ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅନ୍ତର୍ଗତ ସମର ଝୋଳ ଛକ ଶଙ୍କର ଚକ୍ଷୁ ଚିକିତ୍ସାଳୟ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୫ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଅନେକ ଗୁରୁତର ଆହାତ ହୋଇ ବ୍ରହ୍ମପୁର ବଡ […]
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତକାଲି ସନ୍ଧ୍ୟାରେ ପ୍ରବଳ ବର୍ଷାରେ ରେଶମ ନଗରୀ ବ୍ରହ୍ମପୁର ସହରରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି। ଏହି ଭଳି ପରିସ୍ଥିତିରେ ବ୍ରହ୍ମପୁର ସହର ହରିଡ଼ାଖଣ୍ଡି ଲକ୍ଷ୍ମୀ ନୃସିଂହ ସାହିର ସାଇ ରାମ୍ ପାତ୍ର ନାମକ ଜଣେ […]
ନୂଆଦିଲ୍ଲୀ: ଦିଲ୍ଲୀ ସରକାର ଏବଂ ଅଧିକାରୀଙ୍କ ମଧ୍ୟରେ ଏକ ନୂଆ ବିବାଦ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିଜ୍ଞାପନରୁ ନିଖୋଜ ହେବାର ଚିତ୍ର ସହିତ ଏହି ବିବାଦ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଫଟୋ ବିନା ସ୍ୱାଧୀନତା ଦିବସରେ […]
ନୂଆଦିଲ୍ଲୀ: ବାଂଲାଦେଶର ଅନ୍ତରୀଣ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଶେଖ ହସିନାଙ୍କ କାର୍ଯ୍ୟକାଳ ସମୟରେ ସାଂସଦମାନଙ୍କୁ ଦିଆଯାଇଥିବା ସମସ୍ତ କୂଟନୈତିକ ପାସପୋର୍ଟକୁ ସରକାର ରଦ୍ଦ କରିଛନ୍ତି। ଏହି ନିଷ୍ପତ୍ତି ସହିତ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପାସପୋର୍ଟ ମଧ୍ୟ ରଦ୍ଦ […]
ନୂଆଦିଲ୍ଲୀ: ପ୍ରଶଂସକମାନେ ତାମିଲ ସିନେମା ମେଗାଷ୍ଟାର ବିଜୟଙ୍କୁ “ଥଲାପତି” ଭାବରେ ଜାଣନ୍ତି। ଅଭିନେତା ବର୍ତ୍ତମାନ ରାଜନୀତିରେ ପ୍ରବେଶ କରିଛନ୍ତି। ଏହାପୂର୍ବରୁ ଫେବୃଆରୀରେ ବିଜୟ ତାଙ୍କର ନୂତନ ରାଜନୈତିକ ଦଳ ‘ତମିଝାଗା ଭେଟ୍ରିକାଝାଗମ’ (ଟିଭିକେ) ଗଠନ ପାଇଁ ଘୋଷଣା କରିଥିଲେ। ଆଜି ସେ […]
ଭୁବନେଶ୍ବର: ଆଜି ସକାଳୁ ସକାଳୁ ଭିଜିଲାନସ ଟିମ ଜଣେ ରେଞ୍ଜରଙ୍କ ଘରେ ଚଢାଉ କରିଛନ୍ତି। ଏକକାଳିନ କଟକ, ଭୁବନେଶ୍ବର ଓ ଢେଙ୍କାନାଳରେ ଥିବା ଆଠଟି ସ୍ଥାନରେ ଚଢାଉ ଚାଲିଛି। ଏହି ଚଢାଉ ବେଳେ ତାଙ୍କ ଅଫିସ ଟଏଲେଟର ଫ୍ଲାସ ଭିତରୁ ମିଳିଲା […]
ଭୁବନେଶ୍ୱର: ଓଡ଼ିଶାର ସର୍ବାଧିକ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବରେ ଜିଓ ରାଜ୍ୟରେ ଏହାର ଏକ ନମ୍ବର ସ୍ଥାନକୁ ଆହୁରି ସୁଦୃଢ କରିଛି। ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଦ୍ୱାରା ପ୍ରକାଶିତ ସର୍ବଶେଷ ଟେଲିକମ୍ ଗ୍ରାହକ ତଥ୍ୟ ଅନୁଯାୟୀ ରିଲାଏନ୍ସ […]
