ଭୁବନେଶ୍ବର, ଆଜି ଆମେ ଆପଣଙ୍କୁ ଦୁଇଟି ରାଶି ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ଶନିଙ୍କ କୋପ ଦୃଷ୍ଟିରୁ ମୁକ୍ତ ହେଲେ। ଫଳରେ ଏହି ରାଶି ଦ୍ବୟର ବ୍ୟକ୍ତିମାନେ ଆର୍ଥିକ ଦୃଷ୍ଟିରୁ ବେଶ୍ ଲାଭବାନ ହୋଇପାରିବେ। ଆପଣଙ୍କ ଆଖପାଖର ଲୋକମାନେ ଆପଣଙ୍କୁ ବେଶ୍ […]
ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟାରେ ସାମାନ୍ୟ ହ୍ରାସ ଦେଖାଯାଉଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ ଦେଶରେ 61 ହଜାର 871 ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ […]
ସୀତାରାମ ଅଗ୍ରଓ୍ବାଲ ବାଣପୁର : ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଅଲାଇଡିହ ଛକରେ ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ଘଟିଥିବା ଗଣ୍ଡଗୋଳ ରେ ଗୁରୁତର ଆହତ ହୋଇଥିବା ବୁଟୁ ପାଢ଼ୀଙ୍କ କ୍ୟାପିଟାଲ ହସ୍ପିଟାଲ ରେ ଚିକିତ୍ସାଧୀନ ଅବସ୍ଥାରେ ପାଖାପାଖି […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଭାରତୀୟ ବିକାଶ ପରିଷଦର ରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଓଡ଼ିଶାରେ ଏକ ଜନସ୍ୱାର୍ଥ ମାମଲା ରିଟ୍ ପିଟସନ ୨୮୦୭୯/୨୦୨୦ରେ ଓଡ଼ିଶା ସରକାର ରାଜ୍ୟର ୧୪୩୭୯ ପ୍ରାଥମିକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୨୦୨୦-୨୧ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଚଳିତ ମାସ ୧୬ ତାରିଖରେ ନିଟ୍-୨୦୨୦ ଯୁଗ୍ମ ପ୍ରବେଶିକା ପରୀକ୍ଷାଫଳ ପ୍ରକାଶ ପାଇଛି। ୨୦୧୯-୨୦ ମସିହା ଶ୍ରେଣୀକକ୍ଷରେ ମେଡ଼ିକାଲ୍ କୋଚିଂ ନେଉଥିବା ନୀଳକଣ୍ଠନଗର ସରସ୍ୱତୀ ବିଦ୍ୟାମନ୍ଦିର ବହୁ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଅନୁଷ୍ଠାନ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଆଜି ବଡ଼ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀନୃସିଂହ ସାହିରେ ଦାଦାବଟିକୁ କେନ୍ଦ୍ରରେ ଜନୈକ ଭାଇଭଉଣୀଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଛି। ଉଭୟ ଆହତ ହୋଇଥିବାବେଳେ ଭଉଣୀର ଅବସ୍ଥା ଗୁରୁତର ଅଛି। ଉଭୟଙ୍କୁ ବ୍ରହ୍ମପୁର ଏମ୍କେସିଜିରେ ଚିକିତ୍ସା କରାଯାଉଛି। ଘଟଣାରୁ […]
