ଆଜିର ଖବର

ଦିଲ୍ଲୀ: ଆଜି ଦେଶରୁ ୮ ହଜାର ୬୦୩ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତ ୨୪ ଘଣ୍ଟାରେ ୪୭୧ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା…

ଭୁବନେଶ୍ବର:  ଆଜି ରାଜ୍ୟରେ ୧୯୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୨୩ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ…

ଭୁବନେଶ୍ବର: ସୂର୍ଯ୍ୟଦେବ ଅଗ୍ନି ଦେବଙ୍କ ସ୍ବରୂପ ଏବଂ ପ୍ରତ୍ୟକ୍ଷ ଦେବତା ରୂପେ ମନାଯାଇଥାଏ। ବାସ୍ତୁ ଶାସ୍ତ୍ରରେ ସୂର୍ଯ୍ୟଙ୍କର ବିଶେଷ ମହତ୍ତବ ରହିଛି। ଶକ୍ତିର ଅସୀମ ଭଣ୍ଡାର ସୂର୍ଯ୍ୟଦେବଙ୍କୁ ନେଇ…

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ମୁକେଶ ଅମ୍ବାନି ତଥ୍ୟର ଗୋପାନୀୟତା ଓ କ୍ରିପ୍ଟୋକରେନ୍ସି ସମ୍ପର୍କିତ ବିଲ୍‌କୁ ଦୃଢ଼ ସମର୍ଥନ ଦେଇଛନ୍ତି। ସରକାର…

ଭୁବନେଶ୍ବର: ଆସନ୍ତାକାଲି ଏବଂ ତା’ପରଦିନ ସମୁଦ୍ରରେ ବଡ ଜୁଆର ଆସିବ। ଏହିପରି ଚେତାବନୀ ଦେଇଛି ଭୁବନେଶ୍ବର ପାଣିପାଗ ବିଭାଗ। ଏହାର କାରଣରେ କୁହାଯାଇଛି ଯେ, ଚତୁର୍ଥ ଡିସେମ୍ବର…

ସୁନ୍ଦରଗଡ଼: ବହି ସବୁବେଳେ ମଣିଷର ଜ୍ଞାନର ପରିସୀମାକୁ ବଢ଼ାଇ ଥାଏ। କିନ୍ତୁ, ଆଜିର ଡିଜିଟାଲ୍ ଓ ମୋବାଇଲ୍ ସମୟରେ ଲୋକଙ୍କର ବହି ପଢ଼ିବାର ଅଭ୍ୟାସ କମିଯାଉଛି। ତେଣୁ…

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ଆସନ୍ନ ବାତ୍ୟା ‘ଜଓ୍ବାଦ’କୁ ନେଇ ଦେଖାଦେଇଥିବା ପରିସ୍ଥିତିର ମୁକାବିଲା ଲାଗି କେନ୍ଦ୍ର ମନ୍ତ୍ରଣାଳୟ/ଏଜେନ୍ସି ଏବଂ ରାଜ୍ୟ ସରକାରମାନଙ୍କ ପ୍ରସ୍ତୁତି ସମୀକ୍ଷା ନିମନ୍ତେ କ୍ୟାବିନେଟ ସଚିବ ରାଜୀବ…

ଭୁବନେଶ୍ବର: ସାମ୍ଭବ୍ୟ ବାତ୍ୟା ଜୱାଦ ପ୍ରଭାବରେ ଭୁବନେଶ୍ବର କ୍ଷତିଗସ୍ତ ହେବାର ସମ୍ଭାବନା ରହିଛି। କାରଣ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ରାଜଧାନୀରେ ଜଳମଗ୍ନ ହୋଇପାରେ। ସେଥିପାଇଁ ଭୁବନେଶ୍ବର…

ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀର ୫ଟି ପଞ୍ଚାୟତର ଆଦିବାସୀମାନେ ନିଜ ଜମିର ସୁରକ୍ଷା, ଓସିଏଲ୍ ନିର୍ଯ୍ୟାତନାରୁ ରକ୍ଷା ପାଇବା ଏବଂ ପୋଲିସ୍‌ର ଅତ୍ୟାଚାରରୁ ବର୍ତ୍ତିବା…

ଭୁବନେଶ୍ବର: ସାମ୍ଭବ୍ୟ ବାତ୍ୟା ନେଇ ଆଜି ସ୍ବତନ୍ତ୍ର ରିଲିଫ କମିଶନର ଏକ ସାମ୍ବାଦିକ ସମ୍ମିଳନୀରେ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସେ ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ଓ…

ନୂଆଦିଲ୍ଲୀ: ଅଭିନେତ୍ରୀ କଙ୍ଗନା ରନାୱତଙ୍କ ଗାଡିକୁ ଆଜି ଶ୍ରୀ କିରତପୁର ସାହିବର ବୁଙ୍ଗା ସାହିବରେ କୃଷକମାନେ ଘେରି ରହିଥିଲେ। ଏହା ପରେ ଚଣ୍ଡିଗଡ଼-ଉନା ରାଜପଥରେ ଏକ ଜାମ୍…