ଭୁବନେଶ୍ଵର: ଅତ୍ୟଧିକ ଜଳବାୟୁ ପରିବର୍ତ୍ତନ ଘଟଣାବଳୀ ଏବଂ ଅନ୍ୟାନ ପ୍ରତିକୂଳ ପରିବେଶ ପୃଷ୍ଠଭୂମିରେ ପଶ୍ଚିମବଙ୍ଗ, ଓଡିଶା, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ରାଜ୍ୟଗୁଡିକରେ କୃଷି, ଉଦ୍ୟାନ କୃଷି, ପଶୁପାଳନ ଏବଂ ମତ୍ସ୍ୟ କ୍ଷେତ୍ର ସହିତ ଜଡିତ ତଥା […]
ନୂଆଦିଲ୍ଲୀ: କର୍କଟ ଭାରତ ସମେତ ସମଗ୍ର ବିଶ୍ୱରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଥାଏ। ୱାର୍ଲ୍ଡ କ୍ୟାନସର ରିସର୍ଚ୍ଚ ଫଣ୍ଡ ଇଣ୍ଟରନ୍ୟାସନାଲ୍ ର ରିପୋର୍ଟ ଅନୁଯାୟୀ ଚାଇନାରେ ବିଶ୍ଵରେ ସର୍ବାଧିକ କର୍କଟ ରୋଗ ରହିଛି। ଏଠାରେ ପ୍ରାୟ ୪୮ ଲକ୍ଷ […]
ଭୁବନେଶ୍ୱର: ରିଲାଏନ୍ସ ଜିଓ ଏହାର ଗ୍ରାହକଙ୍କ ପାଇଁ ଜିଓ ଟିଭି ପ୍ଲସ ଟୁ ଇନ ୱାନ ଅଫର ନେଇଆସିଛି। ଏହି ଅଫର ଅନୁଯାୟୀ, ଗ୍ରାହକମାନେ ଏବେ ଗୋଟିଏ ଜିଓ ଏୟାର ଫାଇବର ସଂଯୋଗରେ ଦୁଇଟି ଟିଭି ଏକାସାଙ୍ଗରେ ଚଲାଇ ପାରିବେ। ଏହି ପ୍ଲାନରେ […]
ନୂଆଦିଲ୍ଲୀ: ନୂଆଦିଲ୍ଲୀର ନେସ୍ନାଲ୍ ମିଡିଆ ସେଣ୍ଟର୍ ଠାରେ ପ୍ରଥମ ଜାତୀୟ ମହାକାଶ ଦିବସ ଉପଲକ୍ଷେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ କହିଛନ୍ତି, ଚନ୍ଦ୍ରଯାନ-୩ ଏକ ମାଇଲଖୁଣ୍ଟ ଥିଲା, ଏହାପରେ ଚନ୍ଦ୍ରଯାନ ୪ ଓ ୫ ଅଭିଯାନ ଆରମ୍ଭ […]
ନୂଆଦିଲ୍ଲୀ: ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱରର ସ୍କୁଲ ଅଫ୍ ଇନଫ୍ରାଷ୍ଟ୍ରକଚରର ଏକ ଗବେଷଣାକାରୀ ଦଳ ଏକ ପୃଥକ ତଥା ମିଶ୍ରିତ ବର୍ଜ୍ୟବସ୍ତୁରୁ ମୂଲ୍ୟବାନ ଉତ୍ସ ପୁନରୁଦ୍ଧାର ପାଇଁ ଡିଜାଇନ୍ ହୋଇଥିବା ଏକ ଅଭିନବ ସୌରଚାଳିତ ମାଇକ୍ରୋୱେଭ୍ ପାଇରୋଲିସିସ୍ ରିଆକ୍ଟରର ଉଦ୍ଭାବନ […]
ମେଷ: –ମାନସିକ ସ୍ତରରେ ଆପଣ ଦୁର୍ବଳ ଅନୁଭବ କରିବେ ଏବଂ ସ୍ୱାସ୍ଥ୍ୟ ମଧ୍ୟ ବିଚଳିତ ହୋଇପାରେ । ଅସନ୍ତୁଳିତ ଖାଦ୍ୟ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ । ତୁମର ଖାଦ୍ୟର ଯତ୍ନ ନିଅ । କାର୍ଯ୍ୟରେ ସଫଳତା ପାଇବାରେ ବିଳମ୍ବ ହୋଇପାରେ […]
ଭୁବନେଶ୍ୱର: ଆଜି ରାଜ୍ୟର ୪ଟି ଜିଲ୍ଲାରେ ବଜ୍ରପାତ ଯୋଗୁଁ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ ଗଭୀର ଦୁଃଖପ୍ରକାଶ କରିବା ସହିତ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା […]
