ସୀତାରାମ ଅଗ୍ରୱାଲ ବାଣପୁର: ବାଣପୁର ଆକ୍ସିସ ବ୍ୟାଙ୍କ କର୍ମଚାରୀଙ୍କୁ ଦୁର୍ବୃତ୍ତ ମାନେ ମାଡ଼ ମାରି ଲୁଟି ନେଇଛନ୍ତି ମୋବାଇଲ ଏବଂ ହଜାର ହଜାର ଟଙ୍କା। ଏ ନେଇ ବାଣପୁର ଥାନାରେ ଆଜି ଲିଖିତ ଅଭିଯୋଗ କରିଛନ୍ତି ସମ୍ପୃକ୍ତ କର୍ମଚାରୀ। କର୍ମଚାରୀ ଜଣକ […]
ସୀତାରାମ ଅଗ୍ରୱାଲ ଚିଲିକା: ଚିଲିକା ବ୍ଲକ ଅନ୍ତର୍ଗତ ହରିକୁଣ୍ଡ ବରଡ଼ି ଗ୍ରାମରେ ଏକ ଅଘଟଣ ଘଟିଯାଇଛି। ବିଦ୍ୟୁତ ଆଘାତରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ମୃତକ ଯୁବକଙ୍କ ନାମ ରବୀନ୍ଦ୍ର ସ୍ଵାଇଁ (୨୩)। ସୂଚନା ଯୋଗ୍ୟ ଯେ, […]
ରମେଶ ମହାନ୍ତି ଜଗତସିଂହପୁର: ଜିଲ୍ଲାର ରଘୁନାଥପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଧୀନସ୍ଥ ଏକ ବିଦ୍ୟାଳୟରେ ନଅ ମାସ ହେବ ଦୁଇ ଜଣ ପ୍ରଧାନ ଶିକ୍ଷକ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି। ସୂଚନାନୁଯାୟୀ ଏ ବିଷୟରେ ଦୁଇ ଥର ଅଭିଯୋଗ କରାଯାଇଥିଲେ ବି […]
ଭୁବନେଶ୍ବର: ଆଜି ରାଜ୍ୟରୁ 2 ହଜାର 775 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ 500 ଜଣ ସୁସ୍ଥ ହୋଇଥିବା ବେଳେ ନୂଆପଡାରୁ 189, କଟକରୁ […]
ଭୁବନେଶ୍ବର, ଆଜି ବରମୁଣ୍ଡା ଓଭର ବ୍ରିଜ ଏବଂ ଫାୟାର ଷ୍ଟେସନ ମଝିରେ ଏକ ସଡକ ଦୁର୍ଘଟଣା ଘଟିଛି। ଏଥିରେ କେହି ମୃତାହତ ହୋଇ ନ ଥିଲେ ମଧ୍ୟ ଦୁର୍ଘଟଣାଟି ଭୟଙ୍କର ଥିଲା। କାରଣ ସେହି ରାସ୍ତା ଉପରେ ଲୁହା ଖୁଣ୍ଟ ବୋଝେଇ […]
ଭୁବନେଶ୍ୱର: ଉପଯୁକ୍ତ ଉତ୍ତମ ଚିକିତ୍ସା, ଯତ୍ନ ଓ ସେବା ଫଳରେ ସମ୍ କୋଭିଡ୍ ହସ୍ପିଟାଲରୁ ନିୟମିତ ଭାବେ ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରୁଥିବା ବେଳେ ପୁଣି ଜଣେ ବୟୋଜ୍ୟେଷ୍ଠା ମହିଳା ଏହି ମାରାତ୍ମକ ଭାଇରସ୍କୁ ପରାସ୍ତ କରିଛନ୍ତି। ଢେଙ୍କାନାଳର […]
ନୂଆଦିଲ୍ଲୀ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ ନିଷ୍ପତି ନିଆଯାଇଛି। ଏଥିରେ ବିଶ୍ବ ବ୍ୟାଙ୍କ ସହଯୋଗରେ ସ୍କୁଲ ଶିକ୍ଷା ଉନ୍ନତି ପାଇଁ 5718 କୋଟି ଟଙ୍କାକୁ କ୍ୟାବିନେଟ ମଂଜୁର ଦେଇଛନ୍ତି। ଶିକ୍ଷା ପାଇଁ ଜୁନ […]
