ଚିଲିକା (ସୀତାରାମ ଅଗ୍ରୱାଲ): ସ୍ୱାଧୀନତା ଦିବସ ଅବସରରେ ଭୀରତୀୟ ନୌସେନାର ପ୍ରଶିକ୍ଷଣ ଅନୁଷ୍ଠାନ ଆଇଏନଏସ ଚିଲିକାରେ ନୂତନ କମାଣ୍ଡିଂ ଅଫିସର ତଥା ଓଡିଶା ଇନଚାର୍ଜ ନାଭାଲ ଅଫିସର ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି ବି ଦୀପକ ଅନୀଲ। କମୋଡର ବି ଦୀପକ ଅନୀଲ […]
ଭୁବନେଶ୍ୱର: ଆସନ୍ତା ଅଗଷ୍ଟ ୨୦ ରୁ ୨୫ ତାରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆର ପେକାନ୍ବାରୁ ସିଟି ସହରରେ ଆୟୋଜିତ ହେବାକୁ ଥିବା ଇନ୍ଟରନ୍ୟାସ୍ନାଲ୍ ଚ୍ୟାଲେଞ୍ଜ ପ୍ରତିଯୋଗିତାରେ ଭାଗ ନେବେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଇଞ୍ଜିନିୟରିଂ ଛାତ୍ର ଅମ୍ରିତ୍ ମହାନ୍ତି। ସୋଆ ପରିଚାଳିତ […]
ଭୁବନେଶ୍ବର: ପଶ୍ଚିମବଙ୍ଗ କଲିକତା ସ୍ଥିତ ଆରଜି କର ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଗତ୯ତାରିଖ ରାତ୍ରି ରେ କର୍ତ୍ତବ୍ୟ ରତ ସ୍ନାତକୋତ୍ତର ଡ଼ାକ୍ତରୀ ଛାତ୍ରୀ ଡା ମୌମିତା ଦେବନାଥ ଙ୍କୁ ବଳାତ୍କାର ଓ ହତ୍ୟା ପ୍ରତିବାଦରେ ନିରବ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। […]
ନୂଆଦିଲ୍ଲୀ: ବାଂଲାଦେଶର ଅନ୍ତରୀଣ ସରକାରର ନୂତନ ମୁଖ୍ୟ ମହମ୍ମଦ ୟୁନୁସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଡାକି ହିଂସାତ୍ମକ ବିରୋଧ ମଧ୍ୟରେ ବାଂଲାଦେଶୀ ହିନ୍ଦୁ ଏବଂ ଅନ୍ୟାନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷାକୁ ନିଶ୍ଚିତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ନିଜେ ସୋସିଆଲ ମିଡିଆ ପ୍ଲାଟଫର୍ମ […]
ନୂଆଦିଲ୍ଲୀ: ରାଜୀବ କୁମାର କହିଛନ୍ତି ଯେ ଆମେ ପ୍ରତିଶ୍ରୁତି ଦେଇଥିଲୁ ଯେ ନିର୍ବାଚନ ଛୋଟ ହେବ ଏବଂ ଜାମ୍ମୁ କାଶ୍ମୀରରେ ତିନିଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟ ମତଦାନ ସେପ୍ଟେମ୍ବର ୧୮ ତାରିଖ, ଦ୍ୱିତୀୟ ପର୍ଯ୍ୟାୟ ସେପ୍ଟେମ୍ବର ୨୫ […]
ଭୁବନେଶ୍ଵର: ଦେଶର ୭୮ ତମ ସ୍ୱାଧୀନତା ଦିବସ ଅବସରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢୀ ଉନ୍ନତି ଭବନ ପରିସରରେ ଆୟୋଜିତ ଏକ ସମାରୋହରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ବରିଷ୍ଠ ଅଧିକାରୀ […]
ନୂଆଦିଲ୍ଲୀ: କୋଲକାତାର ଜଣେ ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ପରେ ଆରଜି କର କଲେଜ ଏବଂ ହସ୍ପିଟାଲରେ ଭଙ୍ଗାରୁଜା ମାମଲାକୁ କଲିକତା ହାଇକୋର୍ଟ ସ୍ଵତଃ ସଜ୍ଞାନକୁ ନେଇଛନ୍ତି। ଏଥିରେ ଅସନ୍ତୋଷ ପ୍ରକାଶ କରି ୭ ହଜାର ଲୋକ ହଠାତ୍ କିପରି […]