ନୂଆଦିଲ୍ଲୀ: ଆର୍ଜି କର ମେଡିକାଲ କଲେଜ ଘଟଣାରେ ମୃତକଙ୍କ ନାମ ଓ ଫଟୋ ପ୍ରସାରଣ ଶୀର୍ଷକ ମାମଲାରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଭାରତରେ କାର୍ଯ୍ୟରତ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମଗୁଡ଼ିକୁ ୨୦ ଅଗଷ୍ଟ ୨୦୨୪ରେ ସୁପ୍ରିମକୋର୍ଟଙ୍କ ଆଦେଶ ପାଳନ […]
ଖୋର୍ଦ୍ଧା: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣାଙ୍କ ସଭାପତିତ୍ୱରେ ମ୍ୟାଲେରିଆ ଏବଂ ଡେଙ୍ଗୁ ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ ରାଜ୍ୟଶ୍ରୀ […]
ଭୁବନେଶ୍ୱର: ର୍ୟାଗିଙ୍ଗ ବିରୋଧରେ ଫ୍ୟାକଲ୍ଟି, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଅଗଷ୍ଟ ୧୪ ରୁ ୧୮ ତାରିଖ ମଧ୍ୟରେ ର୍ୟାଗିଙ୍ଗ ବିରୋଧ ସପ୍ତାହ ପାଳିତ ହୋଇଯାଇଛି। ୟୁଜିସିର ନିୟମାବଳୀ ଅନୁଯାୟୀ […]
ନୂଆଦିଲ୍ଲୀ: ବାଂଲାଦେଶର ଖରାପ ଅବସ୍ଥାକୁ ଦୃଷ୍ଟିରେ ରଖି ଆଇସିସି ଏକ ବଡ ପଦକ୍ଷେପ ନେଇଛି। ମହିଳା ଟି -20 ବିଶ୍ୱକପ 2024 ବାଂଲାଦେଶରେ ଆୟୋଜିତ ହେବାକୁ ଯାଉଥିଲା, ଯାହା ବର୍ତ୍ତମାନ ସେଠାରୁ ସ୍ଥାନାନ୍ତରିତ ହୋଇଛି। ଆଇସିସି ୱେବସାଇଟରେ ପ୍ରକାଶିତ ରିପୋର୍ଟରେ ଏହା […]
ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚରମ ସୀମାରେ ପହଞ୍ଚିଛି। ୟୁକ୍ରେନ ସେନା ରୁଷର ଅନେକ ଅଞ୍ଚଳକୁ ମଧ୍ୟ କବଜା କରି ନେଇଛି। ବର୍ତ୍ତମାନ ଖବର ଆସିଛି ଯେ, ରୁଷର ରାଜଧାନୀ ମସ୍କୋ ଉପରେ ୟୁକ୍ରେନ ସବୁଠୁ ବଡ ଡ୍ରୋନ୍ […]
ଭୁବନେଶ୍ବର: ଆଜି ଉପ-ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଏକ ବଡ ଘୋଷଣା କରିଛନ୍ତି। ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଘରେ ବିଜୁଳି ପହଞ୍ଚିବ ବୋଲି ଉପ-ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ବିଦ୍ୟୁତ ସଂଯୋଗ ହୋଇନଥିବା […]
ନୂଆଦିଲ୍ଲୀ: ଅନୁସୂଚିତ ଜାତି ଏବଂ ଜନଜାତି ମୋର୍ଚ୍ଚା ଏବଂ ଭୀମ ଆର୍ମି ଦ୍ଵାରା ଡକାଯାଇଥିବା ଭାରତ ବନ୍ଦ ସମଗ୍ର ଦେଶରେ ଏସସି ଏବଂ ଏସଟି ସଂରକ୍ଷଣରେ କ୍ରିମି ସ୍ତର ଏବଂ ଉପ-ବର୍ଗୀକରଣ ସୃଷ୍ଟି କରିବାକୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ବିରୋଧ କରିଛି। ଭାରତ […]