କୋଲକାତା, ଆଜି ଅର୍ଥାତ ଶନିବାରଠାରୁ ସୂର୍ଯ୍ୟଦେବଙ୍କର ବଡ ରାଜଯୋଗ ରହିଛି। ଏହା ଦ୍ବାରା ପାଞ୍ଚୋଟି ରାଶର ଭାଗ୍ୟ ଖୋଲିବାର ସମ୍ଭାବନା ଦେଖାଦେଇଛି। ସେହି ରାଶିର ବ୍ୟକ୍ତିମାନଙ୍କର କ୍ୟାରିୟର ଆଗକୁ ବଢିବେ। ଏହି ଦିନମାନଙ୍କରେ ଭଲ ଚାକିରି ଖୋଜୁଥିଲେ ତା’ହେଲେ ଆପଣ ନିଶ୍ଚିତ […]
ଭୁବନେଶ୍ୱର/ଜଗତସିଂହପୁର, ମୋଦି ସରକାର କରୋନା ସମୟରେ ଓଡ଼ିଶା ପାଇଁ ୨୨ ହଜାର ୨୬୭ କୋଟି ଟଙ୍କାର ସହାୟତା ପ୍ୟାକେଜ୍ ଦେଇ ସମ୍ବେଦନଶୀଳ ସରକାରର ପରିଚୟ ଦେଇଥିବା ବେଳେ ଓଡ଼ିଶାରେ ସ୍ୱାସ୍ଥ୍ୟ ସେବା ଚରମ ସୀମାରେ ପହଞ୍ଚିଛି । ଏହା ରାଜ୍ୟ ସରକାରଙ୍କ […]
ରମେଶ ମହାନ୍ତି ଜଗତସିଂହପୁର: ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀରେ ଉପନିର୍ବାଚନର ସୁପରିଚାଳନା ଓ ତଦାରଖ ନିମନ୍ତେ ନିଯୁକ୍ତି ପାଇଥିବା ସାଧାରଣ ପର୍ଯ୍ୟବେକ୍ଷକ ପି.ରାଜେନ୍ଦ୍ର ଚୋଲନ୍ ନିର୍ବାଚନମଣ୍ଡଳୀର ବିଭିନ୍ନ ବୁଥ୍ ପରିଦର୍ଶନ କରିଛନ୍ତି। ସେ ଗତ ଅକ୍ଟୋବର ୨୧ […]
ଭୁବନେଶ୍ବର: ଆଜି ରାଜ୍ୟରୁ ୨ ହଜାର ୩୭୭ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୩୯୪ ଜଣ ସୁସ୍ଥ ହୋଇଥିବା ବେଳେ ଅନୁଗୁଳରୁ ୨୦୪, କଟକରୁ […]
ନୂଆଦିଲ୍ଲୀ: କରୋନା ଟୀକା ଶୀଘ୍ର ଉପଲବ୍ଧ ହେବା ନେଇ ସଂକେତ ମିଳିଛି। ସେଥିପାଇଁ ଡାଟାବେସ୍ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ମିଳିଥିବା ସୂଚନା ରହିଛି। ସ୍ଵାସ୍ଥ୍ୟକର୍ମୀଙ୍କ ସହ ଅଙ୍ଗନବାଡି କର୍ମୀଙ୍କ ଡାଟାବେସ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ମିଳିଛି। ଏନେଇ ମହିଳା ଓ ଶିଶୁ […]
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ + ୨ ମହାବିଦ୍ୟାଳୟ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହାୟର୍ ସେକେଣ୍ଡାରୀ ଏଜୁକେସନ୍ର ୮ ଜଣ ଛାତ୍ରଛାତ୍ରୀ ସର୍ବଭାରତୀୟ ମେଡିକାଲ୍ ପ୍ରବେଶିକା ପରୀକ୍ଷା (ନିଟ୍)ରେ କୃତିତ୍ୱର ସହ ସମ୍ମାନ ଜନକ ସ୍ଥାନ (ର୍ୟାଙ୍କ) ରଖି ସଫଳତା ହାସଲ […]
ଭୁବନେଶ୍ୱର: ଚଳିତବର୍ଷ ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁସ୍ନାଲ୍ ର୍ୟାଙ୍କିଂ ଫ୍ରେମ୍ୱାର୍କ (ଏନ୍ଆଇଆର୍ଏଫ୍) ର୍ୟାଙ୍କିଙ୍ଗରେ ଦେଶର ୨୦ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନ ପାଇଥିବା ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟ) ହାସଲ କରିଛି ଆଉ ଏକ ସଫଳତା। ପୂର୍ବ ଭାରତରେ ଏକମାତ୍ର […]