ଭୁବନେଶ୍ବର: ପୂର୍ବରୁ ଯେଉଁ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା ତାହା ସତ ହେଲା। ଶେଷରେ ୱାଇ ବି ଖୁରାନିଆ ହେଲେ ଓଡିଶା ପୋଲିସ ଡିଜି। ଏ ନେଇ ଆଜି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି। ନିକଟରେ ଖୁରାନିଆ କେନ୍ଦ୍ରୀୟ […]
ମୁମ୍ବାଇ: ମହାରାଷ୍ଟ୍ରର ଭଣ୍ଡାରାର ପୂର୍ବତନ ବିଜେପି ସାଂସଦ ଶିଶୁପାଲ ପଟଲେ ଆଜି କଂଗ୍ରେସ ସହ ହାତ ମିଳାଇଛନ୍ତି। ମହାରାଷ୍ଟ୍ର ବିଜେପି ପାଇଁ ଏହା ଏକ ବଡ ଝଟକା ବୋଲି ବିବେଚନା କରାଯାଉଛି। କଂଗ୍ରେସରେ ଯୋଗଦେବା ଘୋଷଣା କରି ସେ କହିଛନ୍ତି ଯେ, […]
ଭୁବନେଶ୍ବର: ଆସନ୍ତା ଦୁଇଟି ସୋମବାରରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ପ୍ରଦାନ କରାଯାଇଛି। ସେହି ଅନୁସାରେ ଅଗଷ୍ଟ ୧୯ ଏବଂ ଅଗଷ୍ଟ ୨୬ ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ […]
ବ୍ରହ୍ମପୁର: ଗଞ୍ଜାମ ବ୍ରହ୍ମପୁର ସ୍ଥିତ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମହାବିଦ୍ୟାଳୟ ଓ ହସ୍ପିଟାଲ ର ୪୭ତମ ପ୍ରତିଷ୍ଠା ଦିବସ ଦୁଇ ଦିନ ଧରି ଏକ ମନୋଜ୍ଞ ଓ ଆକର୍ଷଣୀୟ ପରିବେଶରେ ଆୟୋଜିତ ହୋଇଯାଇଛି। ଏହାକୁ କଲେଜ ର ଅଧ୍ୟକ୍ଷ […]
ନୂଆଦିଲ୍ଲୀ: ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସୈନି ଆଜି ଚାଷୀଙ୍କୁ ବହୁତ ଖୁସି ଖବର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ସୈନି କୃଷକଙ୍କ ଖାତାରେ ପ୍ରଥମ କିସ୍ତି ପରିମାଣ ସ୍ଥାନାନ୍ତର କରିଛନ୍ତି। ୫୨୫ କୋଟିର ପ୍ରଥମ କିସ୍ତି ରିଲିଜ୍ ହୋଇଛି। ଏଥି ସହ ସେ […]
ଭୁବନେଶ୍ବର: ଶେଷରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହାର ପ୍ରଭାବରେ ଓଡିଶାର ୫ଦିନ ଯାଏ ଲଗାତର ବର୍ଷା ଜାରୀ ରହିବ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଏହା ଲଘୁଚାପରେ ପରିଣତ ହୋଇ ପଶ୍ଚିମ […]
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ଧାରା ୩୭୦ ହଟାଯିବା ପରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ୨୦୧୪ ରେ ବିଧାନସଭା ନିର୍ବାଚନ ଶେଷ ଥର ପାଇଁ ଅନୁଷ୍ଠିତ ହୋଇଥିଲା। ତେବେ ଜମ୍ମୁ କାଶ୍ମୀର ଏପର୍ଯ୍ୟନ୍ତ ପୂର୍ବ ରାଜ୍ୟ ମାନ୍ୟତା […]