ପିଣ୍ଟୁ ବିଷୋୟୀ ବେଗୁନିଆପଡା: ସରକାରୀ ବିଦ୍ୟାଳୟରୁ ତାଲା ଭାଙ୍ଗି ଚୋରି ହୋଇଥିବା ସୂଚନା ରହିଛି। ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବଡ଼ଖଇରଖମା ଗ୍ରାମପଞ୍ଚାୟତର ପାଇକପଡା ବଟେଶ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏପରି ଏକ ଅଭାବନୀୟ ଘଟଣାଦେଖିବାକୁ ମିଳିଛି। ଉଲ୍ଲେଖ ଯୋଗ୍ୟ ଯେ, ସ୍କୁଲର […]
ହାଥରସ୍, ପୁଣିଥରେ ହାଥରସ୍ ଚର୍ଚ୍ଚାକୁ ଆସିଛି। ଏଥର ଜଣେ 4 ବର୍ଷର ଝିଅକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଏହି ଘଟଣା ଜଣାପଡିବା ପରେ ପୋଲିସ ତତ୍ପରତା ପ୍ରକାଶ କରି ଅଭିଯୁକ୍ତକୁ ଗିରଫ କରିଛି। ଏଥିସହିତ ଏକ ମାମଲା ମଧ୍ୟ ଋଜୁ କରିଛି। […]
ଶ୍ରୀନଗର, ବର୍ତ୍ତମାନ ତାଜା ସୂଚନା ଅନୁସାରେ ଜାମ୍ମୁକାଶ୍ମୀରରେ ଦୁଇ ଜଣ ଅଜଣା ଆତଙ୍କବାଦୀଙ୍କୁ ସୁରକ୍ଷା କର୍ମି ଗୁଳି କରି ହତ୍ୟା କରିଛନ୍ତି । ଏହି ଘଟଣାଟି ଦକ୍ଷିଣ କାଶ୍ମୀରର ସୋପିଆନ ଜିଲ୍ଲାର ଚାକୁରା ଅଞ୍ଚଳରେ ଘଟିଛି। ଆଜି ହଠାତ ସୁରକ୍ଷା କର୍ମିଙ୍କୁ […]
ପାଟନା, ଆଜି ପୂର୍ବତନ ମନ୍ତ୍ରୀ ତଥା ଲୋକତାନ୍ତ୍ରୀକ ଜନତା ଦଳର ନେତା ଶରଦ ଯାଦବଙ୍କ ଝିଅ ସୁଭାସିନୀ କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି। ମୁଖ୍ୟତଃ ସୋନିଆ ଗାନ୍ଧୀ, ରାହୁଳ ଗାନ୍ଧୀଙ୍କ ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ କଂଗ୍ରେସରେ ସାମିଲ ହେଲି […]
ରମେଶ ମହାନ୍ତି ଜଗତସିଂହପୁର : ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରିଜାଇଡିଂ ଓ ଫାଷ୍ଟ ପୋଲିଂ ଅଧିକାରୀ ମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୨ଟି ପର୍ଯ୍ୟାୟରେ ଚଳିତ ମାସ ୧୩ […]
ଭୁବନେଶ୍ବର: ରାଜ୍ୟରେ ଆଉ ୧୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। କଟକରୁ ସର୍ବାଧିକ ୩ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଭୁବନେଶ୍ବର, ବୌଦ୍ଧ, କଳାହାଣ୍ଡି, ରାୟଗଡା, ଗଞ୍ଜାମ, କେନ୍ଦ୍ରାପଡା, କନ୍ଧମାଳ, ମୟୂରଭଞ୍ଜ, ପୁରୀ, ସୁନ୍ଦରଗଡ, ଯାଜପୁର ଏବଂ ବାଲେଶ୍ବରରୁ ଜଣେ […]
ପୁରୀ, ରାଜ୍ୟ ସରକାରଙ୍କ ଜାଗା ମିଶନ ଯୋଜନା ଅନୁଯାୟୀ ପୁରୀ ପ୍ରଶାସନ ମତ୍ସ୍ୟଜୀବୀ ପରିବାରଙ୍କୁ ଥଇଥାନ କରିବାକୁ ଆରମ୍ଭ କରିଛି। ସେହି ଅନୁସାରେ ସମୁଦ୍ରକୂଳରେ ଥିବା ମତ୍ସ୍ୟଜୀବୀ ପରିବାରଙ୍କୁ ସ୍ଥାନାନ୍ତରିତ କରାଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରଶାସନ କୋଣାର୍କର ନୋଳିଆ ସାହିର 130 […]
