ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଜାରି ରହିଛି । ତେବେ ଆମେରିକୀୟ ବାସୀ ନିର୍ବାଚନ ଅପେକ୍ଷା ନିଜ ଘର ନିକଟରେ ରହିଥିବା ମଦ ଦୋକାନ ସମ୍ପର୍କରେ ଜାଣିବା ପାଇଁ ଅଧିକ ଉତ୍ସାହ ଦେଖାଇଛନ୍ତି । […]
ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର କୁଶୀନଗର ଜନପଦର କପ୍ତାନଗଞ୍ଜ ଥାନା ସ୍ଥିତ ଏକ ବେଆଇନ ବାଣ କାରଖାନାରେ ବୁଧବାର ସକାଳେ ବିସ୍ଫୋରଣ ଘଟି ଚାରିଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ତେବେ ଏହି ଅଗ୍ନିକାଣ୍ଡରେ ଆଉ କିଛି ଲୋକେ ଫସି ରହିଥିବାର […]
ରମେଶ ମହାନ୍ତି ଜଗତସିଂହପୁର: ତିର୍ତ୍ତୋଲ ବିଧାନସଭା ଉପ-ନିର୍ବାଚନର ମତଦାନ ଶେଷ ହୋଇଥିବା ବେଳେ ତିର୍ତ୍ତୋଲ ବ୍ଲକର ୨ଟି ପଞ୍ଚାୟତ ୩ଟି ୱାର୍ଡର ୬୦୦ରୁ ଉର୍ଦ୍ଧ ଭୋଟର ଭୋଟ ବର୍ଜନ କରିଥିବା ଜଣାପଡିଛି। ଉକ୍ତ ବ୍ଲକର ଗୋପାଳପୁର, କଟରା ଓ ବିରିତୋଳ ପଞ୍ଚାୟତ […]
ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି । ବିଡେନ୍ ଓ ଟ୍ରମ୍ପ୍ଙ୍କ ମଧ୍ୟରୁ କିଏ ହେବେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି, ତାହା ଆଜି ସ୍ପଷ୍ଟ ହେବ । ବର୍ତ୍ତମାନ ସୁଦ୍ଧା ଇଲେକ୍ଟୋରାଲ୍ ଭୋଟରେ ଆଗରେ […]
ଭୁବନେଶ୍ବର: ରାଜ୍ୟରେ ଆଉ 12 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମାଲକାନଗିରି ଓ ମୟୂରଭଞ୍ଜରୁ ତିନିଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଭୁବନେଶ୍ବରରୁ 2 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି କେଉଁଝର, ଝାରସୁଗୁଡା, ଯାଜପୁର ଓ ରାୟଗଡାରୁ […]
ଭୁବନେଶ୍ବର: ରାଜ୍ୟରେ ଆଜି ୧ ହଜାର ୪୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୮୫୫ ଜଣ […]
ମୁମ୍ବାଇ, ସାମ୍ବାଦିକ ତଥା ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଆଜି ସକାଳେ ମୁମ୍ବାଇ ପୋଲିସ ଗିରଫ କରିଛି। କ୍ୟାମେରାରୁ ଦୂରରେ ରଖିବା ପାଇଁ ତାଙ୍କ ଘର ଆଗରେ ବହୁ ପୋଲିସ ଭ୍ୟାନ ରଖାଯାଇ ଏହି ଗିରଫ କରାଯାଇଛି। ତେବେ […]
ନୂଆଦିଲ୍ଲୀ, ଆଜି 4 ତାରିଖ ବୁଧୁବାର ଛଅଟି ରାଶିର ବ୍ୟକ୍ତିମାନେ ସାବଧାନ ରହିବାର ଆବଶ୍ୟକତା ରହିଛି। କାରଣ ଏହି ରାଶିର ବ୍ୟକ୍ତିମାନଙ୍କ ଗଣନା ଅନୁସାରେ ବୁଧୁବାର ଦିନ 10ଟାରୁ କୌଣସି ଏକ ଅପ୍ରିତିକର ପରିସ୍ଥିତର ସମ୍ମୁଖୀନ ହେବାର ସମ୍ଭାବନା ରହିଛି। ତେବେ […]
ଭୁବନେଶ୍ବର, ମଣିଷ ଦିନସାରା ଚେୟାରରେ ବସିବସି କାମ କରିଥାଏ। ବେଳେବେଳେ, କମ୍ପ୍ୟୁଟର କିମ୍ବା ଲାପଟପ୍ ରେ ମଧ୍ୟ ଦୀର୍ଘ ସମୟ କାମ କରିବାକୁ ପଡିଥାଏ। ଏହିପରି ସବୁବେଳେ କରିବା ପରେ ବେକ ଯନ୍ତ୍ରଣା ଆରମ୍ଭ ହୁଏ। ଏପରିକି ଭୁଲରେ ଶୋଇବା ଦ୍ୱାରା […]