ଚାଣକ୍ୟ ନୀତି: ଚାଣକ୍ୟ ନୀତିରେ ଆଚାର୍ଯ୍ୟ ଚାଣକ୍ୟ ମଧ୍ୟ ଏକ ସୁଖୀ ଦାମ୍ପତ୍ୟ ଜୀବନ ବିଷୟରେ ଆଲୋଚନା କରିଛନ୍ତି। ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କକୁ କିପରି ମଜବୁତ କରାଯିବ ଏବଂ କେଉଁ ଜିନିଷଗୁଡ଼ିକର ଯତ୍ନ ନିଆଯିବା ଉଚିତ ସେ ବିଷୟରେ ମଧ୍ୟ ସେ କହିଛନ୍ତି। ୧- […]
ନୂଆଦିଲ୍ଲୀ: ଇରାନର ଜଣେ ମହିଳା ହିଜାବ ନିୟମ ଉଲ୍ଲଂଘନ କରି ପୋଲିସ ଗୁଳିର ଶିକାର ହୋଇଛନ୍ତି। ଗତ ମାସରେ ଏହି ଘଟଣା ଘଟିଛି। ଏହି ୩୧ ବର୍ଷିୟା ବୟସ୍କା ମହିଳା ତାଙ୍କ କାରରେ ପଳାଇବାକୁ ଚେଷ୍ଟା କରୁଥିଲେ କାରଣ ସେ ଭାବିଥିଲେ […]
ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଉଧମ ସିଂ ନଗର ଜିଲ୍ଲା ମୁଖ୍ୟାଳୟର ଏକ ଘରୋଇ ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ଜଣେ ନର୍ସଙ୍କୁ ଦୁଷ୍କର୍ମ ଓ ହତ୍ୟା କରିଥିବା ଖବର ହସ୍ତଗତ ହୋଇଛି। ଅଭିଯୁକ୍ତକୁ ପୋଲିସ ରାଜସ୍ଥାନରୁ ଗିରଫ କରିଛି। ଏହି ଘଟଣାରେ ବ୍ୟବହୃତ ମୋବାଇଲ୍ […]
ମେଷ ରାଶିଫଳ:– ଆଜି ଏକ ଭଲ ଦିନ ହେବ। ବ୍ୟବସାୟରେ ଲାଭ ପାଇବା ସମ୍ଭାବନା ଅଛି। ନୂତନ ଡିଲ୍ ଲାଭଦାୟକ ହେବ, ଯେଉଁ କାରଣରୁ ଆର୍ଥିକ ସ୍ଥିତି ଦୃଢ ହେବ, ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବ୍ୟବସାୟରେ ଛୋଟ ପ୍ରତିବନ୍ଧକ ହୋଇପାରେ। ସେଠାରେ […]
ଛତ୍ରପୁର: ଗଂଜାମ ଜିଲ୍ଲା ରାଜ୍ୟ ସ୍ତରୀୟ ସ୍ବାଧୀନତା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଆଇନ, ପୁର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ଛତ୍ରପୁରଠାରେ ଆୟୋଜିତ ଏକ ରଂଗାରଂଗ କାର୍ଯ୍ୟକ୍ରମରେ ସେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏଥିସହିତ ସେ […]
ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ଦେଶବ୍ୟାପୀ ସ୍ଵାଧୀନତା ଦିବସ ମହାଧୂମଧାମରେ ପାଳିତ ହୋଇଯାଇଛି। ସମଗ୍ର ଦେଶ ଉତ୍ସବମୁଖର ଥିବା ବେଳେ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ସ୍ଵାଧୀନତା ଦିବସ ପାଳନ ସହିତ ବାଣପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବିରେ ଏକ ଅଭିନବ […]
ଭୁବନେଶ୍ବର: ନବରଙ୍ଗପୁର ଜିଲ୍ଲା ସ୍ତରୀୟ ୭୮ ତମ ସ୍ଵାଧୀନତା ଦିବସ ପ୍ୟାରେଡ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ବୈଷୟିକ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପାତ୍ର ଯୋଗଦେଇ ଆନୁଷ୍ଠାନିକ ଭାବେ […]