ଜମ୍ମୁ: ଆଜି ଜମ୍ମୁ କାଶ୍ମୀରର ପାହାଡ଼ିଆ ଡୋଡା ଜିଲ୍ଲାରେ ସଡ଼କ ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଡ୍ରାଇଭର ନିୟନ୍ତ୍ରଣ ହରାଇବା ପରେ ଖିଲାନିରୁ ହେମ୍ବଲକୁ ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏହି ଗାଡି […]
ବାଲେଶ୍ୱର, ଜିଲ୍ଲା ଗୋହିରାପଦା ଗ୍ରାମର ଯୁବ ଚିତ୍ରଶିଳ୍ପୀ ଆଦିତ୍ୟ କୁମାର ଜେନାଙ୍କ ଚିତ୍ରକଳା ନେଚର ଫାଣ୍ଟାସି ଦକ୍ଷିଣ ଭାରତର ପ୍ରସିଦ୍ଧ ଆର୍ଟ ଗ୍ୟାଲେରୀ ଆର୍ଟ ହଜରେ ସ୍ଥାନ ପାଇଛି । କେବଳ ସେତିକି ନୁହେଁ ଆଦିତ୍ୟଙ୍କ ଚିତ୍ରକଳା ସଂପର୍କରେ ଏକ ଆଲେଖ୍ୟ […]
ରାଜସ୍ଥାନ, ଆଜି ସକାଳେ ଡିଆଲାବ ପୋଖରୀରେ ଫେରାର ଥିବା ଜଣେ ବ୍ୟକ୍ତିଙ୍କ ମୃତଦେହ ପୋଲିସ ଜବତ କରିଛି। ତାଙ୍କ ନାମ ଦେବେନ୍ଦ୍ର ଶର୍ମା ବୋଲି ଜଣାପଡିଛି। ଗତ ବୁଧବାର ଦିନ ରାଜସ୍ଥାନର ରିଥାଲାଇ ଶିବ ମାର୍ଗରେ ଦେବେନ୍ଦ୍ରଙ୍କ ସ୍ତ୍ରୀ ଏବଂ ଦୁଇ […]
ଦୁବାଇ: ଚଳିତ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର ୪୦ ଟି ମ୍ୟାଚ୍ ଶେଷ ହେବା ପରେ କିଙ୍ଗ୍ସ ଏକାଦଶ ପଞ୍ଜାବ ଅଧିନାୟକ କେ.ଏଲ୍ ରାହୁଲ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ପେସର୍ କାଗିସୋ ରାବାଡା ସମ୍ପୃକ୍ତ ବ୍ୟାଟିଂ ଏବଂ ବୋଲିଂ ତାଲିକାରେ […]
ଭୁବନେଶ୍ବର: ରାଜ୍ୟରେ ଆଉ ୧୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଗଜପତି ଓ ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବାବେଳେ ମୟୂରଭଞ୍ଜ, ଭୁବନେଶ୍ବର ଏବଂ ଯାଜପୁରରୁ ଦୁଇ ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏନେଇ […]
ଭୁବନେଶ୍ବର: ରାଜ୍ୟରେ ଆଜି ୧ ହଜାର ୭୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୦୩୧ ଜଣ […]
ପାଟନା, ଆଜି ବିହାର ବିଧାନସଭା ନିର୍ବାଚନର ଗରମ ବେଶ ବୃଦ୍ଧି ପାଇବ। କାରଣ ଆଜି ଦେଶର ଦୁଇ ହେଭିୱେଟ ନେତା ନିର୍ବାଚନ ମଇଦାନକୁ ଓହ୍ଲାଉଛନ୍ତି। ଏନଡିଏ ପ୍ରାର୍ଥୀମାନଙ୍କୁ ଜିତାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅନୁରୋଧ କରିବେ। ସେହିପରି ମହାମେଣ୍ଟର […]