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଅଲାଇଡିହ ଛକ ଠାରେ ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ଭୀଷଣ ଗଣ୍ଡଗୋଳ ହେବାର ଖବର ହସ୍ତଗତ ହୋଇଛି। ଉଭୟ ବ୍ୟକ୍ତି ଅଲାଇଡିହ ଗ୍ରାମର ବୋଲି ଜଣାପଡିଛି। ଏହି ଗଣ୍ଡଗୋଳ ଆଜି ରାତି […]
ଭୁବନେଶ୍ବର, ରାଜ୍ୟରେ ହେବାକୁ ଥିବା ଦୁଇଟି ବିଧାନସଭା ଆସନର ଉପନିର୍ବାଚନ ପାଇଁ କୋଭିଡ19 ଆଇନିରେ କୋହଳ କରାଯାଇଛି। ଏ ନେଇ ସ୍ବାତନ୍ତ୍ର ରିଳିଫ କମିଶନର ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ସେହି ଅନୁସାରେ କୁହାଯାଇଛି ଯେ, ଉପନିର୍ବାଚନକୁ ଦୃଷ୍ଟିରେ ରଖି କେବେଳ […]
କନ୍ଦର୍ପ ବେହେରା ରେଢାଖୋଲ: ଦୁଇ ଦିନ ତଳେ ଖୋଲଗଡ ମନ୍ଦିରରୁ ଚୋରି ହୋଇଥିବା ଚୋରୀ ସାମଗ୍ରୀକୁ କିସିଣ୍ଡା ପୋଲିସ୍ ଆଜି ସକାଳୁ ଡଇଁଚା ଗ୍ରାମରୁ ଜବତ କରିବା ସହ ୨ ଜଣ ଚୋରକୁ ଧରିବାରେ ସଫଳ ହୋଇଛି। ପୋଲିସ୍ ସୂତ୍ରରୁ ପ୍ରକାଶ […]
କୋଲକାତା : ଶାରଦୀୟ ନବରାତ୍ର ଆରମ୍ଭ ହୋଇଯାଇଛି । ମା’ ଜଗଜ୍ଜନନୀ ଦୁର୍ଗା ଆଉ କିଛି ଦିନ ମଧ୍ୟରେ ଧରାବତରଣ କରିବେ । ତାଙ୍କ ଆଗମନ ପାଇଁ ଚାରିଆଡେ ଚାଲିଛି ପ୍ରସ୍ତୁତି । ତେବେ କରୋନାକୁ ଦୃଷ୍ଟିରେ ରଖି ଚଳିତ ଥର […]
ପଞ୍ଜାବ : ପଞ୍ଜାବର ଫରିଦକୋଟରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଓ ଦୁଇ ସନ୍ତାନଙ୍କ ସହିତ ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି । ଘଟଣାସ୍ଥଲରୁ ପୋଲିସ୍କୁ ସୁଇସାଇଡ୍ ନୋଟ୍ ମିଳିଛି । […]
ପ୍ୟାରିସ : ବିଗତ କିଛି ଦିନ ଧରି ଅପରାଧର ମାତ୍ରା ବଢିଯାଇଛି । ବିଶ୍ବର କୋଣ ଅନୁକୋଣରୁ ପ୍ରାୟ ସବୁଦିନ ଅପରାଧ ଘଟୁଛି । ଫ୍ରାନ୍ସର ରାଜଧାନୀ ପ୍ୟାରିସ୍ର ଉତ୍ତର ପୂର୍ବ କ୍ଷେତ୍ରରେ ପ୍ରଫେଟ୍ ମହମ୍ମଦଙ୍କ ଫଟୋକୁ ନେଇ ହୋଇଥିବା ବିବାଦରେ […]
ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟଙ୍କୁ କମିଶନରେଟ ପୋଲିସ୍ ଗିରଫ କରିଛି। ଦାଦାବଟି ଜୁଲମ୍ ଅଭିଯୋଗରେ ରାଜାଙ୍କୁ ପୋଲିସ୍ ଉଠାଇ ନେଇଥିଲା। ପରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। କମିଶନରେଟ ପୁଲିସର ଆଣ୍ଟି ଏକ୍ସଟର୍ସନ ଟିମ ରାଜାକୁ ଉଠାଇ ନେଇଛି। ଗତକାଲି ଦାଦାବଟି […]
ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ : ଆଜି ମଧ୍ୟାହ୍ନ ରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନ ରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ଯାତ୍ରୀ ଟ୍ରେନରେ ଚଢ଼ୁଥିବାବେଳେ ଅସାବଧାନତା ବଶତଃ ଖସିପଡ଼ି ହରାଇଛନ୍ତି ଗୋଟେ ହାତ। ସୂଚନା […]