ସୀତାରାମ ଅଗ୍ରୱାଲ ଚିଲିକା: ମାଡିଆସୁଛି ବାତ୍ୟା ଜୱାଦ। ଏଥି ନିମନ୍ତେ ରାଜ୍ୟ ସରକାର ସମସ୍ତ ପୂର୍ବପ୍ରସ୍ତୁତି ସାରିଥିବାବେଳେ ଖୋର୍ଦ୍ଧା ଜିଲ୍ଲା ଚିଲିକା ଅଞ୍ଚଳରେ ମଧ୍ୟ ସମାନ ପଦକ୍ଷେପ…

ଭୁବନେଶ୍ୱର: ସମ୍ ଅଲ୍ଟିମେଟ୍ ମେଡିକେୟାର (ସମ୍ମମ୍‌)ରେ ଏକ ବିରଳ ସ୍କଲବେସ୍ ବ୍ୟାଧିରେ ପୀଡ଼ିତ ଥିବା ଇରାକର ଜଣେ ନାଗରିକଙ୍କର ସଫଳତାର ସହ ଅସ୍ତ୍ରୋପଚାର କରାଯିବା ପରେ ସେ…

ଭୂବନେଶ୍ୱର: ରଣରଙ୍କା ପାଇକମାନଙ୍କର ‘ପାଇକ ବିଦ୍ରୋହ’ ଭାରତବର୍ଷର ପ୍ରଥମ ଇଂରେଜ ବିରୁଦ୍ଧ ସ୍ୱାଧୀନତା ସଂଗ୍ରାମ ନୁହେଁ। ଏଭଳି ଏକ ଭ୍ରମାତ୍ମକ ବିବୃତ୍ତି ଦେଇ କେନ୍ଦ୍ର ସରକାର ହୀନ…

ଭୁବନେଶ୍ୱର: “ଉତ୍ତମ ପ୍ରଶାସନିକ ବ୍ୟବସ୍ଥାର ପ୍ରତିଫଳନ” ଶୀର୍ଷକ ବିଷୟବସ୍ତୁ ଉପରେ ଏକ ଦୁଇ ଦିନିଆ ଆଞ୍ଚଳିକ ସମ୍ମିଳନୀ ଆଜି ଭୁବନେଶ୍ୱରଠାରେ ଉଦଘାଟିତ ହୋଇଯାଇଛି। ଭାରତ ସରକାରଙ୍କ ପ୍ରଶାସନିକ…

ଭୁବନେଶ୍ଵର: ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇର ବେଲପାହାଡ ଏବଂ ହିମଗୀର୍ ରେଳ ବିଭାଗ ମଧ୍ୟରେ ଚତୁର୍ଥ ଲାଇନ ସଂଯୋଗ କାର୍ଯ୍ୟକ୍ଷମ କରିବା ପାଇଁ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ…

ସ୍ୱାସ୍ଥ୍ୟ ଟିପ୍ସ: ଶୀତଦିନେ ତାପମାତ୍ରା ହଠାତ୍ ହ୍ରାସ ହେତୁ ଏହା ହୃଦୟ ରୋଗୀଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇଯାଏ। ଶୀତ ସମୟରେ ହୃଦଘାତ ସମସ୍ୟା ଅଧିକ ଦେଖାଯାଏ।…

ସୀତାରାମ ଅଗ୍ରୱାଲ କୁହୁଡ଼ି: ରାଜ୍ୟ ସରକାରଙ୍କ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା କୁହୁଡ଼ି ଅଞ୍ଚଳରେ ଏକ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। କିନ୍ତୁ…

ସୀତାରାମ ଅଗ୍ରୱାଲ ଚିଲିକା: ଚିଲିକାରେ ପକ୍ଷୀମାନଙ୍କ ଭିଡ ଜମିବା ଆରମ୍ଭ ନହେଉଣୁ ପକ୍ଷୀ ଶୀକାର ଆରମ୍ଭ ହୋଇ ଗଲାଣି। ଆଜି ଜଣେ ଶୀକାରୀ ପକ୍ଷୀ ଶୀକାର କରିବା…

ସୀତାରାମ ଅଗ୍ରୱାଲ ବାଣପୁର: କାଠ ମାଫିଆଙ୍କ ଆକ୍ରମଣରେ ଜଙ୍ଗଲ ସୁରକ୍ଷା କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। କର୍ମଚାରୀଙ୍କ ବେକେରେ ଛୁରା ଲଗାଇ କାଠ ମାଫିଆ ଆକ୍ରମଣ କରିଛନ୍ତି।…