ରମେଶ ମହାନ୍ତି ଜଗତସିଂହପୁର: ତିର୍ତ୍ତୋଲ ସ୍ଥିତ ଆନନ୍ଦମଣ୍ଡପ ଠାରେ ତିର୍ତ୍ତୋଲ ପଞ୍ଚାୟତ ବିଜେଡିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମହାକାଳପଡ଼ା ବିଧାୟକ ତଥା ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ, ଜନ୍ମେଜୟ ଲେଙ୍କା, ବିଜେଡିର ଜିଲ୍ଲା ସଭାପତି ତଥା ଜଗତସିଂହପୁର […]
ନୂଆଦିଲ୍ଲୀ: ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୪ ହଜାର ୩୬୬ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୯୦ ଜଣଙ୍କର ମୃତ୍ୟୁ ଘଟିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୭୭ ଲକ୍ଷ ୬୧ ହଜାର ୩୧୨କୁ ବୃଦ୍ଧି […]
ଜୟପୁର(ରାଜସ୍ଥାନ), ଆଜି ଅର୍ଥାତ୨୩ ଅକ୍ଟୋବରରୁ ଶୁକ୍ର ଗ୍ରହ ସିଂହ ରାଶିରେ ପ୍ରବେଶ କରିବେ। ଶୁକ୍ର ଗ୍ରହ ଉପଭୋଗ, ବିଳାସ, ଆନନ୍ଦ, ପ୍ରେମ ଓ ବିଳାସ ପାଇଁ ଜଣାଶୁଣା। ଶୁକ୍ର ମୀନ ରାଶି ପାଇଁ ଉନ୍ନତ ହେଲେ କନ୍ୟା ରାଶି ପାଇଁ ଖରାପ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଆଜି ଏକ ହୃଦୟ ବିଦାରକ ଦୃଶ୍ୟ କ୍ରମେ ଏମ୍କେସିଜି ମେଡ଼ିକାଲ୍ ପରିସରରେ ଥିବା ଏକ ଦୋକାନ ସଂଲଗ୍ନ ନାଳ ନିକଟରେ ଏକ ଜନ୍ମିତ ମୃତ ଛୁଆ ପଡ଼ିଥିବା ଦେଖିବାକୁ ମିଳିଥିଲା। ମୃତ ଛୁଆଟିକୁ କୁକୁର ଛିନ୍ନ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସ୍ୱଚ୍ଛତା ଏବଂ କରୋନା ସଚେତନତାକୁ ନେଇ ଗୁରୁବାର ଦିନ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏକ ସାଇକେଲ୍ ରାଲି ଅନୁଷ୍ଠିତ ହୋଇଥିଲା। ମହାନଗର ନିଗମ କମିଶନର ଡ. ସିଦ୍ଧେଶ୍ୱର ବଳିରାମ ବୋନ୍ଦାରଙ୍କ ସଂଯୋଜନାରେ ଏହା ଅନୁଷ୍ଠିତ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ଫାସିଗୁଡ଼ା ପଞ୍ଚାୟତର ୩୦ ଜଣ ଚାଷୀ ଆଜି ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ବିଧାନସଭାର ନୂତନ ସମ୍ମିଳନୀ କକ୍ଷରେ ସାକ୍ଷାତ କରିଛନ୍ତି। ସାକ୍ଷାତ ଆଲୋଚନା ବେଳେ ସେମାନେ ନିଜର […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: କର୍ପୋରେଟ ହାଉସ୍ର ମୁନାଫା ପାଇଁ ଉଭୟ ଲୋକସଭା, ରାଜ୍ୟସଭାରେ ଗୃହୀତ କରାଇଥିବା ଜନବିରୋଧୀ କୃଷି ବିଲ୍ ଦ୍ୱାରା ବର୍ତ୍ତମାନର ଅତି ଆବଶ୍ୟକ ସାମଗ୍ରୀଗୁଡ଼ିକର ଦାମ ଆକାଶଛୁଆଁ ହୋଇଥିବା ଏବଂ ଆଗକୁ ଆଉରି ପରିସ୍ଥିତି ଖରାପ ହେବ […]