ପାଟନା : ବିହାର ନିର୍ବାଚନ ପୂର୍ବରୁ ମହାମେଣ୍ଟ ପକ୍ଷରୁ ଏହାର ନିର୍ବାଚନୀ ଇସ୍ତାହାର ପ୍ରକାଶ କରାଯାଇଛି । ମହାମେଣ୍ଟ ପକ୍ଷରୁ ଏହି ଇସ୍ତାହାରରେ ଚାକିରି, ଶିକ୍ଷା ଓ ସ୍ୱାସ୍ଥ୍ୟକୁ ପ୍ରାଧାନ୍ୟ ଦିଆଯାଇଛି । ଆରଜେଡି ନେତା ତେଜସ୍ୱୀ ଯାଦବ ଏହି ଇସ୍ତାହାର […]
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଜଣେ ମହିଳା ନିଜ ସହିତ ହୋଇଥିବା ଦୁଷ୍କର୍ମ ଓ ବ୍ଲାକମେଲିଂରୁ ବିରକ୍ତି ହୋଇ ଜଣେ ଯୁବକଙ୍କ ହତ୍ୟା କରିଥିବାର ସୂଚନା ରହିଛି । ମହିଳା ଜଣକ ଏତେ ବ୍ୟତିବ୍ୟସ୍ତ ହୋଇପଡିଥିଲେ ଯେ, ରାଗରେ ଉକ୍ତ ଯୁବକଙ୍କୁ 25 […]
ଭୁବନେଶ୍ବର : ସାଂସଦ ଅପରାଜିତାଙ୍କ କାର୍ଯ୍ୟାଳୟ ଖୋଲିଲା । ସିଲ୍ ହେବାର ଆଠ ଦିନ ପରେ ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟାଳୟ ଖୋଲିଲା । ପଳାସପଲ୍ଲୀସ୍ଥିତ ସାଂସଦ ଅପରାଜିତାଙ୍କ କାର୍ଯ୍ୟାଳୟ ଆଜି ଖୋଲାଯାଇଛି । ସିଲ୍ କରିବାର 8ଦିନ ପରେ ଅଫିସ୍ ଖୋଲିଛି […]
ପୁରୀ, ବେଳାଭୂମି ପରିସ୍କାର ରହିଲେ ପରିବେଷ ପରିସ୍କାର ରହିବ। ସ୍ବାସ୍ଥ୍ୟ ମଧ୍ୟ ଭଲ ରହିବ। ଏହିପରି ଏକ ବାର୍ତ୍ତା ନେଇ ପୁରୀ ପ୍ରଶାସନ ତରଫରୁ ଆରମ୍ଭ ହୋଇଛି ଅଭିନବ ଉଦ୍ୟମ। ଯାହାର ନାମ ରଖାଯାଇଛି ‘ମୋ ବେଳାଭୂମି ଯୋଗ’। ଏହି କାର୍ଯ୍ୟକ୍ରମ […]
ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ ପୁଣି ଥରେ ଧାରା 370 ସମ୍ପର୍କରେ ମୁହଁ ଖୋଲିଛନ୍ତି । ଧାରା 370 ଉଚ୍ଛେଦକୁ ଅଣ ସାମ୍ବିଧାନିକ ବୋଲି କହିବା ସହିତ ଗୁପକାର ରାଜିନାମା ପ୍ରତି ସମର୍ଥନ ଜାହିର କରିଥିଲେ । […]
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ। ତାଙ୍କ କାର୍ଯ୍ୟାଳୟ ସିଳ୍ କରିବା ବିଏମ୍ସିର ବେଆଇନ ପଦକ୍ଷେପ ବୋଲି କହିଛନ୍ତି ଅପରାଜିତା । ତେବେ ଏଥିପାଇଁ ସେ ବିଏମସିକୁ ଦାୟୀ ନକରି ସରକାରଙ୍କୁ ଦାୟୀ କରିଛନ୍ତି । […]
ଭୁବନେଶ୍ବର : ରାଜ୍ୟରେ ଆଉ 17 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧରୁ ସର୍ବାଧିକ 5 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ କଟକରୁ 2 ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଅନୁଗୁଳ, ବାଲେଶ୍ବର, ଜଗତସିଂହପୁର, କନ୍ଧମାଳ, କେଉଁଝର, ମୟୂରଭଞ୍ଜ, ନୟାଗଡ, ପୁରୀ, […]