ଭୁବନେଶ୍ବର: ରାଜ୍ୟରେ ଆଜି ୨ ହଜାର ୬୦୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୫୧୧ ଜଣ ଚିହ୍ନଟ […]
ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୬୩ ହଜାର ୫୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୨ ଲକ୍ଷ ୩୯ ହଜାର ୩୮୯କୁ ବୃଦ୍ଧି ହୋଇଛି। ସେହିପରି ଗୋଟିଏ ଦିନରେ […]
କୌଶମ୍ବୀ: ଉତ୍ତରପ୍ରଦେଶର କୌଶମ୍ବୀ ଜିଲ୍ଲାର ସିରାଥୁ ଅଞ୍ଚଳରେ ଥିବା ଭଡା ଘରେ ଜଣେ ମହିଳା ଏବଂ ତାଙ୍କ ନାବାଳିକା ଝିଅଙ୍କୁ ହତ୍ୟା କରାଯାଇଥିବା ଦେଖିବାକୁ ମିଳିଛି। ମୃତକଙ୍କ ନାମ ସରିତା (୨୮) ଏବଂ ତାଙ୍କ ଝିଅ ତନୁ (୭)। ଅତିରିକ୍ତ ପୋଲିସ […]
ନୂଆଦିଲ୍ଲୀ: କୋଇଲା ବ୍ଲକ ଆବଣ୍ଟନ ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ବିରୋଧରେ ଦିଲ୍ଲୀର ସ୍ବତନ୍ତ୍ର ସିବିଆଇ କୋର୍ଟ ଆଜି ଦଣ୍ଡ ବିଧାନ କରିବେ। ସମସ୍ତ ବ୍ୟକ୍ତିଙ୍କୁ ଦଣ୍ଡାଦେଶ ସମୟରେ କୋର୍ଟରେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ […]
ମୁମ୍ବାଇ, କେତେକ ଗଣମାଧ୍ୟମରେ କୁହାଯାଇଛି ଯେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ରିୟା ଚକ୍ରବର୍ତ୍ତୀଙ୍କୁ ଯେପରି ଟାର୍ଗେଟ କରାଯାଉଛି, ସେହିଭଳି ଭେଟେରାନ ଅଭିନେତ୍ରୀ ରେଖାଙ୍କୁ ମଧ୍ୟ ତାଙ୍କ ସ୍ୱାମୀ ମୁକେଶ ଅଗ୍ରୱାଲଙ୍କ ଆତ୍ମହତ୍ୟା ପରେ ଟାର୍ଗେଟ କରାଯାଇଥିଲା। ଏପରି ଖବରରେ […]
ମଥୁରା, ଯୋଗଗୁରୁ ବାବା ରାମଦେବ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଛନ୍ତି। ସେ ହାତୀ ପିଠିରୁ ହଠାତ ତଳକୁ ଖସି ପଡିଥିଲେ। ତେବେ ଦୈବାତ ତାଙ୍କର କୌଣସି କ୍ଷୟକ୍ଷତି ହୋଇ ନାହିଁ। ଏହି ଘଟଣାଟି ଉତ୍ତରପ୍ରଦେଶର ମଥୁରା ନିକଟରେ ଥିବା […]
ସୀତାରାମ ଅଗ୍ରୱାଲ ବାଣପୁର: ବନ ବିଭାଗ ହେପାଜତରେ ଥିବା ଜଣେ ବ୍ୟକ୍ତିଙ୍କର ସନ୍ଦେହ ଜନକ ମୃତ୍ୟୁ ହୋଇଛି। କାଠ ଚୋର ସନ୍ଦେହରେ ବାଣପୁର ବନ ବିଭାଗ ଉକ୍ତ ବ୍ୟକ୍ତିଙ୍କୁ ଅଟକ ରଖିଥିଲା। ମୃତକ ଜଣକ ନୟାଗଡ ଜିଲ୍ଲା ଶରଣକୂଳ ଥାନା ଅନ୍ତର୍ଗତ […]